Daily Archives

November 12, 2020

ସମ୍ବଲପୁରରେ ଆରମ୍ଭ ହେଲା ଖରିଫ ଧାନ କିଣା । ପ୍ରଥମରୁ ଅବ୍ୟବସ୍ଥା, ସବୁ ଚାଷୀଙ୍କ ପାଇଁ ମିଳିନି ଟୋକନ

କନକ ବ୍ୟୁରୋ : ଆରମ୍ଭ ହୋଇଛି ଖରିଫ ଋତୁ ଧାନ କିଣା ପ୍ରକ୍ରିୟା । ସମ୍ବଲପୁର ଜିଲ୍ଲାରେ ଆଜି ଠାରୁ ଧାନ କିଣିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ତେବେ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ନେଇ କଳା ବ୍ୟାଚ୍ ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଚାଷୀ । ସବୁ ଚାଷୀଙ୍କ ନାଁରେ ଧାନ ବିକ୍ରି ନେଇ…

ଅନଲାଇନ ଜୁଆ ଖେଳିବା ପଡିଲା ମହଙ୍ଗା । ଖେଳରେ ହାରିବା ପରେ ସାଙ୍ଗକୁ ହତ୍ୟା କଲା ସାଙ୍ଗ

କନକ ବ୍ୟୁରୋ : ଅନଲାଇନ ଗେମରୁ ହତ୍ୟାକାଣ୍ଡ । ସାଙ୍ଗକୁ ହତ୍ୟା କଲା ସାଙ୍ଗ । କେସିନୋ ଗେମ ନେଲା ଜୀବନ । ଖେଳରେ ଜିତିବା ପରେ ଘଟିଥିଲା ହତ୍ୟାକାଣ୍ଡ । ୩ ଲକ୍ଷରୁ ଅଧିକ ଟଙ୍କା ହାରିଥିବା ଯୁବକ ଖେଳ ଜିତିଥବା ଯୁବକକୁ କରିଥିଲା ହତ୍ୟା । ଏମିତି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ ।…

ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲା : ମୁହଁ ଖୋଲିଲେ ରବି ସେଠୀ; ଅଜାଣତରେ ମୋ ନାଁରେ କିଣାଯାଇଛି ଜମି, କିଣିବା…

କନକ ବ୍ୟୁରୋ : ଖୋର୍ଦ୍ଧା ସାରୁଅ ଜମି ଦୁର୍ନୀତି ମାମଲାରେ ମୁହଁ ଖୋଲିଛନ୍ତି ଡ୍ରାଇଭର ରବି ସେଠୀ । ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ତାଙ୍କ ନାଁରେ ବେଆଇନ୍ ଭାବେ ସାରୁଅ ଜମି କିଣିଛି । ରବି ସେଠୀଙ୍କ ନାଁରେ ଜମି କିଣିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ କହିବା ସମୟରେ ସେ ମନା…

ନୂଆ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା : ଆଗାମୀ ୨ବର୍ଷ ଯାଏଁ ନୂଆ କର୍ମଚାରୀଙ୍କ ପିଏଫ୍ ଦେବ କେନ୍ଦ୍ର;…

କନକ ବ୍ୟୁରୋ : ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଷ୍ଟିମୁଲସ ପ୍ୟାକେଜ ଘୋଷଣା କରିଛନ୍ତି । ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଘୋଷଣା କରିଛନ୍ତି । କୋଭିଡ କାଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା…

ବିହାର ନିର୍ବାଚନ ଫଳାଫଳ ପରେ ଆରଜେଡି ବିଧାୟକ ଦଳର ବୈଠକ : ବିହାରବାସୀଙ୍କୁ ଧନ୍ୟବାଦ ଦେଲେ ତେଜସ୍ୱୀ ଯାଦବ; କହିଲେ,…

କନକ ବ୍ୟୁରୋ : ବିହାର ନିର୍ବାଚନ ଫଳାଫଳ ପରେ ଆରଜେଡି ବିଧାୟକ ଦଳର ବୈଠକ । ବୈଠକ ପରେ ବିହାରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ତେଜସ୍ୱୀ ଯାଦବ । କହିଲେ, ମହାଗଠବନ୍ଧନ ସପକ୍ଷରେ ଜନତାଙ୍କ ସମର୍ଥନ । ନିର୍ବାଚନ ହାରିନୁ , ଜିତିଛୁ ବୋଲି କହିଛନ୍ତି ତେଜସ୍ୱୀ ଯାଦବ । ନୀତିଶ କୁମାରଙ୍କୁ ଟାର୍ଗେଟ…

ମିଛ ମାମଲାରେ ଫସିଲେ ପୁଲିସ ଅଧିକାରୀ ନିଜ ହାତରୁ ଗଣିବେ ୫ ଲକ୍ଷ : ୨୦୧୮ରେ ଜୀବିତ ନାବାଳକୁ ହତ୍ୟା ଅଭିଯୋଗରେ ୨…

କନକ ବ୍ୟୁରୋ : ୫ ଲକ୍ଷ ଗଣିବେ ପୁଲିସ ଅଧିକାରୀ । ଜୀବିତ ନାବାଳକକୁ ମୃତ ଦର୍ଶାଇ ୨ ଜଣଙ୍କୁ ଜେଲ ପଠାଇବା ଘଟଣାରେ ତଦନ୍ତକାରୀ ଅଧିକାରୀଙ୍କ ଠାରୁ ୫ଲକ୍ଷ କ୍ଷତିପୂରଣ ଆଦାୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିସନ । ୨୦୧୬ରେ ବରଗଡ଼ ପାଇକମାଳ ଅଂଚଳର ଜଣେ ନାବାଳକ ନିଖୋଜ ଥିଲେ ।…