Daily Archives

March 7, 2021

ଟୋକନ ଅବଧି ସରିଗଲା, ହେଲେ ମଣ୍ଡି କିଣିଲାନି ଧାନ । ବାଧ୍ୟ ହୋଇ ଚାଷୀ ହେଲେ ଛତିଶଗଡ଼ ମୁହାଁ । ଶାଗ ମାଛ ଦରରେଧାନ…

କନକ ବ୍ୟୁରୋ: ଧାନ ବିକ୍ରିକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ସେଇଆ ହିଁ ହେଉଛି । ଓଡ଼ିଶା ଧାନ ଯାଉଛି, ପଡ଼ୋଶୀ ଛତିଶଗଡ଼ । ଅବଶ୍ୟ ଚାଷୀ ଛତିଶଗଡ଼ରେ ଅଧିକ ଟଙ୍କା ମିଳୁଥିବାରୁ ନିଜ କଷ୍ଟ ଉପାର୍ଜିତ ଧାନକୁ ପଡ଼ୋଶୀ ରାଜ୍ୟକୁ ନେଉ ନାହାନ୍ତି, ବରଂ ଓଡ଼ିଶାରେ ଧାନ ବିକ୍ରି କରି ନପାରିବାରୁ ବାଧ୍ୟ…

ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ସରକାରଙ୍କ ଉପରେ ବର୍ଷିଲା ଦଳ । କହିଲା, ଓଡିଶାର ବିକାଶରେ ବାଧକ ସାଜିଛନ୍ତି ବିଜେଡି…

କନକ ବ୍ୟୁରୋ: ଓଡ଼ିଶାର ବିକାଶରେ ନିଜେ ଓଡ଼ିଶା ସରକାର ହିଁ ବାଧକ ସାଜିଛନ୍ତି । ଓଡ଼ିଶାର ଉନ୍ନତି ପାଇଁ କେନ୍ଦ୍ର ଟଙ୍କା ପଠାଉଥିବା ବେଳେ ରାଜ୍ୟ ସରକାର ଏହା ଖର୍ଚ୍ଚ କରିପାରୁନାହାଁନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ଶିଶୁ ନିଖୋଜ, ହତ୍ୟା ଓ ମହିଳା ହିଂସା…

ଶିମିଳିପାଳରେ ବଢୁଛି ସଂକଟ । କୋର୍ ଅଂଚଳରେ ୫ କିଲୋମିଟର ଧରି ଜଳୁଛି ନିଆଁ, କାବୁ କରିବାକୁ ନୟାନ୍ତ ବନ ବିଭାଗ ।

କନକ ବ୍ୟୁରୋ: ଘନ ଅନ୍ଧାରକୁ ଆଲୋକିତ କରି ଦେଉଥିବା ଏହି ନିଆଁ କେତେ ବଡ଼ ସଂକଟ ଆଣିପାରେ ହୁଏତ, ସେକଥାକୁ ସେମାନେ ଠିକ୍ ବୁଝି ପାରିବେ ଯେଉଁମାନେ ଶିମିଳିପାଳ ଅଭ୍ୟାୟରଣ୍ୟର ଜୈବ ବିବିଧତାର ଗୁରୁତ୍ୱକୁ ଜାଣନ୍ତି । ଏହି ନିଆଁ କେବଳ ଯେ, ଜଙ୍ଗଲ ଜାଳୁଛି, ତାହା ନୁହେଁ, ଜଙ୍ଗଲରେ ଥିବା ହଜାର…

ଥରେ କୋଭିଡ୍ ଟିକା ନେବା ପରେ ପୁଣି ହେବ କି କରୋନା। ଜାଣନ୍ତୁ, କଣ କହୁଛନ୍ତି ବିଶେଷଜ୍ଞ ?

କନକ ବ୍ୟୁରୋ: ଟିକା ନେବା ପରେ ବି ହୋଇପାରେ କି କରୋନା? ରାଉରକେଲା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଏସ୍ ସୁଲେମାନଙ୍କ କୋଭିଡ୍ ପଜିଟିଭ୍-ନେଗେଟିଭର ଦ୍ୱନ୍ଦ୍ୱ ଭିତରେ ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଆସୁଛି । ଯାହାର ଦୁଇଟି କାରଣ ଦେଇଛନ୍ତି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର ।…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଳୁଛି ଜଙ୍ଗଲ । ଭଞ୍ଜନଗରରେ ୨୦୦ରୁ ଅଧିକ ଜଙ୍ଗଲରେ ଲାଗିଛି ନିଆଁ

କନକ ବ୍ୟୁରୋ: ଭଂଜନଗର ସହର ଓ ଏହା ଆଖପାଖ ଅଂଚଳରେ ଏବେ ଧୁଆଁ ଆଉ ଧୂଆଁ । ଯଦି ହଠାତ ବାହାରୁ କେହି ଆସେ ତେବେ ବୁଝିପାରିବନାହିଁ ଏହି ଧୂଆଁ ଆସୁଛି କେଉଁଠୁ । ଆଉ ଏହା ପଛର କାରଣ ଜାଣିଲେ ଆପଣ ବି ଚିନ୍ତିତ ହେବେ । ଗତ ସପ୍ତାହେ ହେବ ଭଂଜନଗର ଘୁମୁସର ଉତର ଓ ଦକ୍ଷିଣ ବନଖଣ୍ଡର ପ୍ରାୟ ୨୦୦ରୁ…

ବ୍ରିଗେଡ୍ ଗ୍ରାଉଣ୍ଡରୁ ବିରୋଧୀଙ୍କୁ ଜବାବ ଦେଲେ ମୋଦି । କହିଲେ, ହଁ..ମୁଁ ମୋ ସାଙ୍ଗଙ୍କ ପାଇଁ କାମ କରୁଛି । କାହିଁକି…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବ୍ରିଗେଡ୍ ଗ୍ରାଉଣ୍ଡରେ ଜନସଭାକୁ ସମ୍ବୋଧିତ କରିବା ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବ୍ରିଗେଡ୍ ଗ୍ରାଉଣ୍ଡରୁ ହିଁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିବା ସହିତ ପଶ୍ଚିମବଙ୍ଗରେ…