Daily Archives

November 11, 2020

କଟକରେ ଚାଲିଛି ଲେଡି ଡନଙ୍କ ରାଜ୍ । ରଂଜିତା ବିଶ୍ୱାଳଙ୍କୁ ଦାଦାବଟି ଦେଲେ ବାଲିଘାଟରୁ ମିଳେ ବାଲି । ଲେଡି ଡନଙ୍କ ସମେତ…

କନକ ବ୍ୟୁରୋ : କଟକରୁ ଗିରଫ ହୋଇଛନ୍ତି ଲେଡି ଡନ୍ । ତାଙ୍କର ଗୋଟିଏ ଇସାରାରେ ବାଲିଘାଟ ନିଲାମ ହେଉଥିଲା । ତାଙ୍କ ଅନୁମତି ମିଳିଲେ ବାଲିଘାଟରୁ ବାଲି ଉଠାଇ ପାରୁଥିଲେ ଠିକାଦାର । ଦାଦାବଟି ଘଟଣାରେ ଲେଡି ଡନ୍ ରଂଜିତା ବିଶ୍ୱାଳ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି କମିସନରେଟ ପୁଲିସ ।…

କିଏ ନେଇଯାଉଛି କଂଗ୍ରେସ ଭୋଟ୍ ? ବିହାରରୁ ବାଲେଶ୍ୱର, ସବୁ ନିର୍ବାଚନରେ ତଳକୁ ତଳକୁ ଖସୁଛି କଂଗ୍ରେସ । ବିହାରରେ ଅମାନତ…

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନରୁ ଓଡିଶା ଉପନିର୍ବାଚନ ସବୁଠି ଫେଲ୍ ମାରିଲା କଂଗ୍ରେସ । ନିର୍ବାଚନ, ଉପନିର୍ବାଚନରେ ଦଳର ଦୁର୍ବଳ ପ୍ରଦର୍ଶନ କଂଗ୍ରେସର ଭାଗ୍ୟ ଓ ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ବିହାରରେ ତେଜସ୍ୱୀ ନେତୃତ୍ୱାଧିନ ମହାମେଂଟରେ ବି କଂଗ୍ରେସ ନିରାଶଜନକ…

‘ବିହାର’ ବିଜୟ ପରେ ବିଜେପିର ବିଜୟ ଉତ୍ସବ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଧୁମଧାମରେ ଚାଲିଛି ସେଲିବ୍ରେସନ । ସାମିଲ…

କନକ ବ୍ୟୁରୋ: ବିହାର ବିଜୟ ପରେ ବିଜେପିର ବିଜୟ ଉତ୍ସବ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଏହି ବିଜୟ ଉତ୍ସବ ମନାଇଛି ଦଳ । ହଜାର ହଜାର ସଂଖ୍ୟାରେ କର୍ମୀ ଓ ଦଳର ତୁଙ୍ଗ ନେତା ବିଜୟ ଉତ୍ସବରେ ସାମିଲ ହୋଇଛନ୍ତି । ବିହାରରେ ବିଜେପି ଭଲ ପ୍ରଦର୍ଶ କରିବା ପରେ ଦଳ ଏହି ଉତ୍ସବର ଆୟୋଜନ କରିଛି । ଅମିତ…

ଆତଙ୍କବାଦୀଙ୍କ ଅମାନବୀୟ କାଣ୍ଡ । ଫୁଟବଲ୍ ପଡିଆରେ ପଶି ୫୦ ରୁ ଅଧିକ ଲୋକଙ୍କ କାଟିଲେ ମୁଣ୍ଡ

କନକ ବ୍ୟୁରୋ : ସାରା ବିଶ୍ୱ ଦିନକୁ ଦିନ ଆତଙ୍କବାଦର କରାଳ ଭିତରେ କରାୟତ ହେବାକୁ ଯାଉଛି । ଫ୍ରାନ୍ସ ପରେ ଏବେ ଆଫ୍ରିକୀୟ ଦେଶ ମୋଜାମ୍ବିକରେ ଦେଖିବାକୁ ମିଳିଛି ଆତଙ୍କବାଦୀଙ୍କ ଭୟାବହ କାଣ୍ଡ । ଏକ ଫୁଟବଲ୍ ପଡିଆରେ ଖେଳ ଚାଲିଥିବା ବେଳେ ଆତଙ୍କବାଦୀ ମାନେ ସେଠାରେ ପଶି ୫୦ ରୁ ଅଧିକ ଲୋକଙ୍କ…

ଅନଲାଇନ ନ୍ୟୁଜ୍,ଭିଜୁଆଲ ଓ ଅଡିଓ ପ୍ରୋଗ୍ରାମ ପାଇଁ ସରକାର ଆଣିବେ ଗାଇଡ୍ ଲାଇନ

କନକ ବ୍ୟୁରୋ : ଦେଶରେ ଏବେ ପଞ୍ଜିକୃତ ମିଡିଆ ଠାରୁ ଅନଲାଇନ ମିଡିଆ ବହୁଳ ଭାବରେ ପ୍ରଚାର ପ୍ରସାର ଚାଲିଛି । ଏଥିରେ ଅନେକ ମିଛ ଖବର ସହ ଭୂଲତଥ୍ୟ ଦେଇ ଲୋକଙ୍କୁ ଭୂଅାଁବୋଲା ଯାଉଛି । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଏହାକୁ ନିଜ ଅଧିନକୁ ନେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।…

ସାବଧାନ ! ଆପଣ ଖାଉନାହାନ୍ତି ତ’ ନକଲି ମସଲା ? କଟକରେ ନକଲି ମସଲା ତିଆରି ଗୋଦାମରେ ରେଡ୍ । ନକଲି ଲଙ୍କା ଗୁଣ୍ଡ, ହଳଦୀ…

କନକ ବ୍ୟୁରୋ: କଟକରେ ନକଲି ମସଲା ତିଆରି କାରଖାନା ଠାବ । ନକଲି ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ସହ ବିଭିନ୍ନ ପ୍ରକାର ନକଲି ମସଲା ତିଆରି କରାଯାଉଥିଲା । ଗୋଦାମରେ ଚଢାଉ କରି ଲକ୍ଷାଧିକ ଟଙ୍କାର ନକଲି ମସାଲା ଜବତ କରାଯାଇଛି । ଏହା ସହ ଜଣକୁ ଗିରଫ କରାଯାଇଛି । ତେବେ କଟକ ମାଲଗୋଦାମ ଭିତରେ ଥିବା…