Daily Archives

November 18, 2020

ମନମୋହନ ସିଂଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ବନାଇଥିଲେ ସୋନିଆ ଗାନ୍ଧୀ ? ବାରାକ୍ ଓବାମାଙ୍କ ପୁସ୍ତକରେ ସ୍ଥାନ ପାଇଲା…

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପୁସ୍ତକ ‘ଏ ପ୍ରମିସଡ ଲ୍ୟାଣ୍ଡ’କୁ ନେଇ ଭାରତରେ ସବୁଆଡେ ଆଲୋଚନା । ଏବେ ଏହି ପୁସ୍ତକରେ ଉଲ୍ଲେଖ ଥିବା ଏକ ଅଂଶ ଯେଉଁଥିରେ ପ୍ରକାଶ ଅଛି ଯେ, ମନମୋହନ ସିଂଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ବନାଇଥିଲେ ସୋନିଆ ଗାନ୍ଧୀ? ତାକୁ ନେଇ…

ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା । ହାଇକୋର୍ଟରେ ହାଜର ହେଲେ ଡିଜିପି । କୋର୍ଟ କହିଲେ, ଶୀଘ୍ର…

କନକ ବ୍ୟୁରୋ : ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ରାଜଧାନୀର ବହୁ ଚର୍ଚ୍ଚିତ ଏହି ଗଣଦୁର୍ଷ୍କମ ମାମଲାରେ ଭିଡ଼ିଓ କନଫରେନ୍ସି ଜରିଆରେ ହାଇକୋର୍ଟରେ ହାଜର ହୋଇଥିଲେ…

ଲକ୍ଷ୍ମୀ ବିଳାସ ବ୍ୟାଙ୍କ ଦେବାଳିଆ ହେବା ପରେ ଆଶଙ୍କାରେ ଗ୍ରାହକ । ରିଜର୍ଭ ବ୍ୟାଙ୍କର ୩୦ ଦିନିଆ ମୋରାଟୋରିୟମ ଘୋଷଣା,…

କନକ ବ୍ୟୁରୋ : ଯଦି ଆପଣଙ୍କ ବ୍ୟାଙ୍କ ଦେବାଳିଆ ହୋଇଯାଇଛି ବୋଲି ଖବର ଆସେ ଏବଂ ଆପଣ ଏକ ମାସ ଭିତରେ ମୋଟ ୨୫ ହଜାର ଟଙ୍କା ଉଠାଇ ପାରିବେ ବୋଲି କଟକଣା କରାଯାଏ, ତେବେ ଆପଣଙ୍କ ସବୁ ପ୍ଲାନିଂ ଗଡ଼ବଡ଼ ହୋଇଯିବ । ଏଭଳି ସ୍ଥିତି ଉପୁଜିଛି ଲକ୍ଷ୍ମୀ ବିଳାସ ବ୍ୟାଙ୍କରେ ଦେବାଳିଆ ଉପୁଜିବା ପରେ ।…

କରୋନା ଟିକା ଦେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା । ଟିକା ଦେବା ବେଳେ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଅଗ୍ରାଧିକାର ।…

କନକ ବ୍ୟୁରୋ : କରୋନାର ମୁକାବିଲା ପାଇଁ ବିଭିନ୍ନ ଟିକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ଏବଂ ଟିକା ମିଳିବାର ଆଶା ଉଜ୍ଜଳ ହୋଇଛି। ଟିକା ପ୍ରଦାନ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ବ୍ୟକ୍ତିଙ୍କୁ ଟିକା ପ୍ରଦାନରେ…

ଡିସେମ୍ବର ତୃତୀୟ ସପ୍ତାହରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର । ଶନିବାର ଓ ରବିବାର ଦର୍ଶନ ବନ୍ଦ ରଖିବାକୁ…

କନକ ବ୍ୟୁରୋ : ଶ୍ରଦ୍ଧାଳୁଙ୍କ ପ୍ରତୀକ୍ଷାର ସମୟ ସରି ଆସୁଛି । ଶ୍ରୀମନ୍ଦିର ଭିତରେ ବଡ଼ ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ପାଇପାରନ୍ତି ଭକ୍ତ । କାରଣ, ଆସନ୍ତାମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର । ଶ୍ରୀମନ୍ଦିରର ଖୋଲିବାକୁ ପରିଚାଳନା କମିଟି…

ବିବାଦୀୟ ବୟାନ ଉପରେ ସମ୍ବିତ ପାତ୍ରଙ୍କ ସ୍ପଷ୍ଟୀକରଣ । କହିଲେ, ପୁରୀରେ ଲଢ଼ିବା ଯୋଗୁଁ ମତେ ଚିହ୍ନିଲେ ଲୋକେ । ସେପଟେ…

କନକ ବ୍ୟୁରୋ : ଲେଖାଶ୍ରୀଙ୍କ ବିବାଦୀୟ ବୟାନ ପରେ ସ୍ପଷ୍ଟିକରଣ ରଖି ରାଷ୍ଟ୍ରିୟ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ସେ ପୁରୀରେ ନିର୍ବାଚନ ଲଢିବା ଯୋଗୁଁ ତାଙ୍କୁ ଲୋକେ ଚିହ୍ନି ପାରିଲେ । ସେ ଗୋଟେ ସାଧାରଣ ପରିବାରରୁ ଆସିଛନ୍ତି ପୁରୀ ଯୋଗୁଁ ସେ ପରିଚିତ ହୋଇ ପାରିଛନ୍ତି ।…