Daily Archives

February 10, 2021

ଉତ୍ତରପ୍ରଦେଶରେ ଗୁଣ୍ଡାରାଜ । କାସଗଂଜରେ ବେଆଇନ ମଦ କାରଖାନାରେ ଚଢାଉ ବେଳେ ପୋଲିସ ଟିମ ଉପରେ ଆକ୍ରମଣ ଘଟଣାରେ…

କନକ ବ୍ୟୁରୋ : ଉତ୍ତରପ୍ରଦେଶ କାସଗଞ୍ଜ ଅଂଚଳରେ ମଙ୍ଗଳବାର ରାତିରେ ପୋଲିସ ଟିମ ଉପରେ ଆକ୍ରମଣ ହୋଇଛି । ସମ୍ପୃକ୍ତ ଅଂଚଳରେ ଥିବା ଏକ ବେଆଇନ ମଦ କାରଖାନା ସହ ଲିଙ୍କ ଅଭିଯୋଗରେ ଜଣଙ୍କୁ ୱାରେଂଟ ଦେବା ପାଇଁ ଯାଇଥିବା ବେଳେ ଜଣେ କନଷ୍ଟେବଳ ଓ ସବ ଇନ୍ସପେକ୍ଟରଙ୍କୁ ଆକ୍ରମଣ କରିଥିଲେ ମଦ ମାଫିଆ ।…

ଭ୍ୟାକସିନ ପାଇଁ ଭାରତକୁ ଧନ୍ୟବାଦ ଜଣାଇଲେ ଡୋମିନିକା ପ୍ରଧାନମନ୍ତ୍ରୀ । ଅକ୍ସଫୋର୍ଡ ଆଷ୍ଟ୍ରାଜେନେକାର ୩୫ହଜାର…

କନକ ବ୍ୟୁରୋ : ଭାରତ ମିତ୍ର ଦେଶ ଗୁଡିକୁ କରୋନା ଟିକା ମାଗଣା ଯୋଗାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଡୋମିନିକାକୁ ମଧ୍ୟ ଭ୍ୟାକସିନ ଯୋଗାଇ ଦେଇଛି ଭାରତ । ଡୋମିନିକାକୁ ୩୫ହଜାର ଟିକା ପଠାଇଛନ୍ତି ଭାରତ ସରକାର । ଏହି ୩୫ହଜାର ଟିକା ଡୋମିନକର ଅଧା ଜନସଂଖ୍ୟାକୁ ଟିକାକରଣ କରିବାରେ ସଫଳ ହେବ ।…

ପ୍ରଳୟର ପୂର୍ବାଭାଷ ପାଇଥିଲେ କି ଅଳକାନନ୍ଦ ନଦୀର ମାଛ ? ହିମସ୍ଖଳନ ପୂର୍ବରୁ ଦୁଇକୂଳରେ ଗଦା ହୋଇଗଲେ ହଜାର ହଜାର ମାଛ ।…

କନକ ବ୍ୟୁରୋ : ପାହାଡ ଶୀର୍ଷରେ ବାନ୍ଧିଥିବା ବରଫ ଭିତରେ ହଠାତ୍ ହେଲା ବିସ୍ଫୋରଣ । ଏହା ପରେ ତଳମୁଣ୍ଡରେ ରଚିଲା ପ୍ରଳୟର ତାଣ୍ଡବ । କିନ୍ତୁ ସେହିଦିନ ସକାଳ ୯ଟା ବେଳେ ଅଳକାନନ୍ଦା ନଦୀ ଓ ଉପନଦୀରେ ଦେଖିବାକୁ ମିଳିଥିବା ଏକ ବିରଳ ଦୃଶ୍ୟ । ନଦୀ କୂଳ ହୋଇଗଲା ରୂପେଲି । କାରଣ ଦୁଇକୂଳରେ ଗଦା…

ପୁଣି ବାହାରିଲା କଂଗ୍ରେସର ପୁରୁଣା ରୋଗ । ପିସିସି ନେତୃତ୍ୱ ପରିବର୍ତନ ପାଇଁ ଭୁବନେଶ୍ୱରର ହୋଟେଲରେ ଚାଲିଲା…

କନକ ବ୍ୟୁରୋ : ରାଜ୍ୟରେ କଂଗ୍ରେସ ନେତୃତ୍ୱ ପରିବର୍ତନ ପାଇଁ ମେଳି ବାନ୍ଧିଲେ ନେତା । ସେମାନଙ୍କର ଗୋଟିଏ ଦାବି ପିସିସି ପରିବର୍ତ୍ତନ ହେଉ । ଆଗକୁ ପିପିଲି ଉପନିର୍ବାଚନ ଏବଂ ଆସନ୍ତା ୧୫ ତାରିଖରେ କଂଗ୍ରେସର ଓଡିଶା ବନ୍ଦ ଡାକରା ରହିଛି । ଏହାରି ଭିତରେ ପଦାକୁ ଆସିଛି କଂଗ୍ରେସର ପୁରୁଣା ରୋଗ…

କେମିତି ଅଚାନକ୍ ପାହାଡ ଉପରୁ ମାଡି ଆସିଥିଲା ପ୍ରଳୟ । ସାମ୍ନାକୁ ଆସିଲା ଘଟଣା ବେଳର ଦୃଶ୍ୟ ।

କନକ ବ୍ୟୁରୋ : ହିମସ୍ଖଳନ ବେଳେ କେମିତି ଥିଲା ସ୍ଥିତି ତାର ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି । ହିମସ୍ଖଳନ ବେଳେ ଋଷିଗଙ୍ଗା ହାଇଡ୍ରୋ ଇଲେକଟ୍ରିକ ପ୍ରୋଜେକ୍ଟର କର୍ମଚାରୀ କିପରି କାଦୁଅ ପାଣିରେ ଭାସିଯାଇଛନ୍ତି ସେହି ସମୟରଦୃଶ୍ୟ । ହିମସ୍ଖଳନ ପରେ ଯେତେବେଳେ କାଦୁଅ ପାଣି ପ୍ରବଳ ବେଗରେ…

ଶ୍ରୀମନ୍ଦିରରୁ ବାଇ-ଲ’ ହଟିବା ପରେ ଜୋର ଧରିଲା ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଅଧିନିୟମ ପ୍ରତ୍ୟାହାର…

କନକ ବ୍ୟୁରୋ : ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’ ପୁରୀରୁ ହଟିଥିବା ବେଳେ ଏକାମ୍ର କ୍ଷେତ୍ର ପାଇଁ କାଏମ ରହିଛି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସଗରମ ହୋଇଛି । ମନ୍ତ୍ରୀ ଅଶୋକ ପଣ୍ଡା ଟୁଇଟ କରି ଭୁବନେଶ୍ୱର ସାଂସଦଙ୍କୁ କଡା ଟିପ୍ପଣୀ କରିଛନ୍ତି । ସେପଟେ ସେବାୟତ…