Monthly Archives

January 2021

ଓଡିଶାରେ ବି ହୋଇପାରିବ ଷ୍ଟ୍ରବେରୀ ଚାଷ । କେନ୍ଦୁଝରରେ ଚାଷ କରୁଛନ୍ତି ଅଜୟ ପାଣି ।

କନକ ବ୍ୟୁରୋ : କେନ୍ଦୁଝରରେ ହୋଇପାରୁଛି ଷ୍ଟ୍ରବେରୀ ଚାଷ । କେନ୍ଦୁଝରର ଜଣେ ଚାଷୀ ଏହାକୁ ବ୍ୟବସାୟୀକ ଭିତିରେ ଚାଷ କରି ସଫଳ ହୋଇଛନ୍ତି । ଆସନ୍ତୁ ଏପରି ଜଣେ ଚାଷୀଙ୍କ ଠାରୁ ଜାଣିବା କେମିତି ହେଉଛି ଷ୍ଟ୍ର୍ରବେରୀ ଚାଷ । କେନ୍ଦୁଝରର ଅଜୟ କୁମାର ପାଣିଙ୍କ ନିଶା ହେଲା ଚାଷ । ସଉକରେ ଥରେ ସେ…

ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗା ଭିତରେ ଫସିଲେ ୨୨ରୁ ଅଧିକ ଯାତ୍ରୀ । ଉଦ୍ଧାର କାର୍ଯ୍ୟ ଜାରି

କନକ ବ୍ୟୁରୋ: ପୁଣିିଥରେ ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଆଉ ଡଙ୍ଗା ଭିତରେ ଫସିଲେ ୨୨ରୁ ଅଧିକ ଯାତ୍ରୀ । ରବିବାର ଟାଙ୍ଗି ଥାନା ଶୋରଣା ଗାଁରୁ କିଛି ଲୋକ କାଳିଜାଇ ଦର୍ଶନ ପାଇଁ ଯାଇଥିବାବେଳେ ଅଧାବାଟରେ ତାଙ୍କର ଡଙ୍ଗା ଫସିଯାଇଥିଲା । ପ୍ରବଳ କୁହୁଡି ଯୋଗୁ ନଳବଣରେ ଏହି ଡଙ୍ଗା ଫସି…

ଗାଡି ସାଇଡ୍ କରିବାକୁ ନେଇ ତୁମୁଳକାଣ୍ଡ ।  ସ୍କୁଟି ଚାଳକକୁ ନିର୍ଦ୍ଧୁମ ପିଟିଲେ କାରଚାଳକ । ହାତ ବାନ୍ଧି ଥାନାକୁ ନେଲା…

କନକ ବ୍ୟୁରୋ: ମଝି ରାସ୍ତାରେ ମାରପିଟ୍ । ସାମାନ୍ୟ ଗାଡ଼ି ସାଇଡ୍ କରିବାକୁ କେନ୍ଦ୍ର କରି ଜଣେ ସ୍କୁଟି ଚାଳକଙ୍କୁ ନିର୍ଧୁମ ପିଟିଛନ୍ତି ଦୁଇ ଜଣ ଦୁବୃର୍ତ୍ତ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ତନିସ୍କ ସୋ ରୁମ୍ ନିକଟ କ୍ରସିଂ ପାଖରେ ଘଟିଛି ଏହି ମାଡ଼ପିଟ୍ । ପ୍ରବଳ ଗହଳି ଭିତରେ ଗାଡ଼ି ସାଇଟ୍…

କରୋନା କାଳରେ ଆସନ୍ତାକାଲି ଆସୁଛି ସାଧାରଣ ବଜେଟ୍ । ମହାମାରୀ ମାଡ଼ରେ ହନ୍ତସନ୍ତ ହେଉଛି ସାଧାରଣ ମଣିଷ । କନକ ନ୍ୟୁଜକୁ…

କନକ ବ୍ୟୁରୋ : କଟକ ଲିଙ୍କରୋଡରେ ରହନ୍ତି ରଘୁନାଥ ମହାନ୍ତିଙ୍କ ପରିବାର । ରଘୁନାଥ ମହାନ୍ତିଙ୍କ ପରିବାର କହିଲେ ୪ ପ୍ରାଣୀ । ଦୋକାନ ବ୍ୟବସାୟରୁ ପ୍ରାୟ ୨୮ରୁ ୩୦ ହଜାର ଟଙ୍କା ରୋଜଗାର ହୁଏ । ମଝିରେ ୬ ମାସ ବନ୍ଦ ରହିବା ପରେ ଏବେ ଖୋଲିଛି ଆଉ ବେପାର ବି ହେଉଛି । ଝିଅ ପୁଅର ପଢାପଢିରେ ୧୦…

ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବାକୁ ଦିଲ୍ଲୀ କଂଗ୍ରେସର ପ୍ରସ୍ତାବ । ଅଧ୍ୟକ୍ଷ କରିବାକୁ ଦାବି କଲା ଦିଲ୍ଲୀ ପ୍ରଦେଶ…

କନକ ବ୍ୟୁରୋ: କଂଗ୍ରେସ ଦଳରେ ନେତୃତ୍ୱ କନ୍ଧଳ କଥା ସବୁବେଳେ ଚର୍ଚ୍ଚାରେ ଥାଏ । କିଏ ଦଳର ଆଗାମୀ ସଭାପତି ହେବ ତାହା ବି ଏବେ ବଡ ପ୍ରଶ୍ନ ହୋଇ ରହିଛି । ଏହାରି ଭିତରେ ଦିଲ୍ଲୀ କଂଗ୍ରେସ ପକ୍ଷରୁ ରାହୁଲଙ୍କୁ ତୁରନ୍ତ ଦଳର ଅଧ୍ୟକ୍ଷ କରାଯିବାକୁ ପ୍ରସ୍ତାବ ପାରିତ ହୋଇଛି । ରବିବାର ଦିଲ୍ଲୀ…

କାର୍ ସାଇଡମରାକୁ ନେଇ ତୁମୁଳକାଣ୍ଡ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ ।

କନକ ବ୍ୟୁରୋ : କାର୍ ସାଇଡମରାକୁ ନେଇ ରାଜଧାନୀରେ ତୁମୁଳକାଣ୍ଡ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ । କାରରେ ବସିଥିବା ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ଜଣେ ସ୍କୁଟି ଚାଳକକୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ସ୍କୁଟି ଚାଳକ ଜଣକ ଆହତ ହୋଇଛନ୍ତି ।…