Daily Archives

September 29, 2020

ବାଜିଲା ଉପ-ନିର୍ବାଚନ ବିଗୁଲ୍ । ନଭେମ୍ବର ୩ରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍ ।…

କନକ ବ୍ୟୁରୋ : କରୋନା କାଳରେ ବାଜିଲା ନିର୍ବାଚନ ବିଗୁଲ । ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ନେଇ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ନିର୍ବାଚନ ମୈଦାନ ସରଗରମ ହେବାକୁ ଯାଉଛି । ନଭେମ୍ବର ୩ରେ ଦୁଇଟି ଯାକ ଆସନରେ ମତଦାନ ହେବ । କରୋନା ମହାମାରୀ ଚାଲିଥିବା ସମୟରେ ଏହି…

ସେନାର ଚିନ୍ତାଜନକ ରିପୋର୍ଟ । ୯୬୦ କୋଟି ଟଙ୍କାର ନିମ୍ନମାନର ଗୋଳାବାରୁଦ କିଣିଛନ୍ତି ସରକାର । ଯାହାକୁ ବ୍ୟବହାର କରି…

କନକ ବ୍ୟୁରୋ : ଯେଉଁ ସମୟରେ ଭାରତୀୟ ସେନା ଚୀନ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି, ସେହି ସମୟରେ ସେନାର ଏକ ଆଭ୍ୟନ୍ତରୀଣ ରିପୋର୍ଟକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି । ରିପୋର୍ଟ ମୁତାବକ ଗତ ୬ ବର୍ଷ ମଧ୍ୟରେ ସରକାରୀ କାରଖାନାରୁ ଯେତିକି ଖରାପ ଗୋଳାବାରୁଦ କିଣାଯାଇଛି, ସେତିକି ଟଙ୍କାରେ…

ପୁଣି ଭଲ ଖବର । ରାଜ୍ୟରେ ଆଉ ୩ ହଜାର ୮୯୬ ଆକ୍ରାନ୍ତ ସୁସ୍ଥ । ଏହାସହ ୧ ଲକ୍ଷ ୮୧ ହଜାର ୪୮୧ରେ ପହଞ୍ଚିଲା ସୁସ୍ଥ…

କନକ ବ୍ୟୁରୋ : ରାଜ୍ୟ ପାଇଁ ପୁଣି ଭଲ ଖବର । ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୩ ହଜାର ୮୯୬ ଆକ୍ରାନ୍ତ । ଏହାସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୧ ଲକ୍ଷ ୮୧ ହଜାର ୪୮୧ରେ ପହଞ୍ଚିଛି । ସେହିପରି ଖୋର୍ଦ୍ଧାରେ ଆଜି ସର୍ବାଧିକ ୬୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି କଟକରେ ୪୪୨,…

କରୋନା କଟକଣା ଭିତରେ ବିଧାନସଭାରେ ଉପସ୍ଥାପିତ ହେଲା ୭ଟି ବିଲ୍ । ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ କଂଗ୍ରେସର ବିରୋଧ,…

କନକ ବ୍ୟୁରୋ : ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି । କଂଗ୍ରେସ ବିଧାୟକ ତାରା ବାହୀନିପତି ବିଲ କପିକୁ ଗୃହରେ ଚିରି ପକାଇଥିବା ବେଳେ ବିରୋଧୀ ଦଳ ନେତା କହିଛନ୍ତି, ବିଲ୍ ଆସିଲେ ବିଶ୍ୱବିଦ୍ୟାଳୟର…

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ କ୍ୟାପିଟାଲ । ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ । 

କନକ ବ୍ୟୁରୋ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ସନରାଜର୍ସ ହାଇଦ୍ରାବାଦ । ହାଇଦ୍ରାବାଦ ପକ୍ଷରୁ ଦୁଇ ଓପନର ବ୍ୟାଟିଂ କରିବାକୁ ମୈଦାନକୁ ଆସିବେ । ଏହି ମ୍ୟାଚ ସନରାଜର୍ସ…

ଭୁବନେଶ୍ୱରରେ ଅଧିକ ସୁସ୍ଥ, ଆକ୍ରାନ୍ତ କମ । ଆଜି ୩୨୯ ପଜିଟିଭ ଚିହ୍ନଟ, ୩୯୫ ସୁସ୍ଥ

କନକ ବ୍ୟୁରୋ : ଆଜି ଭୁବନେଶ୍ୱରରେ ଆକ୍ରାନ୍ତଠୁ ଅଧିକ ସୁସ୍ଥ ହୋଇଛନ୍ତି । ୩୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୩୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ୭୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୫୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।…