Daily Archives

January 9, 2021

ଭାରତୀୟ ଯବାନଙ୍କ କବଜାରେ ଚୀନ୍ ଯବାନ । ସୀମା ଅତିକ୍ରମ କରି ଭାରତକୁ ଅନୁପ୍ରବେଶ କରିଥିବା ବେଳେ କାବୁ କଲେ…

କନକ ବ୍ୟୁରୋ: ଏଲଏସିରୁ ଆସିଛି ବଡ ଖବର । ପୂର୍ବ ଲଦାଖ ଚୁସୁଲ ସେକ୍ଟରର ଗୁରୁଙ୍ଗ ପାହାଡ ନିକଟରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଥିବା ଜଣେ ଚୀନ ସୈନିକଙ୍କୁ ଅଟକ ରଖିଛନ୍ତି ଭାରତୀୟ ସେନା । ବାଟ ଭୁଲିଯାଇ ପିପୁଲ ଲିବରେସନ ପାର୍ଟିର ସୈନିକ ଭାରତୀୟ ସୀମା ଭିତରେ ଅନୁପ୍ରବେଶ କରିିଥିବା…

ଗରିବ ହେଲେ ମଲ । ୪ ମାସର ପୁଅକୁ ବିକ୍ରି କରିବା ପରେ ଆତ୍ମହତ୍ୟା କରିଥିଲେ ବାପା ।

କନକ ବ୍ୟୁରୋ : ପେଟକୁ ଦାନା ନାହିଁ, ମୁଣ୍ଡ ଗୁଂଜିବାକୁ ଚାଳ ନାହିଁ । ୫ଟି ଛୁଆଙ୍କୁ ଧରି ଏକ ଥୁଂଟା ଗଛର ଶାଖାରେ ଆଶ୍ରୟ ନେଇଥିଲେ ମାଲକାନଗିରି ସପ୍ତଧାରା ଗାଁର ସୋମନାଥ ଖିଲ । ଦାନା ଗଣ୍ଡାଏ ଯୋଗାଡ କରିବାରେ ଅସମର୍ଥ ହେବା ପରେ ନିଜ ୪ ମାସର ଶିଶୁ ପୁତ୍ରକୁ ବିକ୍ରି କରିଦେଇଥିଲେ ସୋମନାଥ ।…

ସାଇବର ଠକଙ୍କ ନୂଆ ଷ୍ଟାଇଲ୍ । ସାମନାକୁ ଆସିଲା ନାଇଜେରିଆ ଗ୍ୟାଙ୍ଗର ହନିଟ୍ରାପ । ଜର୍ମାନୀ ଯୁବତୀ ଜେନେଫରଙ୍କ ଜାଲରୁ…

କନକ ବ୍ୟୁରୋ : ଭୁବନେଶ୍ୱର ଖଣ୍ଡଗିରି ଅଂଚଳରେ ରହୁଥିବା ଶୁଭେନ୍ଦୁଙ୍କ ସହ ଜଣେ ବିଦେଶୀ ଯୁବତୀ, ଫେସବୁକ୍ରେ ବନ୍ଧୁତା ସ୍ଥାପନ କରିଥିଲେ । ଯୁବତୀ ଜଣକ ଜଣେ ଜର୍ମାନ ନିବାସୀ ଓ ତାଙ୍କ ନାଁ ଜେନିଫର ୱିଲିୟମ ବୋଲି ପରିଚୟ ଦେଇଥିଲେ । ପ୍ରଥମେ ମେସେଜ୍ ପଠାଇବା ପରେ ଫୋନ ନମ୍ବର ଆଦାନପ୍ରଦାନ ଓ…

ବିନ୍ଦୁସାଗର ସ୍ୱଚ୍ଛ ଅଭିଯାନ ପ୍ରକଳ୍ପ ଉଦଘାଟନ୍ ଉତ୍ସବରେ ଦେଖିବାକୁ ମିଳିଲା ରୋଚକ ଚିତ୍ର । ସରକାରୀ କାର୍ଯ୍ୟକ୍ରମରେ…

କନକ ବ୍ୟୁରୋ: ଅବସର ଥିଲା ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଯୋଜନାର ଉଦଘାଟନ ଉତ୍ସବ । ସରକାରୀ କାର୍ଯ୍ୟକ୍ରମ ଥିଲା । ହେଲେ ପରିଣତ ହୋଇଯାଇଥିଲା ବିଜେଡି ଓ ବିଜେପି ନାରାବାଜିର ପ୍ରତିଯୋଗିତା ସ୍ଥଳ । ପ୍ରକଳ୍ପ ଉଦଘାଟନ ପୂର୍ବରୁ ଲିଙ୍ଗରାଜ ଦର୍ଶନ ପାଇଁ ପହଁଚିଥିଲେ କେନ୍ଦ୍ରମନ୍ତ୍ରୀ…

ଏକ ବିଭତ୍ସ ହତ୍ୟାକାଣ୍ଡର କାହାଣୀ: ଜେଲ ଭିତରେ ସାଥୀ କଏଦୀକୁ ନିଜେ ବଖାଣିଲା ଅଭିଯୁକ୍ତ, କେମିତି କାନଫୁଲ ପାଇଁ କାଟି…

କନକ ବ୍ୟୁରୋ: ନିଜ ବାହାଦୁରୀ ବିଷୟରେ ଜେଲରେ କଥା ହେଉଥିଲେ ଦୁଇ କଏଦୀ । କିଏ ବଡ ଅପରାଧ ଘଟାଇଛି, ଫୁଟାଣି ମାରି କହୁ କହୁ ଜଣେ କହିଦେଲା ସେ ଜେଲ ଆସିଛି ଏକ ଛୋଟ ଅପରାଧ ପାଇଁ, ହେଲେ ବାହାରେ ହତ୍ୟାକାଣ୍ଡ ଭଳି ବଡ ଅପରାଧ ଘଟାଇଛି । ଯାହାକୁ କେହି ଜାଣି ନାହାନ୍ତି । ବାସ କଥା ଯାଇ ପହଂଚିଗଲା…

୧୬ରୁ ସାରା ଦେଶରେ ଆରମ୍ଭ ହେବ ଟିକାକରଣ: ପ୍ରଥମ ପର୍ଯ୍ୟାୟରେ ୩କୋଟି ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା; ସେପଟେ…

କନକ ବ୍ୟୁରୋ: କରୋନା ଟିକାକରଣକୁ ନେଇ କେନ୍ଦ୍ର ସରକାର ଆଜି ବଡ ଘୋଷଣା କରିଛନ୍ତି । ଜାନୁୟାରୀ ୧୬ ତାରିଖରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି କୋଭିଡ ଟିକାକରଣ । ପ୍ରଥମ ଦଫାରେ ଟିକା ପାଇବେ ୩ କୋଟି ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧା । ଏପଟେ କଂପାନୀଠାରୁ ସିଧା ସଳଖ ଟିକା ଆସି…