Daily Archives

April 10, 2021

ଯୁବ ଡାକ୍ତରଙ୍କ ଜୀବନ ନେଲା କରୋନା । ଦୁଇଟି ଡୋଜ୍ ନେବା ପରେ ବି ହୋଇଥିଲେ ସଂକ୍ରମିତ, ଟିକା ନେବା ପରେ କରୋନାରେ…

କନକ ବ୍ୟୁରୋ : ରାଜଧାନୀରେ କରୋନା ନେଲା ଡାକ୍ତରଙ୍କ ଜୀବନ । ରାଜଧାନୀର ଏକ ଘରୋଇ ଡାକ୍ତରଖାନାର ଜଣେ ଡାକ୍ତରଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଡାକ୍ତରଙ୍କ ନାମ ହୃଦାନନ୍ଦ ଭୂୟାଁ । କିଛି ଦିନ ଆଗରୁ ସେ କରୋନାର ଦୁଇଟି ଡୋଜ୍ ମଧ୍ୟ ନେଇଥିଲେ । ଏହା ପରେ ତାଙ୍କର…

ଇଣ୍ଡୋନେସିଆ ଉପକୂଳ ସମୁଦ୍ର ମଧ୍ୟରେ ଭୂମିକମ୍ପ । ଜାଭା ଓ ବାଲି ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି, ଜଣେ ମୃତ ।

କନକ ବ୍ୟୁରୋ : ଇଣ୍ଡୋନେସିଆର ଜାଭା ଦ୍ୱୀପ ନିକଟସ୍ଥ ଭାରତ ମହାସାଗରରେ ଆଜି ୫.୯ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପରେ ପୂର୍ବ ଜାଭା ଓ ବାଲି ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଇଣ୍ଡୋନେସିଆର ଭୂବିଜ୍ଞାନ ସଂସ୍ଥା ବିଏମକେଜିର…

ପିପିଲିରେ ଡେରା ପକାଇଛନ୍ତି ରାଜ୍ୟର ସବୁ ତୁଙ୍ଗନେତା । ହେଲେ ପିପିଲି ଏନଏସି ୧୨ ନମ୍ବର ୱାର୍ଡ ବସ୍ତି ବାସିନ୍ଦାଙ୍କ…

କନକ ବ୍ୟୁରୋ: ପାଖେଇ ଆସୁଛି ପିପିଲି ବିଧାନସଭାର ଉପନିର୍ବାଚନ । ଏଥିପାଇଁ ନେତାଙ୍କ ପ୍ରସ୍ତୁତି ଜୋରଦାର ହୋଇଛି । ପିପିଲିରେ ଡ଼େରା ପକାଇଛନ୍ତି ରାଜ୍ୟର ଟାଣୁଆ ନେତା । ଘନଘନ ନିର୍ବାଚନୀ ପ୍ରଚାର ସାଙ୍ଗକୁ ଭୋଟ ହାତେଇବା ପାଇଁ ଜୋରଦାର ପ୍ରଚାର ଚାଲିଛି । ନେତାମାନେ ଭୋଟରଙ୍କୁ ମନେଇବା ପାଇଁ…

ପାଣିପାଗ ଇତିହାସର ବିରଳ ଘଟଣା । ଅଷ୍ଟ୍ରେଲିଆରେ ଦୁଇଟି ତୋଫାନ ହୋଇପାରନ୍ତି ମୁହାଁମୁହିଁ । ଇଣ୍ଡୋନେସିଆରେ ୧୬୭ ଜଣଙ୍କ…

କନକ ବ୍ୟୁରୋ : ପଶ୍ଚିମ ଅଷ୍ଟ୍ରେଲିଆର ରହୁଥିବା ଲୋକମାନଙ୍କୁ ସତ୍ତର୍କ କରିଛି ସେଠିକାର ପାଣିପାଗ ବିଭାଗ । ବିଭାଗ ସୂଚନା ଦେଇଛି କି ଦୁଇଟି ସାମଦ୍ରିକ ଝଡ ମୁହାଁ ମୁହିଁ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ତୋଫାନ ହୋଇପାରେ । ମାଡି ଆସୁଥିବା ଏହି ଦୁଇଟି ତୋଫାନ ମଧ୍ୟରେ ଗୋଟିଏ…

ଥାନାକୁ ଆସୁନାହାନ୍ତି ଥାନା ବାବୁ । ଜଗତସିଂହପୁର ବାଲିକୁଦା ଉପକୂଳରେ ମୁକୁଳା ପଡିଛି ସାମୁଦ୍ରିକ ଥାନା । ସରକାରୀ…

କନକ ବ୍ୟୁରୋ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳ ସୁରକ୍ଷାକୁ ସରକାର ଗୁରୁତ୍ୱ ଦେଇଛନ୍ତି। ଉପକୂଳରେ ସରକାର ସାମୁଦ୍ରିକ ଥାନା ପ୍ରତିଷ୍ଠା କରିଛନ୍ତି। ହେଲେ ବାସ୍ତବରେ ଥାନା କେତେଦୂର ଉପକୂଳକୁ ସୁରକ୍ଷା ଦେଉଛି ତାହା ଆଜି ଆମେ ଦେଖାଇବୁ। ଜଗତସିଂହପୁର ବାଲିକୁଦା ବ୍ଲକ ବନ୍ଦର…

ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେଲେ ଭାରତୀୟ ସେନାର ଉପ ପ୍ରମୁଖ । ଏହା ପୂର୍ବରୁ ୯ ଫୋର୍ସ ର କମାଣ୍ଡର…

କନକ ବ୍ୟୁରୋ : ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଶନିବାର ଦିନ ସେନାର ଉପ ପ୍ରମୁଖ ପଦରେ ଅବସ୍ଥାପିତ କରାଯାଇଛି । ସେ ପୂର୍ବରୁ ୯ ଫୋର୍ସର କମାଣ୍ଡର ପଦ ସମ୍ଭାଳୁଥିଲେ । ଶ୍ରୀ ଦ୍ୱିବେଦୀଙ୍କ ପୂର୍ବରୁ ସେନାର ଉପ ପ୍ରମୁଖ ଦାୟିତ୍ୱରେ ଥିଲେ ଜେନେରାଲ ଚଣ୍ଡୀ ପ୍ରସାଦ ମାହାନ୍ତି ।…