Daily Archives

February 6, 2021

ଲଭ ଜିହାଦ୍ ଆଇନ୍ ଆଣିବାକୁ ନେଇ ପଛଘୁଞ୍ଚା ଦେଲେ ଗୁଜୁରାଟ ସରକାର । ବିଶେଷଜ୍ଞ ଓ ଏଜିଙ୍କ ପରାମର୍ଶ ପରେ ବଡ ନିଷ୍ପତ୍ତି

କନକ ବ୍ୟୁରୋ: ଲଭ୍ ଜିହାଦ ଆଇନ ଆଣିବାକୁ ପଛ ଘୁଂଚା ଦେଲେ ଗୁଜୁରାଟ ସରକାର । ଲଭ ଜିହାଦ ଆଇନ ରାଜ୍ୟରେ ଲାଗୁ ନକରିବା ପାଇଁ ବିଜୟୀ ରୁପାଣୀଙ୍କ ସରକାର ନିଷ୍ପତି ନେଇଛନ୍ତି । ପୂର୍ବରୁ ଗୁଜରାଟରେ ଧର୍ମାନ୍ତରୀକରଣକୁ ନେଇ ଆଇନ ରହିଥିବାରୁ ଏପରି ନିଷ୍ପତି ନିଆଯାଇଥିବା ଜଣାପଡିଛି । ଏହାଛଡା…

ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଗଲା ଟିକା । ସାରା ରାଜ୍ୟରେ ଟିକା ନେବା ପାଇଁ ଆଗେଇ ଆସିଲେ ସମ୍ମୁଖ ଯୋଦ୍ଧା ।

କନକ ବ୍ୟୁରୋ : ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା । ଫେବ୍ରୁଆରୀ ୬ ତାରିଖରୁ ରାଜ୍ୟର ଆଗଧାଡିର କରୋନା ଯୋଦ୍ଧାଙ୍କୁ ଆରମ୍ଭ ହୋଇଛି କରୋନା ଟିକାକରଣ । ଏହି ପର୍ଯ୍ୟାୟରେ ପୋଲିସ ଡିଜିଙ୍କ ଠାରୁ ଆରମ୍ଭ କରି ପୋଲିସ କର୍ମଚାରୀଙ୍କୁ ଦିଆଯାଇଛି କରୋନା ଟିକା । ସେହିପରି ରାଜ୍ୟର ସମସ୍ତ ଜିଲ୍ଲାରେ…

ଆମେରିକାରେ ଭାଙ୍ଗିବ ଦୀର୍ଘ ବର୍ଷର ପରମ୍ପରା । ଡୋନାଲ୍ଡ ଟ୍ରମ୍ପଙ୍କୁ ଗୋପନୀୟ ସୂଚନା ଦେବ ନାହିଁ ବାଇଡେନ ସରକାର ।

କନକ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୋପନୀୟ ସୂଚନା ଦେବ ନାହିଁ ବାଇଡେନ ସରକାର । ଦୀର୍ଘ ଦିନ ହେଲା ଅନୁସରଣ କରାଯାଇ ଆସୁଥିବା ଏହି ପରମ୍ପରା ଭାଙ୍ଗିବାକୁ ଯାଉଛି । ଆମେରିକାର ଏକ ଟିଭି ଚ୍ୟାନଲେକୁ ସାକ୍ଷାତକାର ଦେଇ ରାଷ୍ଟ୍ରପତି ଜୋ ବାଇଡେନ ଏହା ସ୍ପଷ୍ଟ…

ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ । ଦୁର୍ଘଟଣା ନା ହତ୍ୟା…

କନକ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପ୍ରଫୁଲ ବିଶ୍ୱାଳଙ୍କର ସନ୍ଦେହଜନକ ମୃତ୍ୟୁ । ଟାଙ୍ଗୀ ଅଂଚଳର ନିର୍ମାଣାଧିନ ଟୋଲ ଗେଟ ନିକଟରୁ  ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି । ହେଲେ, ପ୍ରାୟ ମାସେ ହେବ ପୋଲିସ ତାଙ୍କୁ ଖୋଜୁଥିବାବେଳେ କେମିତି ସେହି…

ନବଦ୍ୱୀପରେ ନଡ୍ଡାଙ୍କ ପରିବର୍ତ୍ତନ ରଥଯାତ୍ରା । ମମତାଙ୍କ ଉପରେ ବର୍ଷିଲେ ବିଜେପି ଅଧ୍ୟକ୍ଷ । ବେଙ୍ଗଲ ରାଜନୀତି ସରଗରମ…

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନୂଆ ସମ୍ଭାବନା ହୋଇ ସାମ୍ନାକୁ ଆସୁଛି ବିଜେପି । ଆଉ ଏପରି ସମୟରେ ଦଳୀୟ କର୍ମୀଙ୍କ ମନରେ ନୂଆ ଉତ୍ସାହ ଓ ଜୋସ ଭରି ଦେବାକୁ ପଶ୍ଚିମବଙ୍ଗର ନବଦ୍ୱୀପରେ ପରିବର୍ତନ ରଥଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେପି ରାଷ୍ଟ୍ରୀୟ…

ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା କୃଷକଙ୍କ ଚକାବନ୍ଦ ଆନ୍ଦୋଳନ । ଆଇନ୍ ପ୍ରତ୍ୟାହାର କରିବାକୁ ୨ ତାରିଖ ଯାଏଁ ସମୟ ଦେଲେ…

କନକ ବ୍ୟୁରୋ: ଦେଶବ୍ୟାପୀ ୩ ଘଂଟିଆ ଚକାବନ୍ଦ ଆନ୍ଦୋଳନରୁ ଦିଲ୍ଲୀକୁ ବାଦ ଦେଇଥିଲେ ଚାଷୀ ସଂଗଠନ । ହେଲେ ସବୁଠୁ ଅଧିକ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା ଦେଶର ରାଜଧାନୀ ଦିଲ୍ଲୀରେ । ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲିର ଉପଦ୍ରବ ଓ ଲାଲକିଲ୍ଲାରେ ହିଂସାର ତିକ୍ତ ଅନୁଭୁତି ଦିଲ୍ଲୀ…