Daily Archives

February 21, 2021

ଆସନ୍ତାକାଲିଠୁ କଟକ ସହରରେ କଡାକଡି ହେବ ମାସ୍କ ଚେକିଂ । ସିଏମସି ଗଠନ କଲା ସ୍ୱତନ୍ତ୍ର ସ୍କ୍ୱାର୍ଡ । ସହରର ଜନଗହଳି…

କନକ ବ୍ୟୁରୋ: ଆସନ୍ତାକାଲିଠୁ କଟକ ସହରରେ ଜୋରଦାର ହେବ ମାସ୍କ ଚେକିଂ । ସହରର ବିଭିନ୍ନ ଅଞ୍ଚଳରେ ମାସ୍କ ଚେକିଂ କରିବେ ସ୍ୱତନ୍ତ୍ର ସ୍କ୍ୱାର୍ଡ । କରୋନା ସଂକ୍ରମଣ ବଢୁଥିବା ଦେଖି ରାଜ୍ୟ ସରକାରଙ୍କ ଚିଠି ପାଇବା ପରେ ଏନେଇ ତତ୍ପର ହୋଇଉଠିଛି ସିଏମସି । ରବିବାର ଏନେଇ ଏକ ଅର୍ଡର ମଧ୍ୟ ଜାରି…

ଅଷ୍ଟ୍ରେଲିଆରେ ମିଡିଆ ହାଉସ୍ ଏବଂ ଇଣ୍ଟରନେଟ୍ ପ୍ଲାଟଫର୍ମ ମଧ୍ୟରେ ବିବାଦ । ପ୍ଲାଟଫର୍ମରୁ ସମ୍ପୂର୍ଣ୍ଣ ଭାବେ ଖବର…

କନକ ବ୍ୟୁରୋ: ଡିଜିଟାଲ ଦୁନିଆଁରେ ନ୍ୟୁଜ ଦେଖିବାର ପ୍ଲାଟଫର୍ମ ବନିଯାଇଛି ଗୁଗୁଲ ଓ ଫେସବୁକ୍ । ମୂହୁର୍ତ୍ତକରେ ଆପଣଙ୍କ ପାଖକୁ ଖବର ପହଁଚି ଯାଉଛି ଏବଂ ଆପଣ ସହଜରେ ଏହି ଖବରକୁ ପଢ଼ି ପାରୁଛନ୍ତି କିମ୍ବା ଦେଖି ପାରୁଛନ୍ତି । କିନ୍ତୁ, ଆପଣ ଜାଣିଛନ୍ତି କି, ଖବର ଏକ ମିଡିଆ ହାଉସ ପ୍ରସ୍ତୁତ…

ଭୁବନେଶ୍ୱର ଖଣ୍ଡଗିରି ମେଳାରେ ଡାକ୍ତର ବାବାଙ୍କୁ ନେଇ ଚର୍ଚ୍ଚା । ମେଳାରେ ଦେଖୁଛନ୍ତି ରୋଗୀ ।

କନକ ବ୍ୟୁରୋ: ଖଣ୍ଡଗିରି ମେଳାରେ ଭଳିକି ଭଳି ବାବାଙ୍କୁ ତ ଆପଣ ଦେଖିଥିବେ । ହେଲେ ଜଣେ ଏପରି ବାବା ଅଛନ୍ତି ଯିଏ ଏବେ ସମସ୍ତଙ୍କ ପ୍ରିୟ ପାଲଟି ଯାଇଛନ୍ତି ତାଙ୍କର ଜନସେବାକୁ ନେଇ । ସେ ସାଧୁ ବି ,ସେ ଡାକ୍ତର ବି । ହଁ ଏକଥା ଆମେ କହୁନୁ, ତାଙ୍କର କାମ ଦେଖିଲେ ଆପଣ କହିବେ । ଖଣ୍ଡଗିରି ମେଳା…

ଜଳେଶପଟ୍ଟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଘଟଣା । ଅଭିଯୁକ୍ତକୁ ଗିରଫ କଲା ରାୟଗଡା ପୋଲିସ । ଆଶ୍ରମ ଯାଇ ସୁରକ୍ଷା…

କନକ ବ୍ୟୁରୋ: ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କ ଆଢୁଆଳରେ କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମ  । ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଏବଂ ଆଶ୍ରମକୁ ବୋମା ପକାଇ ଉଡାଇ ଦିଆଯିବା ଧମକ ପରେ ଏପରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦୁଇଟି ଫୋନକଲରେ ଧମକ ପରେ ଏହାକୁ…

ଆସନ୍ତାକାଲି ଆସିିବ ଓଡ଼ିଶା ବଜେଟ୍ । ବ୍ୟୟ ଅଟକଳ ଛୁଇଁପାରେ ୧ ଲକ୍ଷ ୭୦ ହଜାର କୋଟି । ସ୍ୱାସ୍ଥ୍ୟ ବିଭାଗକୁ ମିଳିପାରେ…

କନକ ବ୍ୟୁରୋ: ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ବଜେଟର ପରିମାଣ ବୃଦ୍ଧି ପାଇପାରେ । ମିିଳିଥିବା ସୂଚନା ଅନୁସାରେ, ବଜେଟର ବ୍ୟୟ ଅଟକଳ ପାଖାପାଖି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଛୁଇଁପାରେ । ଏଥିସହ ରାଜ୍ୟ ସରକାରଙ୍କ ପ୍ରାଥମିକତାର ଶୀର୍ଷରେ ରହିଛି ସ୍ୱାସ୍ଥ୍ୟ ବିଭାଗ । ବିଭାଗକୁ…

ପୁନେରେ ଫେରିଲା ନାଇଟ କର୍ଫ୍ୟୁ । ଆସନ୍ତାକାଲିଠୁ ରାତି ୧୧ଟାରୁ ସକାଳ ୬ଟା ଯାଏ ଲାଗିଲା କଟକଣା । ନୂଆ ଷ୍ଟ୍ରେନ୍ ପ୍ରତି…

କନକ ବ୍ୟୁରୋ: ପୁଣି କରୋନା କଥା ଶୁଣିଲେ ଅଜଣା ଭୟ ମାଡିଆସେ । ପ୍ରାୟ ବର୍ଷେ ଧରି କରୋନାର ଯନ୍ତ୍ରଣା ସମସ୍ତେ ଅନୁଭବ କରିଛନ୍ତି । ଏବେ ପୁଣି ଦେଶର ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆସନ୍ତାକାଲି ଠାରୁ ପୁନେରେ ନାଇଟ୍ କର୍ଫ୍ୟୁ ଲାଗୁ ହେଉଛି ।…