Daily Archives

September 30, 2020

ଶୁଭମନ ଗିଲଙ୍କ ଦମଦାର ପାଳି । ରାଜସ୍ଥାନକୁ ୧୭୫ ରନର ଟାର୍ଗେଟ ଦେଲା କୋଲକାତା ।

କନକ ବ୍ୟୁରୋ : ଶୁଭମନ ଗିଲଙ୍କ ଦମଦାର ପାଳି ବଳରେ ୧୭୪ ରନ କରିବାରେ ସକ୍ଷମ ହୋଇଛି କୋଲକାତା ନାଇଟ ରାଇଡରର୍ସ ଦଳ । ଫଳରେ ରାଜସ୍ଥାନ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି କୋଲକାତା । ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବାକୁ ହେଲେ ଆରମ୍ଭରୁ ଭଲ ଖେଳିବାକୁ ହେବ । ଏହି ମ୍ୟାଚରେ…

ଅକଟୋବର ୧୫ ପରେ କଣ ବଦଳିବାକୁ ଯାଉଛି ନିୟମ? ଜାଣି ରଖନ୍ତୁ, ଆପଣଙ୍କ ଉପରେ କଣ ରହିବ ପ୍ରଭାବ?

ଆସନ୍ତା ଅକଟୋବର ୧୫ରୁ ଦେଶରେ ଅନେକ ନିୟମ ବଦଳିବାକୁ ଯାଉଛି । କରୋନା କଟକଣା ଭିତରେ ଅନଲକର ଯେଉଁ ଗାଇଡଲାଇନ ଜାରି ହୋଇଛି, ସେଥିରେ ଅକଟୋବର ୧୫ର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି । ସାରା ଦେଶରେ ଅନଲକର ଏହା ପଂଚମ ଗାଇଡଲାଇନ । ଯେଉଁଥିରେ ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ଆସିଲା ଅନଲକ ୫ ଗାଇଡଲାଇନ । ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍ ଓ ସୁଇମିଂ ପୁଲ । ମନୋରଞ୍ଜନ ପାର୍କ ମଧ୍ୟ ଖୋଲିବାକୁ…

କନକ ବ୍ୟୁରୋ : ଆଜି କେନ୍ଦ୍ର ସରକାର ଅନଲକ ୫.୦ ଲାଗି ଗାଇଡଲାଇନ ଜାରି କରିଛନ୍ତି । ଏହା ଅକ୍ଟୋବର ୧ରୁ ଅକ୍ଟୋବର ୩୧ ପର୍ୟ୍ୟନ୍ତ ଲାଗୁ ରହିବ । ଏଥିରେ ସରକାର ଆଉ କେତେକ କଟକଣାକୁ କୋହଳ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏସବୁ ଗାଇଡଲାଇନ ଅନୁସାରେ ଆସନ୍ତା ଅକ୍ଟୋବର ୧୫ରୁ…

ଆଜି ଆକ୍ରାନ୍ତଠୁ ଅଧିକ ସୁସ୍ଥ । ରାଜ୍ୟରେ ସୁସ୍ଥ ହେଲେ ଆଉ ୪ ହଜାର ୨୧୯ ଜଣ କରୋନା ଆକ୍ରାନ୍ତ । ଖୋର୍ଦ୍ଧରୁ ସର୍ବାଧିକ…

କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାରୁ ୬୨୮ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୪ ହଜାର ୨୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୫ ହଜାର ୭୦୦ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ଆସିଲା ଗାଇଡଲାଇନ । ନନ୍ଦକାନନକୁ ଦିନକୁ ଯାଇପାରିବେ ସର୍ବାଧିକ ୧୫ ଶହ ଲୋକ ।

କନକ ବ୍ୟୁରୋ : ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ଆସିଲା ଗାଇଡଲାଇନ । ନନ୍ଦକାନନକୁ ଦିନକୁ ଯାଇପାରିବେ ସର୍ବାଧିକ ୧୫ ଶହ ଲୋକ । ବନ୍ୟ ପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏହି ଗାଇଡଲାଇନ ଜାରି କରାଯାଇଛି । ଏହି ସମୟରେ କୋଭିଡ କଟକଣା ପାଳନ କରାଯିବ । ଗାଇଡଲାଇନ ଅନୁସାରେ ବଡ ପ୍ରାଣୀ ଉଦ୍ୟାନକୁ…

ଟସ୍ ଜିତି ରାଜସ୍ଥାନ ରୟାଲ୍ସର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ କୋଲକାତା ନାଇଟ ରାଇଡର୍ସ । 

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ କୋଲକାତା ନାଇଟ ରାଇଡର୍ସ ଦଳ । ଏହି ମ୍ୟାଚ କୋଲକାତା ପାଇଁ ବେଶ ଗୁରୁତ୍ୱର୍ଣ୍ଣ ରହିବ ।  ଚଳିତ ଆଇପିଏଲରେ ରାଜସ୍ଥାନ ଦୁଇଟି ମ୍ୟାଚ…