Daily Archives

February 27, 2021

ଯାଜପୁର ଜିଲ୍ଲା ଯୋଡିକୁଅ ଛକରେ ଚଳନ୍ତା ବାଇକ୍ ଉପରେ ପଡିଲା ଗଛ । ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ।

କନକ ବ୍ୟୁରୋ: ମାଆ ବିରଜାଙ୍କ ଦର୍ଶନ କରିବାକୁ ବେଶ ହସଖୁସିରେ ଯାଇଥିଲେ ବାପା, ମାଆ ଓ ପୁଅଝିଅ । ହେଲେ ଏହି ଖୁସି ବେଶୀ ସମୟ ରହିନଥିଲା । ଦର୍ଶନ ସାରି ବାଇକରେ ଫେରୁଥିଲେ ପୁରା ପରିବାର । ହେଲେ, ବାଟରେ ଜଗିଥିଲା ଯମ । ବାଇକ୍ ଉପରେ ଭାଙ୍ଗି ପଡିଲା ଗଛ ଆଉ ଘଟଣାସ୍ଥଳରେ ଆଖି ବୁଝିଦେଲା ୫…

ଜମ୍ମୁରେ ଏକାଠି ହେଲେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ । ଦଳୀୟ ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ, ଏକ ଦଶକ…

କନକ ବ୍ୟୁରୋ: ଜମ୍ମୁରେ ଏକାଠି ହେଲେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ । ଦଳୀୟ ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ, ଏକ ଦଶକ ଭିତରେ ଦୁର୍ବଳ ହୋଇଛି ଦଳ । ସର୍ବପୁରାତନ ଦଳକୁ ଦୁର୍ବଳ ହେଉଥିବାର ଦେଖିବାକୁ ଚାହୁଁନାହୁଁ । ଦେଶର ସର୍ବପୁରାତନ ଦଳ କଂଗ୍ରେସର ଭିତରି କନ୍ଦଳ ପୁଣି ପଦାରେ…

ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଆ ଜାତିର ବଡ ପରିଚୟ ହେଉଛନ୍ତି…

କନକ ବ୍ୟୁରୋ: ଶ୍ରୀମନ୍ଦିର ଐତିହ୍ୟ କରିଡର ଯୋଜନାକୁ ସଫଳ କରିବା ପାଇଁ ବିଧାନସଭାରେ ସଂକଳ୍ପ । ବାଇ-ଲ ବିବାଦ ଓ ଶ୍ରୀମନ୍ଦିର ଚର୍ତୁପାଶ୍ୱର୍ ବିକାଶ ଶୈଳୀକୁ ନେଇ ବିଜେପି ପ୍ରଶ୍ନ ଉଠାଉଥିବାବେଳେ ବିଧାନସଭାରେ ଏହି ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର…

ଓଡିଶାରେ ବଢୁଛି ଦୈନିକ ସଂକ୍ରମଣ । ୫ଟି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର । ବିମାନବନ୍ଦର, ରେଳ ଷ୍ଟେସନରେ ଯାଂଚ…

କନକ ବ୍ୟୁରୋ: ଓଡ଼ିଶାରେ ଦୈନିକ ସଂକ୍ରମଣ ୧୦୦ ତଳକୁ ରହିଥିଲେ ବି ଦିନକୁ ଦିନ ସଂଖ୍ୟା ବଢ଼ିବାରେ ଲାଗିଛି । ୫ ଦିନ ପୂର୍ବରୁ ରାଜ୍ୟରେ ଦୈନିକ ସଂକ୍ରମଣ ୬୦ରୁ ୭୦ ମଧ୍ୟରେ ରହୁଥିଲା । ଏବେ କିନ୍ତୁ ଏହି ସଂଖ୍ୟା ୮୦-୯୦ ଟପିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ…

କରୋନା ଟିକା ପାଇଁ ଏବେ ବି ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ । ଡିଏମଇଟି ରଖିଲେ ସାଧାରଣ ଲୋକଙ୍କ ପ୍ରଶ୍ନ ଉତ୍ତର ।

କନକ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । କିନ୍ତୁ ଟିକାକରଣ ପୂର୍ବର ଅନେକ ପ୍ରଶ୍ନ ଆପଣଙ୍କ ସାମ୍ନାକୁ ଆସୁଥାଇପାରେ । ଯଦି ଆଂଟିବଡି ରହିଛି ତାହା ହେଲେ ଟିକା ନେବା ଆବଶ୍ୟକ କି? ପାଶ୍ୱର୍ ପ୍ରତିକ୍ରିୟା…

ମାର୍ଚ୍ଚ ପହିଲାରୁ ବୟସ୍କ ଲୋକଙ୍କୁ ଟିକା: ୬୦ ବର୍ଷରୁ ଅଧିକ ବୟସ୍କ ; ୪୫ ବର୍ଷରୁ ଅଧିକ ବୟସ୍କ ଗୁରୁତର ରୋଗୀଙ୍କୁ ବି…

କନକ ବ୍ୟୁରୋ: ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ପରେ ବୟସ୍କ ବ୍ୟକ୍ତି ଓ ଗୁରୁତର ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଏହି ଟିକା ଦିଆଯିବ । ତେବେ ନଜର ପକାନ୍ତୁ, କେଉଁମାନଙ୍କୁ ଟିକା ଦିଆଯିବ ଏବଂ କେମିତି ଟିକା…