Daily Archives

October 10, 2020

ଚୀନ ସୀମାରେ ଦମ ଦେଖାଇଲା ଭାରତୀୟ ବାୟୁସେନା: ଲେହ ଏୟାର ବେସରେ ଚକ୍କର କାଟିଲା ଚିନୁକ, ସି -୧୭ ଗ୍ଲୋବାଲ ମାଷ୍ଟର;…

କନକ ବ୍ୟୁରୋ: ଆଜି ଆକାଶ ମାର୍ଗକୁ ଶତ୍ରୁକୁ ରଣହୁଙ୍କାର ଦେଇଛି ଭାରତୀୟ ବାୟୁସେନାର ଲଢୁଆ ବିମାନ । ଲଦାଖର ଲେହ ଏୟାରବେସରୁ ଗୋଟିଏ ପରେ ଗୋଟିଏ ଲଢୁଆ ବିମାନ ତାର ଉପଯୁକ୍ତ ସ୍ଥାନରେ ମୁତୟନ ହେବା ପାଇଁ ପ୍ରସ୍ଥାନ ହୋଇଛି । ଭାରତୀୟ ବାୟୁସେନା କହିଛି, ଶତ୍ରୁର ଚାଲକୁ ଦୃଷ୍ଟିରେ ରଖି ରଣନୀତି…

ବିନା ଶବରେ ହେଲା ଶବ ସତ୍କାର: ପାଳବିଡାରେ ତିଆରି କରି କାଳ୍ପନିକ ଶବର ସଂସ୍କାର କଲେ ପରିବାର ଲୋକ; ଭୁବନେଶ୍ୱର ପେଟ୍ରୋଲ…

କନକ ବ୍ୟୁରୋ: ବିନା ଶବରେ ଶବ ସତ୍କାର । କଥାଟି ଶୁଣିବାକୁ ଯେତେ ଅସ୍ୱାଭାବିକ ଲାଗୁଛି, ଘଟଣାଟି ସେତେ ସମ୍ବେଦନଶୀଳ । ମରି ଯାଇଥିବା ମଣିଷର ମୁହଁକୁ ଯଦି ଚାହିଁ ପାରିବେନି ଆତ୍ମୀୟ ସ୍ୱଜନ । ଆଉ ବାଧ୍ୟବାଧତାରେ ନଡ଼ା ବିଡ଼ାକୁ ଶବ କରି ପ୍ରତିକାତ୍ମକ ଶବ ସକ୍ରାର କରିବାକୁ ପଡ଼ିବ, ସେହି ପରିବାରର…

ଆଇପିଏଲ ଟକ୍କର : ଟସ୍ ଜିତି ବାଙ୍ଗାଲୋରର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ଚେନ୍ନାଇ ସୁପର କିଙ୍ଗସ୍ ।

କନକ ବ୍ୟୁରୋ : ଆଇପିଏଲର ଆଜିର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ । ଚେନ୍ନାଇ ସୁପର କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଙ୍ଗାଲୋର । ଫଳରେ ଚେନ୍ନାଇ ବୋଲିଂ କରିବାକୁ ଆସିବ । ଏବେ ବାଙ୍ଗାଲୋରର ଦୁଇ ଓପନର…

ଆଜି ଭୁବନେଶ୍ୱରରୁ ଆଉ ୩୨୧ ପିଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୩, ଲୋକାଲ କଣ୍ଟାକ୍ଟ ୨୩୮ ଚିହ୍ନଟ । ସେପଟେ…

କନକ ବ୍ୟୁରୋ : ଭୁବନେଶ୍ୱରରେ ମାଡିଚାଲିଛି କରୋନା ଭୂତାଣୁ । ଆଜି ଭୁବନେଶ୍ୱରରୁ ୩୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୨୩୮ ଜଣ ଲୋକାଲ କଣ୍ଟାକ୍ଟ ରହିଛନ୍ତି । ସେହିପରି ଆଜି ୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି…

ବିଶ୍ୱରେ ବଢିଲା ଓଡିଶାର ଗୌରବ । ସବୁଜ ଯୋଦ୍ଧା ଭାବେ ସମ୍ମାନୀତ ହେଲେ ଓଡିଆ ଝିଅ ଅଂଶୁପ୍ରଭା ।

କନକ ବ୍ୟୁରୋ : ଶ୍ରୀମତୀ ଦାସ ରାଜ୍ୟର ପ୍ରଥମ ସରକାରୀ କର୍ମଚାରୀ ଭାବେ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସାତକୋଷିଆ ବ୍ୟାଘ୍ର ସଂରକ୍ଷଣ ଅଧିନ ମହାନଦୀ ବନ୍ୟଜନ୍ତୁ ଡିଭିଜନରେ ସେ ୫ ବର୍ଷ ବନଖଣ୍ଡ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଏହି ପୁରସ୍କାର କେବଳ ବନ୍ୟଜନ୍ତୁ ଓ ବସତି ସଂରକ୍ଷଣ…

ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦କୁ ଉଚ୍ଛେଦ ପ୍ରସଙ୍ଗ । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ…

କନକ ବ୍ୟୁରୋ : ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦କୁ ଉଚ୍ଛେଦ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ହସ୍ତକ୍ଷେପ କରି ବିଲ୍ କୁ ଉଚ୍ଛେଦ ପାଇଁ ଚିଠିରେ ଉଲ୍ଲେଖ ରହିଛି । ଏହାସହ ଏହି ବିଲ ଦେଶର ସାମ୍ବିଧାନିକ…