Daily Archives

February 17, 2021

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀ ସମ୍ଭାବନା । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । 

କନକ ବ୍ୟୁରୋ : ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା…

ଟୁଲ୍ କିଟ ମାମଲାରେ ଏବେ ଫୋକସରେ ନିକିତା ଜାକବ । ଦିଶା ରବିଙ୍କଠାରୁ ବି ରହିଛି ବଡ ଭୂମିକା ।

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଟୁଲ୍ କିଟ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିକିତା ଜାକବଙ୍କ ଉପରେ ଏବେ ତଦନ୍ତକାରୀ ଟିମର ଫୋକସ । କାରଣ କୁହାଯାଉଛି ଗିରଫ ହୋଇଥିବା ଦିଶା ରବିଙ୍କ ଠାରୁ ନିକିତାଙ୍କ ବଡ ଭୂମିକା ରହିଛି । ତଦନ୍ତକାରୀ ଟିମ ଅନୁଯାୟୀ ଟୁଲ କିଟ ମାମଲାରେ ଦିଶା ରବିଙ୍କ ଠାରୁ ବଡ…

ଶ୍ରୀମନ୍ଦିରକୁ କିଏ ଦାନ କଲା ୫ କେଜିର ସୁନା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ୭୫ ଲକ୍ଷ ।

କନକ ବ୍ୟୁରୋ: ବସନ୍ତ ପଂଚମୀରେ ଶ୍ରୀଜୀଉଙ୍କୁ ସୁନା ଅଳଙ୍କାର ଦାନ କରିଛନ୍ତି ଭକ୍ତ । ଏହି ଅଳଙ୍କାର ଭିତରେ ଅଛି ବଡଠାକୁର ବଳଭଦ୍ରଙ୍କର ୪୦ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ୫୩ଟି ଶ୍ରୀମୁଖ ପଦ୍ମ ଓ ୨ଟି ଝୋବା । ସେହିପରି ମାଆ ସୁଭଦ୍ରାଙ୍କ ପାଇଁ ୨ଟି ତଡକି…

ଆନ୍ଦୋଳନରତ ଚାଷୀଙ୍କ ଅରାଜକତାର ନୂଆ ପ୍ରମାଣ । ଜାନୁଆରୀ ୨୬ ହିଂସାରେ ପୋଲିସ କର୍ମୀଙ୍କୁ ଚାଷୀ ଲାଠିରେ ମାଡ ମାରୁଥିବାର…

କନକ ବ୍ୟୁରୋ: ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କଣ ଘଟିଲା ତାହା ସମସ୍ତେ ଦେଖିଛନ୍ତି । ଆନ୍ଦୋଳନ ନାଁରେ ଚାଷୀମାନେ କିଭଳି ଅରାଜକତା କଲେ ତାହା ଆପଣ ଟିଭି ପରଦାରେ ଦେଖିଛନ୍ତି । ଆନ୍ଦୋଳନ ନାଁରେ ଚାଷୀଙ୍କ ହିଂସାକାଣ୍ଡର ନୂଆ ନୂଆ ଭିଡିଓ ସାମନାକୁ ଆସୁଛି । ଏହାରି ଭିତରେ ୨୬…

ଆସନ୍ତାକାଲି ଠାରୁ ବିଧାନସଭାର ବଜେଟ ଅଧିବେଶନ । କୋଟିଆ ଓ ବାଇ-ଲ ପ୍ରସଙ୍ଗରେ ସରଗରମ ହୋଇପାରେ ବିଧାନସଭା ।

କନକ ବ୍ୟୁରୋ : ଓଡିଶା ସୀମା ଭିତରେ ପ୍ରବେଶ କରି ଆନ୍ଧ୍ର ପଂଚାୟତ ନିର୍ବାଚନ କରାଇଛି । ଚଳିତ ବିଧାନସଭା ବଜେଟ୍ ଅଧିବେଶନରେ ଜୋର ଧରିବ ସୀମା ବିବାଦ ତାତି । ପୂର୍ବରେ ପଶ୍ଚିମ ବଙ୍ଗ ବାଲି ଚୋରି କରୁଥିବା ବେଳେ ଉତରରେ ଝାଡଖଣ୍ଡ ପାହାଡ ଚୋରି କରୁଛନ୍ତି । ଅନ୍ୟପଟେ ପଶ୍ଚିମରେ ଛତିଶଗଡ…

ଓଡିଶାର ସବୁଠୁ ବଡ଼ ସାଇବର ଠକେଇ । ଫୋନ ନମ୍ବର ଡିଆକ୍ଟିଭେଟ୍ ହୋଇଯିବ କହି ଡାକ୍ତରଙ୍କୁ ଆସିଲା ଫୋନ କଲ୍ । ଏଟିଏମ୍…

କନକ ବ୍ୟୁରୋ: ଡାକ୍ତର ସନାତନ ମହାନ୍ତି । ଜଣେ ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ । ଅନୁମାନ କରନ୍ତୁ ଜଣେ ଡାକ୍ତରଙ୍କ କ୍ଷେତ୍ରରେ ଯଦି ଏପରି ହୋଇପାରେ ତେବେ ଜଣେ ସାଧାରଣ ଲୋକକୁ ଠକିବା କେତେ ସହଜ ହେବ । ଏଟିଏମ କାର୍ଡ ଜରିଆରେ ମୋବାଇଲ ନମ୍ବରରେ ଏକ ରିଚାର୍ଜ ନକଲେ ମୋବାଇଲ ନମ୍ବର ବ୍ଲକ ହୋଇଯିବ…