Daily Archives

February 20, 2021

ରାଜସ୍ଥାନରେ ଚାଲିଛି ମିଳିତ ଯୁଦ୍ଧାଭ୍ୟାସ । ବିକାନେରରେ ଭାରତ-ଆମେରିକା ସେନାର ମିଳିତ ସମରାଭ୍ୟାସ ।  

କନକ ବ୍ୟୁରୋ : ରାଜସ୍ଥାନରେ ଚାଲିଛି ମିଳିତ ଯୁଦ୍ଧଭ୍ୟାସ । ବିକାନେର ମହାରାଜା ଫିଲ୍ଡ ଫାୟରିଂ ରେଂଜରେ ଚାଲିଛି ସମରଭ୍ୟାସ । ଭାରତ-ଆମେରିକା ସେନାର ମିଳିତ ଯୁଦ୍ଧଭ୍ୟାସ ଫେବ୍ରୃଆରୀ ୮ରୁ ଆରମ୍ଭ ହୋଇ ୨୧ ତାରରିଖ ପର୍ଯ୍ୟନ୍ତ ଚାଲିବ । ଆମେରିକା ସେନାର ପ୍ରାୟ ୨୭୦ଜଣ ଯବାନ ଏହି ମିଳିତ…

ମୁଜାଫରନଗର ଚାଷୀ ମହାପଞ୍ଚାୟତରେ ସାମିଲ ହେଲେ କଂଗ୍ରେସ ମହାସଚିବ । କେନ୍ଦ୍ରକୁ ଟାର୍ଗେଟ କରି ପ୍ରଶ୍ନ କଲେ ପ୍ରିୟଙ୍କା…

କନକ ବ୍ୟୁରୋ: ମୁଜାଫରନଗର ଚାଷୀଙ୍କ ମହାପଂଚାୟତରେ ସାମିଲ ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ସଭାରେ ସାମିଲ ହୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା  । ପ୍ରିୟଙ୍କା କହିଛନ୍ତି ୯୦ ଦିନ ହେବ ଚାଷୀମାନେ ଆନ୍ଦୋଳନ କରୁଛନ୍ତି ଓ ୨୧୫ଜଣ ଚାଷୀଙ୍କ ମୃତ୍ୟୁ…

କନ୍ଧମାଳ ଜଳେଶପଟା ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦପୁରୀ ବାବାଙ୍କୁ ହତ୍ୟା ଧମକ୍ । ଅଜଣା ନମ୍ବରରୁ ଆସିଲା…

କନକ ବ୍ୟୁରୋ : କନ୍ଧମାଳର ଜିଲ୍ଲା ତୁମୁଡିବନ୍ଧ ଜଳେଶପଟ୍ଟା ଆଶ୍ରମର ମୁଖ୍ୟକୁ ହତ୍ୟା ଧମକ । ଆଶ୍ରମ ଦାୟିତ୍ୱରେ ଥିବା ଜୀବନ ମୁକ୍ତାନନ୍ଦ ପୁରୀ ବାବାଙ୍କୁ ଏଭଳି ଧମକ ଦେଇଛନ୍ତି ।  କୌଣସି ଅଜଣା  ଫୋନ କଲରୁ ଏହି ହତ୍ୟା ଧମକ ଆସିଛି ।  ଏ ନେଇ  ସଂପୃକ୍ତ ଆଶ୍ରମ ମୁଖ୍ୟ ଥାନାରେ ଏତଲା ଦେବା ପରେ…

ବ୍ୟାଙ୍କ ଭିତରେ ପଶି ବନ୍ଧୁକ ଦେଖାଇଲେ, ମାଡ ବି ମାରିଲେ । ଆଉ ଦେଢ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ । 

କନକ ବ୍ୟୁରୋ : ପୁଣି ବନ୍ଧୁକ ମୁନରେ ଡକାୟତି। କାନପୁର ଥାନା ଅନ୍ତର୍ଗତ ଗୋଡିବନ୍ଧସ୍ଥିତ କାନାରା ବ୍ୟାଙ୍କ ଶାଖା କ୍ୟାସିଅରଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ପୂର୍ବାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ତିନିଜଣ ଏକ ପଲସର ଗାଡ଼ିରେ ଆସି ବ୍ୟାଙ୍କ ଭିତରେ ପଶିଥିଲେ। ଆସିଥିବା ୩…

୪ ବର୍ଷର ପୁଅ ସହ ଆତ୍ମହତ୍ୟା କଲେ ମା’ । ୫ ମାସ ତଳେ ସ୍ୱାମୀ ଓ ଶଶୂରଙ୍କର ହୋଇଥିଲା ମୃତ୍ୟୁ ।

କନକ ବ୍ୟୁରୋ : ୪ ବର୍ଷର ପୁଅ ସହ ନିଜ ଜୀବନ ହାରିଦେଲା ମାଆ । ଶାଶୁ ମାର୍କେଟ୍ ଯାଇଥିବା ବେଳେ ପ୍ରଥମେ ପୁଅ ପି. ସାଇ ଓ ପରେ ମାଆ ପି. ଦିବ୍ୟା ଘର ଛାତ ପାଇପରେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଜେକେପୁର ଏସପିଟି…

ବଜେଟ ପୂର୍ବରୁ ଆସିଲା ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ । ସଂକୁଚିତ ହେବ ଅର୍ଥନୀତି, କମିବ ମୁଣ୍ଡପିଛା ଆୟ ।

କନକ ବ୍ୟୁରୋ: ସଂକୁଚିତ ହେବ ଓଡିଶା ଅର୍ଥନୀତି । ବଜେଟ ପୂର୍ବରୁ ୨୦୨୦-୨୧ ବର୍ଷର ଆସିଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏଭଳି ଆକଳନ କରାଯାଇଛି ।  ସର୍ଭେରେ  କୁହାଯାଇଛି, ରାଜ୍ୟର  ଅର୍ଥନୈତିକ ଅଭିବୃଦ୍ଧି ହାର କମିବ  ।  ଅଭିବୃଦ୍ଧି ହାର ମାଇନସ ୪ ଦଶମିକ ୯୨ ହେବ । ରିପୋର୍ଟ ଅନୁସାରେ,…