Daily Archives

February 4, 2021

ଭାରତ ସରକାରଙ୍କ କୃଷି ଆଇନକୁ ଆମେରିକାର ସମର୍ଥନ । ବାଇଡେନ ସରକାର କହିଲେ, ନୂଆ କୃଷି ଆଇନ ଦ୍ୱାରା ବଜାରର ଦକ୍ଷତା ବଢିବ

କନକ ବ୍ୟୁରୋ: କୃଷି ଆଇନକୁ ଆମେରିକାର ସମର୍ଥନ । ଦେଶରେ ଚାଲିଥିବା କୃଷି ଆନ୍ଦୋଳନ ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି । ଏବେ ଆମେରିକା ଏ ନେଇ ପ୍ରତିକ୍ରିୟା ରଖିଛି । ଆମେରିକା ପକ୍ଷରୁ କୁହାଯାଇଛି, ନୂଆ କୃଷି ଆଇନ ଦ୍ୱାରା ବଜାରର ଦକ୍ଷତା ବଢିବ । ଅଧିକ ସଂଖ୍ୟାରେ ଘରୋଇ…

ମଞ୍ଜରୀରେ ପ୍ରସାରିତ ହେବ ‘ଆମ ଘର ଆମ ହାଣ୍ଡିଶାଳ’

କନକ ବ୍ୟୁରୋ : ‘ମଞ୍ଜରୀ’ରେ ପ୍ରସାରିତ ହେବାକୁ ଯାଉଛି ପ୍ରତିଟି ଓଡ଼ିଆର ଘରେ ଘରେ ପରଷା ଯାଉଥିବା ଖାଦ୍ୟର ପାକ ପ୍ରଣାଳୀକୁ ନେଇ ପ୍ରସ୍ତୁତ କାର୍ଯ୍ୟକ୍ରମ ‘ଆମ ଘର ଆମ ହାଣ୍ଡିଶାଳ’ ।  ପ୍ରତି ଶୁକ୍ର ଓ ଶନିବାର ସକାଳ ୯ଟା ୩୦ ଓ ସନ୍ଧ୍ୟା ୫ଟା ୩୦ରେ ‘ମଞ୍ଜରୀ’ରେ ପ୍ରସାରିତ ହେବାକୁ ଥିବା ଏହି…

ଭୁବନେଶ୍ୱର ଚନ୍ଦକା ଅଞ୍ଚଳରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ପୋଲିସ କଲା ଛାନଭିନ୍

କନକ ବ୍ୟୁରୋ: ଭୁବନେଶ୍ୱର ଚନ୍ଦକା ଅଂଚଳରେ ଏକ ମୁଣ୍ଡବିହୀନ ମୃତଦେହକୁ ନେଇ ଖେଳିଯାଇଛି ଚାଂଚଲ୍ୟ । ଏହି ମୃତଦେହ ଜଣେ ମହିଳାଙ୍କର ହୋଇଥିବା ବେଳେ କିଏ ସେ ଏହି ମହିଳା ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ବଡ କଥା ହେଲା, ଏହା ଏକ ହତ୍ୟାକାଣ୍ଡ ଏବଂ ଏଥିରେ ଏକରୁ ଅଧିକ ଲୋକ ସମ୍ପୃକ୍ତ…

ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସ୍ୱାମୀ ପ୍ରଦୀପଙ୍କ ପାଇଁ କୋର୍ଟରେ ଲଢିଲେ…

କନକ ବ୍ୟୁରୋ: ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ଝାରପଡା ଜେଲରୁ ନେଇ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ କୋର୍ଟରେ ଓକିଲ ଭାବେ ଲଢେଇ କରିଥିଲେ…

ପ୍ରତିଭା ମହାରଥୀଙ୍କୁ ଟିକେଟ୍ ଦେବା ସପକ୍ଷରେ ଡେଲାଙ୍ଗ ନେତା ଓ କର୍ମୀ । ମଝି ରାତିରେ ବସିଲା ମେଳି

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ପ୍ରଦୀପ ମହାଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ଟିକେଟ ଦେବା ସପକ୍ଷରେ ଡେଲାଙ୍ଗ ବିଜେଡି ନେତା ଓ କର୍ମୀ ରାତି ଅଧରେ ଡେଲାଙ୍ଗରେ ମେଳି ବାନ୍ଧିଥିଲୋ । ପ୍ରତିଭା ମହିଳା ହୋଇଥିବାରୁ ତାଙ୍କୁ ଟିକେଟ ଦିଆଯାଉ ବୋଲି…

ଖଣ୍ଡଗିରି ମେଳାରେ ଯାତ୍ରା ହେବ କି ନାହିଁ? ପ୍ରଶାସନ କମ ଦର୍ଶକ ସହ ଦେଇଛି ଅନୁମତି, ସର୍ତ୍ତରେ ଅରାଜି ଯାତ୍ରା କମିଟି

କନକ ବ୍ୟୁରୋ: ଦୀର୍ଘ ୮ରୁ ୯ ମାସ ହେଲା ବନ୍ଦ ରହିଛି ଯାତ୍ରା । କରୋନା ଯୋଗୁଁ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଥିବାରୁ କଳାକାର ଅଭାବ ଅସୁବିଧାରେ ଦିନ କାଟୁଛନ୍ତି । ଏବେ ଖଣ୍ଡଗିରି ମାଘ ମେଳ୍ରାେ ଯାତ୍ରା ପାର୍ଟିକୁ ଅନୁମତି ମିଳିବ ନା ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି । କମ ସଂଖ୍ୟକ…