Daily Archives

February 26, 2021

କଟକରେ କଲେଜ ଛାତ୍ରୀଙ୍କୁ ନିଆଁ ଲଗାଇବା ଘଟଣା । ଜଣେ ଯୁବତୀ ସମେତ ୩ଜଣଙ୍କୁ ଅଟକ ରଖି ପୋଲିସର ପଚରା ଉଚରା ।

କନକ ବ୍ୟୁରୋ: କଟକରେ କଲେଜ ପଢୁଆ ଯୁବତୀଙ୍କୁ କିରାସିନି ଢାଳି ନିଆଁ ଲଗାଇଦେବା ଘଟଣାରେ ପୋଲିସ ୩ଜଣଙ୍କ ଅଟକ ରଖିଛି । ଅଟକଙ୍କ ଭିତରେ ଅଛନ୍ତି ଆହତ ଯୁବତୀଙ୍କ ସମ୍ପର୍କୀୟ ମାଉସୀ । ଏକତରଫା ପ୍ରେମରୁ ପ୍ରେମିକ ଏପରି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ଆହତ ଯୁବତୀଙ୍କ ବାପା ମା ଲାଲବାଗ…

ଲଗାତାର ଦ୍ୱିତୀୟ ଦିନରେ ଦେଶର ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର । ଆସନ୍ତା ୫ ଦିନ ଯାଏଁ ଆହୁରି ବଢିବ ତାତି ।…

କନକ ବ୍ୟୁରୋ : ଭୁବନେଶ୍ୱର ଲଗାତାର ଦ୍ୱିତୀୟ ଦିନରେ ମଧ୍ୟ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ରାଜଧାନୀରେ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଗତ ୧୦ବର୍ଷରେ ଏହା ତୃତୀୟ ସର୍ବାଧିକ ତାପମାତ୍ରା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । କାହିଁକି ସବୁଠୁ…

ପୁଣି ଫେରିଲା ଆଇସୋଲେସନ । ମହାରାଷ୍ଟ୍ର ସମେତ ୧୧ ରାଜ୍ୟ ଓ ଚଣ୍ଡୀଗଡରୁ ଫେରିଲେ ୭ ଦିନ ପାଇଁ ଘରୋଇ ସଙ୍ଗରୋଧରେ ରହିବା…

କନକ ବ୍ୟୁରୋ: ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ୭ ଦିନ ଘରୋଇ ସଙ୍ଗରୋଧ ବାଧ୍ୟତାମୂଳକ । ମହାରାଷ୍ଟ୍ର ସମେତ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଚଣ୍ଡିଗଡ଼ରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ଏଭଳି କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର । ଦେଶରେ କରୋନା ବଢ଼ୁଥିବା ବେଳେ ଏପରି ସତର୍କମୂଳକ…

୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ମେ’ ୨ରେ ଆସିବ ରେଜଲ.…

କନକ ବ୍ୟୁରୋ : କରୋନା କାଳରେ ବିହାର ନିର୍ବାଚନ ପରେ ପ୍ରଥମ ଥର ପାଇଁ ଦେଶରେ ବଡ ଲଢେଇ ପାଇଁ ବିଗୁଲ ବାଜିଛି । ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି । ଜାତୀୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀ କରି ୫ଟି ପ୍ରଦେଶ ପାଇଁ ୮ଟି…

ରାଜ୍ୟରେ ଦ୍ରୁତ ଟିକାକରଣ ପାଇଁ ଖୋଲିଲା ବାଟ । ଘରୋଇ ହସ୍ପିଟାଲରେ ଦିଆଯିବ କରୋନା ଟିକା, ବିବାଦ ପରେ ଅନୁମତି ଦେଲା…

କନକ ବ୍ୟୁରୋ : ମାର୍ଚ୍ଚ ପହିଲାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ବେଳେ ରାଜ୍ୟର ଘରୋଇ ହସ୍ପିଟାଲରେ ଟିକା ଦେବାକୁ ଅନୁମତି ମିଳିଛି । ଫଳରେ ରାଜ୍ୟରେ ଦ୍ରୁତ ଟିକାକରଣ ପାଇଁ ବାଟ ଫିଟିଛି । କେନ୍ଦ୍ରର ଅନୁମତି ପରେ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ…

ଆଦର୍ଶ ଯୁବଚାଷୀ ରାଜେଶ ସୋରେନ୍ । ବିନା ମେସିନ୍ ଏବଂ ବିନା ବିଦ୍ୟୁତ୍ ସଂଯୋଗରେ ତିଆରି କଲେ ପାଣି ପମ୍ପ ।

କନକ ବ୍ୟୁରୋ: କୁହାଯାଏ ଇଚ୍ଛାଥିଲେ ଉପାୟ ଆପେଆପେ ଆସେ । ଠିକ୍ ସେହିଭଳି ଜଣେ ଯୁବଚାଷୀଙ୍କ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ହିଁ ଅନ୍ୟ ମାନଙ୍କପାଇଁ ପ୍ରେରଣାର ଉତ୍ସ ସାଜିପାରିଛି । ଆଜିକାଲିର ଯୁବପିଢି ଚାକିରୀ ପଛରେ ପଡି ନିଜର ସମୟ ନଷ୍ଟ କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ଜଣେ ଅଧା ଶିକ୍ଷିତ…