Monthly Archives

November 2020

ଦେବ ଦୀପାବଳୀ ପାଇଁ ବାରଣାସୀରେ ଜଳିଲା ଲକ୍ଷ ଲକ୍ଷ ଦୀପ । ଅନ୍ଧାର ଚିରି ଆଲୋକିତ ହେଲା ଚତୁର୍ଦ୍ଦିଗ

କନକ ବ୍ୟୁରୋ : ଆଜି ଅପରାହ୍ନରେ ବାରଣାସୀ ଗସ୍ତରେ ‌ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଦେବ ଦୀପାବଳି ପାଳନ କରିଛନ୍ତି। ସ୍ଥାନୀୟ ରାଜଘାଟରେ ପହଞ୍ଚି ପ୍ରଥମ ଦୀପ ଜାଳିଛନ୍ତି ପ୍ରଧାନମନ୍ତ୍ରୀ। ରାଜଘାଟରେ ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ…

ରାଜ୍ୟରେ ଡିସେମ୍ବର ମାସ ପାଇଁ ଗାଇଡଲାଇନ । ଜାଣନ୍ତୁ, କ’ଣ ଖୋଲା, କ’ଣ ରହିବ ବନ୍ଦ?

କନକ ବ୍ୟୁରୋ : ଡିସେମ୍ବର ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଏହି ଗାଇଡଲାଇନ ଚଳିତ ବର୍ଷର ଶେଷ ଗାଇଡଲାଇନ । ଏଥର କରୋନା ମହାମାରୀ ପାଇଁ ରାଜ୍ୟ ସରକାର କିଛି କାର୍ଯ୍ୟ ଉପରେ କଟକଣା ଜାରି ରଖିଥିବା ବେଳେ ଆଉ କିଛି ଉପରେ କୋହଳ କରିଛନ୍ତି କଟକଣା । ତେବେ ଜାଣନ୍ତୁ ଏହି ଗାଇଡଲାଇନ…

ଡିସେମ୍ବର ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । କଣ୍ଟେନମେଣ୍ଟ ଜୋନରେ ବଳବତ୍ତର ରହିବ ଲକଡାଉନ । ଏବର୍ଷ ଖୋଲିବନି…

କନକ ବ୍ୟୁରୋ : ଡିସେମ୍ବର ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଅବରୋଧ ଅଞ୍ଚଳରେ ବଳବତ୍ତର ରହିପାରିବ ଲକଡାଉନ । ଏହାସହ ଡିସେମ୍ବର ୧ରେ ଖୋଲିବ ସମସ୍ତ ମେଡିକାଲ କଲେଜ । ୩୧ ଡିସେମ୍ବର ଯାଏଁ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ୍ର । ଡିସେମ୍ବର ମାସରେ ମଧ୍ୟ ସିନେମା ହଲ ଓ ସୁଇମିଂ ପୁଲ…

ଆମେରିକା ଟିକା ନିର୍ମାଣ କାରୀ ସଂସ୍ଥା ମଡର୍ଣ୍ଣାର ବଡ ଘୋଷଣା । ଡିସେମ୍ବର ୨୧ରେ ପ୍ରଥମ ଟିକା ଦିଆଯିବାକୁ ଲକ୍ଷ୍ୟ

କନକ ବ୍ୟୁରୋ : ଆମେରିକା ଟିକା ନିର୍ମାଣ କାରୀ ସଂସ୍ଥା ମଡର୍ଣ୍ଣାର ବଡ ଘୋଷଣା । ଟିକା ପ୍ରସ୍ତୁତ ପାଇଁ ଆମେରିକା ପ୍ରଶାସନ ଓ ୟୁରୋପଠୁ ଆଜି ମାଗିବ ଅନୁମତି । ଏହି ଟିକା ୯୪.୧ ପ୍ରତିଶତ ଫଳପ୍ରଦ ଥିବା କମ୍ପାନୀର ଦାବି । ଗୁରୁତର ସ୍ଥିତିରେ ଏହି ଟିକା ଶହେ ପ୍ରତିଶତ ସଫଳ ବୋଲି କହିଛି କମ୍ପାନୀ…

ମୋଦି ପୂଜିଲେ ମହାଦେବ… ବେଲପତ୍ର ଦେଲେ, ମହାଦେବଙ୍କ ମଥାରେ କ୍ଷୀର ଢାଳିଲେ ମୋଦି । ବାରଣାସୀରେ ଦେବ ଦୀପାବଳି…

କନକ ବ୍ୟୁରୋ: ଆଜି ବାରଣାସୀରେ ପାଳନ ହେଉଛି ଦେବ ଦୀପାବଳୀ । ହିନ୍ଦୁ ପରମ୍ପରା ଅନୁସାରେ କାର୍ତ୍ତିକ ମାସର ପୂର୍ଣ୍ଣମୀ ଦିନ ଦେବ ଦୀପାବଳୀ ଉତ୍ସବ ପାଳନ ହୁଏ । ବିଶ୍ୱାସ ରହିଛି ଏହି ଦିନ କାଶୀକୁ ସ୍ୱର୍ଗରୁ ଦେବାଦେବୀ ଓହ୍ଲାଇ ଆସନ୍ତି । ଗଙ୍ଗା ଘାଟରେ ବୁଡ ପକାଇ ବାବା ବିଶ୍ୱନାଥଙ୍କୁ ପୂଜା…

ଆସୁଛି ନୂଆ ଧାରାବାହିକ ‘ଲକ୍ଷ୍ମୀ ପୁରାଣ’ । ମଞ୍ଜରୀରେ ୩ ତାରିଖରୁ ପ୍ରତି ଗୁରୁବାରରୁ ମଙ୍ଗଳବାର ସନ୍ଧ୍ୟା ୫ଟା ୩୦ରେ…

କନକ ବ୍ୟୁରୋ : ପବିତ୍ର ମାର୍ଗଶୀର ମାସରେ ‘ମଞ୍ଜରୀ’ ନେଇ ଆସୁଛି ପ୍ରତିଟି ଓଡ଼ିଆର ଆରାଧ୍ୟ ଦେବୀ ମା’ ଲକ୍ଷ୍ମୀଙ୍କର ବ୍ରତ ବୃତାନ୍ତ ‘ଲକ୍ଷ୍ମୀ ପୁରାଣ’ । ଐଶ୍ୱର୍ୟ୍ୟ ଏବଂ ସିଦ୍ଧିର ଦେବୀ ମହାଲକ୍ଷ୍ମୀଙ୍କ କରୁଣା ପ୍ରାପ୍ତି ଆଶାରେ ପ୍ରତି ଗୁରୁବାର ଓଡ଼ିଆ ଘରେ ମାଣ ବସେ ଓ ଅଗଣାରେ ଅଙ୍କା ଯାଏ…