Daily Archives

March 8, 2021

ପେଟ୍ରୋଲ ଦରକୁ ନେଇ ରାଜ୍ୟସଭାରେ ହଙ୍ଗାମା । ସରକାରଙ୍କୁ ଦୋଷ ଦେଲେ ବିରୋଧୀ । ଆସନ୍ତାକାଲି ଯାଏଁ ଗୃହ ମୁଲତବୀ ।

କନକ ବ୍ୟୁରୋ: ତେଲ ପାଇଁ ହଙ୍ଗାମା ହେତୁ ସୋମବାର ଚାଲିପାରିଲାନି ରାଜ୍ୟସଭା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜ୍ୟସଭାରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି । ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବି ନାରାବାଜି କରିଥିଲେ । ବାରମ୍ବାର…

ରାଜଧାନୀ ରାସ୍ତାରେ ଲୁଟେରା ଲୁଟି ନେଉଛନ୍ତି ମୋବାଇଲ ଓ ସୁନା ଚେନ୍ । ଅପରାଧୀଙ୍କୁ ରୋକିବା ପାଇଁ କମିସନରେଟ୍ ପୁଲିସ…

କନକ ବ୍ୟୁରୋ: କେତେ ସୁରକ୍ଷିତ ରାଜଧାନୀ ? ସାଧାରଣ ଲୋକଟିଏ ମନରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । କାରଣ ଦିନକୁ ଦିନ ସହରରେ ବଢୁଛି ଛିନ୍ତାଇ ଓ ଚୋରି । ତେଣୁ ଘରୁ ବାହାରିବା ପରେ ପିନ୍ଧିଥିବା ସୁନାଚେନ୍, ମୋବାଇଲକୁ ଟାର୍ଗେଟ କରୁଛନ୍ତି ଲୁଟେରା । ହାଇସ୍ପିଡ୍ ବାଇକ୍ରେ ଆସି ଚାହୁଁ…

ସବୁ ଦଳର ଫୋକସରେ ମହିଳା । ମୁଖ୍ୟମନ୍ତ୍ରୀ କହିଲେ, ପ୍ରତି ମାଆ ଭିତରେ ରହିଛି ନେତୃତ୍ୱ ନେବାର କ୍ଷମତା । ମାହାଙ୍ଗାରେ…

କନକ ବ୍ୟୁରୋ: ମହିଳା ଦିବସକୁ ହାତଛଡ଼ା କରିନାହାନ୍ତି ରାଜନୈତିକ ଦଳ । କାରଣ ରାଜ୍ୟ ରାଜନୀତିରେ ନିର୍ଣ୍ଣାୟକ ହୋଇଆସିଛି ମହିଳାଙ୍କ ଭୋଟ । ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ମହିଳା ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିବା ବେଳେ ମାହାଙ୍ଗାରେ ଅନୁଷ୍ଠିତ ବିଜେପି ମହିଳା ସମାବେଶରେ ରାଜ୍ୟ…

ମହିଳା ଦିବସରେ ତାମିଲନାଡୁର ନିର୍ବାଚନ ପ୍ରତିଶ୍ରୁତି । ଡିଏମକେର ବଡ ଘୋଷଣା, ସରକାର ଗଢିଲେ ରାସନ କାର୍ଡ ଥିବା ପ୍ରତି…

କନକ ବ୍ୟୁରୋ: ତାମିଲନାଡୁରେ ଡିଏମକେର ସରକାର ଗଠନ ହେଲେ ପ୍ରତି ପରିବାର ମହିଳା ମୁଖ୍ୟଙ୍କୁ ମାସିକ ଏକ ହଜାର ଟଙ୍କା ଦେବା ନେଇ ଦଳ ବିଧାନସଭା ନିର୍ବାଚନ ପାଇଁ ଜାରି କରିଥିବା ଘୋଷଣା ପତ୍ରରେ ଉଲ୍ଲେଖ କରିଛି । ପୂର୍ବରୁ ମାଗଣା ମଙ୍ଗଳସୂତ୍ର, ଗ୍ରାଇଣ୍ଡର ଯୋଜନା କାର୍ଯ୍ୟକାରୀ କରିଥିବା ଏହି…

ରାଜ୍ୟର ଜଙ୍ଗଲରେ ନିଆଁ ଲାଗିବା ପ୍ରସଙ୍ଗ । ବିଜେପିର ଅଭିଯୋଗ, କାମ୍ପା ଫଣ୍ଡ ଦୁର୍ନୀତି ଲୁଚାଇବା ପାଇଁ ଲଗାଯାଇଛି ନିଆଁ…

କନକ ବ୍ୟୁରୋ: ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ କୁହୁଳୁଛି ରାଜନୀତି । ଆଉ ଶିମିଳିପାଳର ନିଆଁରେ ଘିଅ ଢ଼ାଳିଲା ଭଳି ବୟାନ ଦେଇ, ଉଭୟ ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । କେବଳ ସେତିକି ନୁହେଁ, ନିଆଁ ପଛରେ ସରକାର ଷଡଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ।…

ଜଙ୍ଗଲ ନିଆଁ ଭିତରେ ‘କାମ୍ପା ଦୁର୍ନୀତି’! ବିଜେପି ନେତାଙ୍କ ଅଭିଯୋଗ, କେନ୍ଦ୍ର ଦେଉଛି ଟଙ୍କା, ନିଆଁ ଆଢୁଆଳରେ ହେଉଛି…

କନକ ବ୍ୟୁରୋ: ଜଙ୍ଗଲ ନିଆଁରେ ବିଜେପି ଢ଼ାଳିଲା କାମ୍ପା ଦୁର୍ନୀତିର ଘିଅ । କେନ୍ଦ୍ରର ଟଙ୍କାକୁ ପକେଟରେ ପୂରାଇବା ପାଇଁ ନିଆଁକୁ ଅସ୍ତ୍ର କରୁଛନ୍ତି ରାଜ୍ୟ ସରକାର ବୋଲି ଅଭିଯୋଗ ଆଣିଛି ବିଜେପି । କେନ୍ଦ୍ର ସରକାର କାମ୍ପା ବୃକ୍ଷରୋପଣ ଯୋଜନାରରେ ଜଙ୍ଗଲ ବଢ଼ାଇବା ପାଇଁ ପଇସା ଦେଉଛି କିନ୍ତୁ ସେ…