Daily Archives

January 12, 2021

ପାସବୁକ୍ ପାଇଁ ୪୫ କିଲୋମିଟର ପଦଯାତ୍ରା । ବ୍ୟାଙ୍କ ଖାତା ଖୋଲି ଭତା ପାଇବା ପାଇଁ ତିନି ଦିନ ଧରି ଜଙ୍ଗଲ ରାସ୍ତାରେ…

କନକ ବ୍ୟୁରୋ : ବ୍ୟାଙ୍କ ପାସବୁକ୍ ଲାଗି ପାଦରେ ଚାଲି ଚାଲି ସହରକୁ ଆସିଛନ୍ତି ଘାଟି ମଣିଷ । ପେନସନ୍ ପାଇଁ ସରକାର ପାସବୁକ୍ ସଂଯୋଗୀକରଣ ବାଧ୍ୟତାମୂଳକ କରିଥିବାରୁ ଘାଟିର ଆଦିବାସୀ ବୃଦ୍ଧବୃଦ୍ଧାଙ୍କୁ ଭତା ନ ମିଳିବାର ଭୟ ଘାରିଛି । ତେଣୁ ୪୫ କିଲୋମିଟର ରାସ୍ତା ଚାଲିବାକୁ ବାଧ୍ୟ ହୋଇଛନ୍ତି…

ପେଟ୍ରୋଲ ଢାଳି ଯୁବକଙ୍କୁ ନିଆଁ ଲଗାଇଦେଲେ । ନିଆଁରେ ଜଳି ଯୁବକଙ୍କ ଚାଲିଗଲା ଜୀବନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି…

କନକ ବ୍ୟୁରୋ : ପେଟ୍ରୋଲ ଢାଳି ଯୁବକଙ୍କୁ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ନିଆଁରେ ଜଳି ଚାଲିଗଲା ଯୁବକଙ୍କ ଜୀବନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ କରାଯାଇଥିବା ସନ୍ଦେହ କରାଯାଉଛି । ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି ଅନୁଗୁଳ ଜିଲ୍ଲା କେନ୍ଦୁସାହି ଗାଁରେ ।…

କେନ୍ଦ୍ର ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ । ୩ ନୂଆ କୃଷି ଆଇନ ଉପରେ ଲଗାଇଲେ ରୋକ୍, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ…

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଉପରେ ଶୁଣାଣି କରି ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ୩ଟି ଯାକ ବିବାଦୀୟ କୃଷି ଆଇନକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ୍ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଆଦେଶ ଯାଏଁ ଏହି ଆଇନ୍ ଲାଗୁ ହୋଇପାରିବ ନାହିଁ ।…

ଆସିଲା କରୋନା ମହାମାରୀ ପାଇଁ ମହୋଷଧୀ । ଭୁବନେଶ୍ୱରରେ ପହଞ୍ଚିଲା ଭ୍ୟାକ୍ସିନ, ୧୬ ତାରିଖରେ ହେବ ଟିକାକରଣ ।

କନକ ବ୍ୟୁରୋ : ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଆଜି ସାରା ଦେଶକୁ କରୋନା ଟିକା ‘କୋଭିସିଲ୍ଡ’ ବିତରଣ କରାଯାଇଛି । ଟିକସକୁ ଛାଡି ୨୦୦ ଟଙ୍କା ପ୍ରତି ଡୋଜ ଦରରେ ୧ କୋଟି ୧୦ ଲକ୍ଷ ଟିକା କିଣିଛନ୍ତି ଭାରତ ସରକାର । ସିରମ୍ ଇନଷ୍ଟିଚ୍ୟୁଟରୁ ସ୍ୱତନ୍ତ୍ର ଟ୍ରକ ଯୋଗେ ବିମାନ…

ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆରମ୍ଭ ହେଲା କରୋନା ଟିକା ପ୍ରେରଣ । କଡା ସୁରକ୍ଷା ମଧ୍ୟରେ ବିଭିନ୍ନ ଜିଲ୍ଲାକୁ ପଠାଗଲା…

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଆରମ୍ଭ ହେଲା କରୋନା ଟିକା ପ୍ରେରଣ । କଡା ସୁରକ୍ଷା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଗଲା କୋଭିଡ୍ ଭ୍ୟାକସିନ୍ । ଆଜି ପୁରୀ, କଟକ ଓ ନୟାଗଡ ଜିଲ୍ଲାକୁ କରୋନା ଟିକା ପଠାଯାଇଛି । ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାକୁ କରୋନା ଟିକା ପଠାଯିବ ।…

ମାଟ୍ରିକ୍ ପରୀକ୍ଷା ଫିସ୍ ଛାଡ଼ କଲେ ସରକାର । ଉପକୃତ ହେବେ ୬ ଲକ୍ଷ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ମାଟ୍ରିକ୍ ପରୀକ୍ଷା ଫି’ ଛାଡ଼ କଲେ ସରକାର । ଛାତ୍ର ସମାଜର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପରୀକ୍ଷା ଫିସ୍‌ ଛାଡ କଲେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ…