Daily Archives

October 27, 2020

ବାହାମାସ ଲିଙ୍କରେ ଚର୍ଚ୍ଚାକୁ ଆସିଥିବା ମଂଜୁଳା ଶ୍ରଫଙ୍କୁ ନେଇ ନୂଆ ବିବାଦ । ଭଣ୍ଡ ବାବା ନିତ୍ୟାନନ୍ଦଙ୍କ ଜରିଆରେ…

କନକ ବ୍ୟୁରୋ : ଓଡିଶାର ଜଣେ ବ୍ୟବସାୟୀଙ୍କ ବାହାମାସ ଲିଙ୍କରେ ଚର୍ଚ୍ଚାକୁ ଆସିଥିବା ମଂଜୁଳା ଶ୍ରଫ ପୁଣି ବିବାଦରେ ଫଶିଛନ୍ତି । ଅପହରଣ ଆଉ ନିର୍ଯାତନା ଭଳି ମାମଲାରେ ଦେଶରୁ ଫେରାର ହୋଇଯାଇଥିବା ଭଣ୍ଡ ବାବା ନିତ୍ୟାନନ୍ଦଙ୍କ ସହ ତାଙ୍କ ଘନିଷ୍ଠତା ଏବଂ ଅଲୈାକିକ ଶକ୍ତିର ପ୍ରଚାର କରୁଥିବା…

୫୭ କେଜିର ଟ୍ୟୁମର ବାହାରିବା ପରେ ଏବେ ସୁସ୍ଥ ଅନୁଭବ କରୁଛନ୍ତି ନବରଙ୍ଗପୁରର ଫୁଲମତି । ଉପହାସ ପାଲଟିଗଲା ବିଜୁ…

କନକ ବ୍ୟୁରୋ : ପେଟରେ ୫୭ କେଜିର ଟ୍ୟୁମର ବାହାରିବା ପରେ ଏବେ ସୁସ୍ଥ ଅଛନ୍ତି, ନବରଙ୍ଗପୁରର ଫୁଲମତି । ହେଲେ, ଫୁଲମତିଙ୍କ ପେଟରୁ ସିନା ଟ୍ୟୁମର ବାହାରିଯାଇଛି କିନ୍ତୁ ଏହି ୧୦ବର୍ଷ ତାଙ୍କୁ ନାକେଦମ ହେବାକୁ ପଡିଛି । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ତାଙ୍କ ପାଇଁ ଉପହାସ…

ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ତଦନ୍ତର ତଦାରଖ…

କନକ ବ୍ୟୁରୋ : ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଦେଇଛନ୍ତି । ତଦନ୍ତର ତଦାରଖ କରିବାକୁ ଆହ୍ଲାବାଦ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ମାମଲାକୁ ସ୍ଥାନାନ୍ତରିତ କରିବା ଆବେଦନକୁ ଖାରଜ…

ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପିତ । ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପକୃତ…

କନକ ବ୍ୟୁରୋ : ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ। ମାତ୍ର ଗୋଟିଏ ପୋର୍ଟାଲ www.scholarship.odisha.gov.inରେ କ୍ଲିକ୍‌ କଲେ ପିଲାମାନେ ସେମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ…

କରୋନ ଔଷଧ ନାଁରେ ବିକ୍ରି ହୋଇଗଲା ବାବା ରାମଦେବଙ୍କ କରୋନିଲ ଔଷଧ । ୪ମାସରେ ୨୪୧ କୋଟି ଟଙ୍କାର ବ୍ୟବସାୟ କଲା ପତଞ୍ଜଳୀ…

କନକ ବ୍ୟୁରୋ : କରୋନାରୁ ମୁକ୍ତି ପାଇବା ପାଇଁ ସାରା ଦୁନିଆଁ ଟିକାକୁ ଚାହିଁ ବସିଛି । ହେଲେ କେବେ ଟିକା ଆସିବ ଏହା ସଠିକ୍ ଭାବେ କାହାକୁ ଜଣା ନାହିଁ । ଏଭଳି ସମୟରେ ଇମ୍ୟୁନିଟି ବୁଷ୍ଟର ଭାବେ ବାବା ରାମଦେବ ବଜାରକୁ ଆଣିଥିବା କରୋନିଲ କିଟ୍ ରେକର୍ଡ ସଂଖ୍ୟକ ବିକ୍ରି ହୋଇଛି । ଭାସି ଗଲା ବେଳେ…

ବୁମ୍ ଦେଖାଇ ଦାଦା ବଟି ପାର୍ଟ-୨ । ସାମ୍ବାଦିକ ନାଁରେ ଦଲାଲ ମାଗୁଥିଲେ ଲକ୍ଷେ ଟଙ୍କାର ବଟି । ୬ ସାମ୍ବାଦିକ ଗିରଫ ପରେ…

କନକ ବ୍ୟୁରୋ : ସାମ୍ବାଦିକର ପରିଚୟ ଦେଇ ରାଜଧାନୀରେ ଦଲାଲ ଓ ଦୁର୍ବୃତମାନେ ଲୁଟପାଟ କରୁଛନ୍ତି । ଏଭଳି ଅଭିଯୋଗରେ ଗତକାଲି ଗୋଟିଏ ୱେବ୍ ଚ୍ୟାନେଲର ୬ ସାମ୍ବାଦିକ ଗିରଫ ହୋଇ ଜେଲ ଯାଇଥିବାବେଳେ ଆଜି ସମାନ ଅଭିଯୋଗ ଆଣିଛନ୍ତି ଆଉ ଜଣେ ବ୍ୟବସାୟୀ । ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ କାରଖାନାରେ…