Daily Archives

November 12, 2020

ଅତିରିକ୍ତ ବଜେଟକୁ ମିଳିଲା ଅନୁମୋଦନ । ଆସନ୍ତା ୨୦ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ

କନକ ବ୍ୟୁରୋ : ଶେଷ ହେଲା ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପରେ ମୋହର ମରାଯାଇଛି । ଅତିରିକ୍ତ ବଜେଟରେ ପ୍ରାୟ ୧୧, ୨୦୦ କୋଟିର ପ୍ରାବଧାନ ସୂଚନା ମିଳିଛି । ଆସନ୍ତା ୨୦ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ ।…

ବିହାରରେ ପରାଜୟ ପରେ ନିର୍ବାଚନ କମିସନଙ୍କୁ ଦୋଷ ଦେଲେ ଆରଜେଡି ନେତା ତେଜସ୍ୱୀ ଯାଦବ । ଗଣମାଧ୍ୟମ ଜରିଆରେ…

କନକ ବ୍ୟୁରୋ : ବିହାର ନିର୍ବାଚନ ଫଳାଫଳ ପରେ ଆରଜେଡି ବିଧାୟକ ଦଳର ବୈଠକ । ବୈଠକ ପରେ ବିହାରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ତେଜସ୍ୱୀ ଯାଦବ । କହିଲେ, ମହାଗଠବନ୍ଧନ ସପକ୍ଷରେ ଜନତାଙ୍କ ସମର୍ଥନ । ନିର୍ବାଚନ ହାରିନୁ , ଜିତୁଛି ବୋଲି କହିଛନ୍ତି ତେଜସ୍ୱୀ ଯାଦବ । ନୀତିଶ କୁମାରଙ୍କୁ ଟାର୍ଗେଟ…

ବର୍ଷା-ଅନୁଭବ ବିବାଦ ମାମଲାରେ କୋର୍ଟରେ ହାଜର ହେଲେ ଅନୁଭବ । ଡିସେମ୍ବର ୧୮ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି…

କନକ ବ୍ୟୁରୋ : କଟକ ଏସଡିଜେଏମ୍ କୋର୍ଟରେ ବର୍ଷା-ଅନୁଭବ ବିବାଦ ମାମଲା । କୋର୍ଟରେ ଓକିଲଙ୍କ ଜରିଆରେ ଆଜି ହାଜର ହୋଇଛନ୍ତି ଅନୁଭବ ମହାନ୍ତି । ତେବେ ଆସନ୍ତା ଡିସେମ୍ବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଜବାବ ଦାଖଲ ପାଇଁ ସମୟ ମାଗିଛନ୍ତି, ଅଭିନେତା ତଥା ସାଂସଦ ଅନୁଭବ…

ପିପିଲି ପଲିଟିକ୍ସ : କିଏ ହେବ ମହାରଥୀଙ୍କ ଉତ୍ତରାଧିକାରୀ? ନିର୍ବାଚନ ମଣ୍ଡଳୀରେ କର୍ମୀଙ୍କ ସହ ମିଶୁଛନ୍ତି ମହାରଥୀଙ୍କ…

କନକ ବ୍ୟୁରୋ : ବାଲେଶ୍ୱର , ତିର୍ତୋଲ ପରେ ପିପିଲିରେ ହେବ ଉପନିର୍ବାଚନ । ପିପିଲି ଉପନିର୍ବାଚନ ପାଇଁ ବିଜେଡି,କଂଗ୍ରେସ, ବିଜେପି ୩ ରାଜନୈତିକ ଦଳ ସଜବାଜ ହେଉଥିବା ବେଳେ ପିପିଲିରେ କିଏ ହେବ ବିଜେଡିର ଉତ୍ତରାଧିକାରୀ । ନିର୍ବାଚନ ମଣ୍ଡଳୀରେ କର୍ମୀଙ୍କ ସହ ମହାରଥୀଙ୍କ ସ୍ତ୍ରୀ ପ୍ରତିଭା…

କରୋନା କାଳରେ କଟକବାସୀଙ୍କ ପାଇଁ ଖୁସି ଖବର । ୪୬.୩୯% ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଣ୍ଟିବଡି ।

କନକ ବ୍ୟୁରୋ: କରୋନା କାଳରେ କଟକବାସୀଙ୍କ ପାଇଁ ଖୁସି ଖବର । କଟକରେ ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଣ୍ଟିବଡି । ଲୋକଙ୍କ ଦେହରେ ଆଣ୍ଟିବଡି ତିଆରି ହେଉଥିବା ସିରୋ ସର୍ଭେରୁ ସ୍ପଷ୍ଟ ହୋଇଛି । ଚଳିତ ମାସ ନଭେମ୍ବର ୨ ତାରିଖରୁ ୫ ତାରିଖ ଯାଏଁ ପ୍ରଥମ ଥର ପାଇଁ କଟକରେ ହୋଇଥିବା ସିରୋ ସର୍ଭେରୁ…

ସୁଶାନ୍ତ ସିଂ ରାଜପୁତଙ୍କ ସହ ଅଭିନୟ କରିଥିବ ଆସିଫ ବସରାଙ୍କ ଆତ୍ମହତ୍ୟା ! ଧର୍ମଶାଳାସ୍ଥିତ ବାସଭବନରୁ ଆଶିଫଙ୍କ…

କନକ ବ୍ୟୁରୋ : ଆତ୍ମହତ୍ୟା କଲେ ବଲିଉଡ ଅଭିନେତା ଆସିଫ ବସରା । ହିମାଚଳ ପ୍ରଜଦେଶର ଧର୍ମଶାଳାରେ ଥିବା ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି । ଘର ଭିତରୁ ଆଶିଫଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି ପୋଲିସ । ଖବର ପାଇବା ପରେ ଫରେନ୍ସିକ ଟିମ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…