Daily Archives

October 29, 2020

ଭୁବନେଶ୍ୱର ଏକାମ୍ର ଫାର୍ମରୁ କଟାହୋଇପାରେ ଶହ ଶହ ଗଛ । ବାଣିଜ୍ୟିକ ପ୍ରତିିଷ୍ଠାନ ପାଇଁ ୨୦ ଏକର ଜଙ୍ଗଲ ଓ ପତିତ ଜମିକୁ…

କନକ ବ୍ୟୁରୋ : ବହୁ ପୁରୁଣା ଗଛରେ ଭରପୁର ଭୁବନେଶ୍ୱରର ଏକାମ୍ର କାନନ ଫାର୍ମର କଟାହେବ ଗଛ । ଏଠାରେ ୨୦ ଏକର ଜମି ନେଇ ବାଣିଜ୍ୟକ ପ୍ରତିଷ୍ଠାନ ଛିଡା କରିବେ ସରକାର । ଏଥିପାଇଁ ଏହି ଜମିକୁ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିଛି ଉଦ୍ୟାନ ବିଭାଗ । କେହି ଠିକ୍ ଭାବରେ ବୁଝିବା ପାଇଁ…

କେମିତି ତାଣ୍ଡବଲୀଳା ରଚିଥିଲା ମହାବାତ୍ୟା ? ଭୟଙ୍କର ବନ୍ୟା ପାଣିରେ କେମିତି ଭାସିଯାଉଥିଲା କୁଢକୁଢ ଶବ ? ବାତ୍ୟାର…

କନକ ବ୍ୟୁରୋ: ମହାବାତ୍ୟାର ମହାରୂପ କେତେ ଭୟଙ୍କର, କେତେ ବିକଟାଳ ଆଉ କେତେ ହୃଦୟଥରା ତାହା ୨୧ ବର୍ଷ ତଳେ ଆଖିରେ ଦେଖିଛି ଓଡିଶା । ପାଖରୁ ଅନୁଭବ କରିଛି ପ୍ରକୃତିର କରାଳରୂପକୁ । ମହାବାତ୍ୟାର ମହାତାଣ୍ଡବକୁ କିଏ ଚାଳ ଉପରୁ ଦେଖିଛି ତ କିଏ ଗଛ ଉପରେ ଚଢି ଦେଖିଛି ଆଉ କିଏ କୁଟା ଖଣ୍ଡେକୁ…

ନୂଆ ବର୍ଷରେ ଆସିପାରେ କରୋନା ଟିକା । ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଆଦର ପୁନାୱାଲା କହିଲେ, ଜରୁରୀ ଅନୁମୋଦନ ମିଳିଲେ…

କନକ ବ୍ୟୁରୋ : କେବେ ଆସିବ କୋଭିଡ୍ ଭ୍ୟାକସିନ । ଏହାକୁ ସାରା ବିଶ୍ୱ ଅନାଇ ବସିଛି । ଏଭଳି ସମୟରେ ଆଶ୍ୱସ୍ତିକର ବୟାନ ଦେଇଛନ୍ତି ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଅଦାର ପୁନାୱାଲା । ସେ କହିଛନ୍ତି, ଜରୁରୀକାଳିନ ଭିତିରେ ଭାରତ ସରକାର…

ଭର୍ଚୁଆଲ ରାଲିରେ ମାଷ୍ଟର ଷ୍ଟ୍ରୋକ୍ ଖେଳିଲେ ମୁଖ୍ୟମନ୍ତ୍ରୀ । କହିଲେ, ନିଜେ ନେବେ ବାଲେଶ୍ୱରର ବିକାଶ ଦାୟିତ୍ୱ ।…

କନକ ବ୍ୟୁରୋ : ବାଲେଶ୍ୱର ଉପ ନିର୍ବାଚନ ପାଇଁ ସରଗରମ ହେଉଛି ରାଜନୀତି । ପ୍ରଚାର ମଇଦାନରେ ବଡ ବଡ ନେତା ଓହ୍ଲାଇ ସାରିଥିବା ବେଳେ ଉପନିର୍ବାଚନ ପ୍ରଚାର ମଇଦାନକୁ ଏଂଟ୍ରି ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭର୍ଚୁଆଲ ମିଟିଂ କରି ବାଲେଶ୍ୱରର ବିକାଶ ଦାୟିତ୍ୱ ଏବେ ତାଙ୍କର…

ସତ ମାନିଲା ପାକିସ୍ତାନ । ଇମ୍ରାନଙ୍କ ମନ୍ତ୍ରୀ କହିଲେ, ପୁଲୱାମା ଆକ୍ରମଣ ସରକାରଙ୍କ ବଡ଼ ସଫଳତା । ସେପଟେ ଅଭିନନ୍ଦନଙ୍କୁ…

କନକ ବ୍ୟୁରୋ : ଗତ ବର୍ଷ ଫେବ୍ରୁଆରୀମାସରେ ଭାରତର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ହମଲାର ସତ ସାମନାକୁ ଆସିଛି । ଏହି ଆକ୍ରମଣ ପଛରେ ପାକିସ୍ତାନ ଅଛି ବୋଲି ଭାରତର ଗୁଇନ୍ଦା ସଂସ୍ଥା ଘଟଣାର ଠିକ ପରେ ପରେ ଠଉରାଇ ନେଇଥିଲା । କିନ୍ତୁ ପାକିସ୍ତାନ ଏହାକୁ ସ୍ୱିକାର କରିନଥିଲା । ଆଜି ଏନେଇ…

ଆଇପିଏଲ ଟକ୍କର : ଟସ୍ ଜିତି ଚେନ୍ନାଇର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ କୋଲକାତା ନାଇଟ ରାଇଡର୍ସ 

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ କୋଲକାତା ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବ । ଏହି ମ୍ୟାଚ କୋଲକାତା ପାଇଁ ବେଶ…