Daily Archives

October 28, 2020

ଆଦିବାସୀ ଅଂଚଳ ଟେଲି ଯୋଗାଯୋଗ ସେବାର ବିକଳ ଚିତ୍ର । ଦେବଗଡ ଗାଇଲୋ ଘାଟିରେ ଶିକ୍ଷକ ନେଉଛନ୍ତି ଅନଲାଇନ୍ ଟ୍ରେନିଂ ।…

କନକ ବ୍ୟୁରୋ : ସରକାର ଡିଜିଟାଲ ଇଣ୍ଡିଆର ସ୍ୱପ୍ନ ଦେଖାଉଥିବା ବେଳେ ସାମାନ୍ୟ ନେଟଓା୍ୱର୍କ ପାଇଁ ଜୀବନକୁ ବାଜି ଲଗାଇ ଚାକିରୀ ବଂଚାଇବାକୁ ଉଦ୍ୟମ କରୁଛନ୍ତି ଶିକ୍ଷକ । ବିପଦ ଜନକ ଭାବେ ଘାଟି ଉପରେ ଅନଲାଇନ ଟ୍ରେନିଂ ନେଉଛନ୍ତି ଶିକ୍ଷକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା…

ପୁଣି ଫେରିବ କି କରୋନାର ଦ୍ୱିତୀୟ ସଂକ୍ରମଣ । ଶୀତ ଦିନ ପାଇଁ ସତର୍କ ରହିବାକୁ ବିଶେଷଜ୍ଞ ଦେଲେ ପରାମର୍ଶ । ଡାକ୍ତର…

କନକ ବ୍ୟୁରୋ : ୟୁରୋପୀୟ ଦେଶଗୁଡିକରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଗତ କିଛି ଦିନ ମଧ୍ୟରେ ଏହା ୧୦ ପ୍ରତିଶତରୁ ସଂକ୍ରମଣ ହାର ଅଧିକ ହୋଇଛି । ଆଗକୁ ଶୀତ ଋତୁ ଆସୁଥିବାରୁ ଏହା ଚିନ୍ତାର ବିଷୟ ବୋଲି ବିଶେଷଜ୍ଞ କହିଛନ୍ତି । ସେହିପରି ଆଗକୁ ଶୀତ ଋତୁ ଆସୁଥିବାରୁ ରାଜ୍ୟରେ ମଧ୍ୟ…

ରାଜ୍ୟ ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୨ ହଜାର ୧୫ ଆକ୍ରାନ୍ତ । ୨ ଲକ୍ଷ ୭୦ ହଜାର ୧୩୦ରେ ପହଞ୍ଚିଲା ସୁସ୍ଥ ସଂଖ୍ୟା…

କନକ ବ୍ୟୁରୋ : ରାଜ୍ୟରେ ଆଜି ୨ ହଜାର ୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୦ ହଜାର ୧୩୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି।…

ବୁଲିବାକୁ ଆସିଥିଲେ, ଦୁଃଖ ନେଇ ଫେରିଲେ । ଝାଡ଼ଖଣ୍ଡ ରାଂଚିରୁ ପୁରୀ ଆସି ସମୁଦ୍ରରେ ଭାସିଗଲେ ୧୬ ବର୍ଷର ନାବାଳକ ।…

କନକ ବ୍ୟୁରୋ : ଗୋଟିଏ ଦିନ ପରେ ଉଦ୍ଧାର ହେଲା ଝାଡଖଣ୍ଡରୁ ପୁରୀ ବୁଲି ଆସିଥିବା ୧୬ବର୍ଷୀୟ ନାବାଳକଙ୍କ ମୃତଦେହ । ଅଗ୍ନିଶମ ବିଭାଗର ଅକ୍ଳାନ୍ତ ଚେଷ୍ଟା ପରେ ମୃତଦେହକୁ ଉଦ୍ଧାର କରାଯାଇଛି । ପୁରୀରେ ନୂଆ କରି ତିଆରି ହୋଇଥିବା ବ୍ଲୁଫ୍ଲାଗ୍- ବିଚ୍ ଅଂଚଳରେ ଗାଧୋଉଥିବାବେଳେ ଗତକାଲି ଅଚାନକ…

ଡିଜିଟାଲ ରାଲିରେ ବିକାଶର କଥା କହିଲେ ବିଜେଡି ସୁପ୍ରିମୋ । ନବୀନ ପଟ୍ଟନାୟକ କହିଲେ, ତିର୍ତୋଲର ବିକାଶ ପାଇଁ ରାଜ୍ୟ…

କନକ ବ୍ୟୁରୋ : ଉପନିର୍ବାଚନ ପ୍ରଚାର ମଇଦାନକୁ ଏଂଟ୍ରି ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭର୍ଚୁଆଲ ମିଂଟି କରି ବିକାଶର କଥା କହି ତିର୍ତୋଲବାସୀଙ୍କୁ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ଏବଂ କହିଛନ୍ତି ତିର୍ତୋଲବାସୀଙ୍କ ବିକାଶ ପାଇଁ ତାଙ୍କ ସରକାର ସବୁବେଳେ…

ନିତିଶ-ତେଜସ୍ୱୀ ଲଢ଼େଇ ଭିତରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିହାର ପଡ଼ିଲା ଭୋଟ୍ । ଜାତିବାଦ ଓ ବଂଶବାଦ ବାହାରେ…

କନକ ବ୍ୟୁରୋ : ନୀତିଶ- ତେଜସ୍ୱୀ ଲଢ଼େଇ ଭିତରେ ଆଜି ଶେଷ ହୋଇଛି ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ୭୧ ଟି ଆସନ ପାଇଁ ହୋଇଛି ଭୋଟ ଗ୍ରହଣ । ସନ୍ଧ୍ୟା ୫ଟା ସୁଦ୍ଧା ୫୨ ଦଶମିକ ୨୪ ପ୍ରତିଶତ ମତଦାତା ଭୋଟ ଦେଇଛନ୍ତି । ୧୬ ଟି ଜିଲ୍ଲାରେ ହୋଇଥିବା ଏହି ମତଦାନରେ ଆଜି ୧ ହଜାର ୬୬…