Daily Archives

March 4, 2021

ତେଲେଙ୍ଗାନାରୁ ଆସିଲା ଚକିତ କଲା ଭଳି ଖବର । ମାଲିକକୁ ମାରି ଥାନାରେ ବନ୍ଧା ପଡିଛି କୁକୁଡା ।

କନକ ବ୍ୟୁରୋ: ଥାନାରେ ଅଟକ ରହିଛି କୁକୁଡା । ଆଉ ତା ଗୋଡରେ ବନ୍ଧା ହୋଇଛି ଦଉଡି । ଏକଥାଟି ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ହେଲେ ଏହା ପଛର କାରଣ ଜାଣିଲେ ମଧ୍ୟ ଆପଣ ବିଶ୍ୱାସ କରିବେନି । ମାଲକାନଗିରି ଜିଲ୍ଲୀ ସୀମାନ୍ତ ତେଲେଙ୍ଗାନାର ଗୋଲାପାଲି ଅଂଚଳରେ ଗୋଟିଏ କୁକୁଡା ତା…

ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ । ଜାଣନ୍ତୁ, କାରଣ କ’ଣ ?

କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ । ପଞ୍ଚାୟତିରାଜ ଦିବସ ଉପଲକ୍ଷେ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗର ସଚିବ…

ମମତାଙ୍କୁ ନେଇ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀଙ୍କ ଭବିଷ୍ୟତବାଣୀ । କହିଲେ, ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଜଗୁନି କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ ପୁଣି ଜିତିବ ମମତାଙ୍କ ଦଳ ଟିଏମସି । ନିର୍ବାଚନରେ ବିଜୟ…

ନିୟନ୍ତ୍ରଣରେ ଅଛି କି ଶିମିଳିପାଳର ନିଆଁ ? ପ୍ରଶାସନର ପଦକ୍ଷେପ ଭିତରେ ପ୍ରଶ୍ନ ଉଠାଇଥିଲେ ବିଶେଷଜ୍ଞ ।

କନକ ବ୍ୟୁରୋ: ଦୀର୍ଘ ୧୦ ଦିନ ପରେ ଆଜି ବି ଜଳୁଛି ଶିମିଳିପାଳ । ଜଙ୍ଗଲ ଜଳିବାର ଦୃଶ୍ୟ କୋଉଠି ନା କୋଉଠି କିଛି ବଡ ପ୍ରଶ୍ନ ଛିଡା କରୁଛି । ଶିମିଳିପାଳର କୋର ଅଂଚଳରେ ନିଆଁ କେତେଦୂର ବ୍ୟାପିଛି ? ୨୭୫୦ କିଲୋମିଟର ବିଶିଷ୍ଟ ଶିମିଳିପାଳରେ ନିଆଁ କେଉଁ ଯାଏଁ ଲାଗିଛି ? କେତେ ଅଂଚଳ ଏବେ…

ଜାତି ଭିତ୍ତିକ ଗଣନା ପୂର୍ବରୁ ତେଜିଲା ରାଜନୀତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର । ବିଜେଡି ବିଧାୟକ…

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ହୁଏତ ଓଡ଼ିଶା ରାଜନୈତିକ ଇତିହାସରେ ଜାତିକୁ ନେଇ ଏକ ବଡ଼ ଧରଣର ରାଜନୈତିକ ବିବାଦ ଆରମ୍ଭ ହୋଇଛି । ଯେତେବେଳେ ଜାତିଭିତ୍ତିକ ଗଣନା ପାଇଁ ରାଜ୍ୟ ସରକାର ଅଂଟା ଭିଡ଼ିଛନ୍ତି, ସେତିକିବେଳେ ପଛୁଆ ବର୍ଗର ଅଧିକାର କଥା ଉଠାଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି…

ଓଡ଼ିଶାର ଶିଳ୍ପ ବିପ୍ଲବ ପାଇଁ ନୂଆ ସଂଭାବନା । କେନ୍ଦ୍ରାପଡାରେ ସ୍ଥାପନ ହେବ ୧୨ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ…

କନକ ବ୍ୟୁରୋ : କଳିଙ୍ଗନଗର ଷ୍ଟିଲ ପ୍ଲାଂଟର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୩ ମିଲିୟନ୍ ଟନ୍ । ସେହିପରି ରାଉରକେଲା ଷ୍ଟିଲ୍ ପ୍ଲାଂଟର କ୍ଷମତା ୪.୨ ମିଲିୟନ ଟନ୍, ବୋକାରୋ ଷ୍ଟିଲ ପ୍ଲାଂଟର ୪.୬ ମିଲିୟନ ଟନ୍ ଓ ଜାମଶେଦପୁର ଷ୍ଟିଲ ପ୍ଲାଂଟର ବାର୍ଷିକ ଉତ୍ପାଦନ କ୍ଷମତା ୧୦ ମିଲିୟନ ଟନ୍ ।…