Daily Archives

September 27, 2020

ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିରୋଧରେ ବଡ଼ ଅଭିଯୋଗ । କରୋନା ଚିକିତ୍ସା ପାଇଁ ଛତିଶଗଡ ଯାଉଛନ୍ତି ବଲାଙ୍ଗୀରର ଆକ୍ରାନ୍ତ…

କନକ ବ୍ୟୁରୋ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ମିଳିଲାନି ବେଡ । ଚିକିତ୍ସା ପାଇଁ ବରଗଡ ଓ ବଲାଙ୍ଗିରର ରୋଗୀ ଏବେ ଛତିଶଗଡ ମୁହାଁ ହୋଇଛନ୍ତି । କାରଣ ରାଜ୍ୟରେ ଏ ଜିଲ୍ଲାରୁ ସେ ଜିଲ୍ଲାକୁ ବୁଲିଲେ ମଧ୍ୟ ଚିକିତ୍ସା ହୋଇପାରୁନି । ଅନ୍ୟପକ୍ଷରେ ଛତିଶଗଡରେ ବେଡ ମିଳୁଛି, ଚିକିତ୍ସା ମିଳୁଛି । ଆଉ…

ଥମୁନି ଅନୁଭବ-ବର୍ଷା ବିବାଦ । ସାମ୍ନାକୁ ଆସିଲା ଅସୁରକ୍ଷିତ ମନେକରି ବର୍ଷା ସୁରକ୍ଷା ମାଗିବା ଦିନର ଆଉ ଏକ ଭିଡିଓ ।…

କନକ ବ୍ୟୁରୋ : ଅନୁଭବ-ବର୍ଷା ପାରିବାରିକ ବିବାଦ ଥମିବାର ନାଁ ନେଉନାହିଁ । ଯେଉଁଦିନ ବର୍ଷା ଅସୁରକ୍ଷିତ ମନେକରି ପୋଲିସକୁ ଫୋନ କରି ସୁରକ୍ଷା ମାଗିଥିଲେ, ସେଦିନର ଆଉ ଏକ ଭିଡିଏ ଏବେ ସାମ୍ନାକୁ ଆସିଛି । ଏଥିରେ ବର୍ଷାଙ୍କୁ ଖାଇବାକୁ ଦେଉଛନ୍ତି ରୋଷେୟା । ଭିଡିଓରେ ରୋଷେୟା କହୁଛନ୍ତି,…

ମୟଙ୍କ ଅଗ୍ରୱାଲଙ୍କ ରୋମାଞ୍ଚକର ଶତକ । ରାଜସ୍ଥାନକୁ ୨୨୪ ରନର ବିଶାଳ ଟାର୍ଗେଟ ଦେଲା କିଙ୍ଗସ୍ ଇଲେଭେନ ପଞ୍ଜାବ ।

କନକ ବ୍ୟୁରୋ : ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ ୨୨୩ର ବିଶାଳ ସ୍କୋର କରିଛି ପଞ୍ଜାବ । ଏହି ମ୍ୟାଚରେ ମୟଙ୍କ ଅଗ୍ରୱାଲ ଶତକ ହାସଲ କରିଛନ୍ତି । ଫଳରେ ରାଜସ୍ଥାନ ଆଗରେ ଏବେ ୨୧୫ ରନର ବଡ ଟାର୍ଗେଟ ରହିଛି । ଦଳକୁ ଜିତିବାକୁ ହେଲେ ଆରମ୍ଭରୁ ବଡ ସଟ୍ ଖେଳିବାକୁ ହେବ ।…

ଏନସିବିର ପ୍ରଶ୍ନବାଣରେ କାନ୍ଦି ପକାଇଲେ ଦୀପିକା । ସାଢ଼େ ୫ ଘଂଟା ଜେରା ବେଳେ କୋହ ସମ୍ଭାଳି ପାରିନଥିଲେ ମସ୍ତାନୀ ଗାର୍ଲ…

କନକ ବ୍ୟୁରୋ : ଡ୍ରଗ୍ସ ବ୍ୟବହାର ନେଇ ଚର୍ଚ୍ଚିତ ଅଭିନେତ୍ରୀ ଦୀପିକା ପାଦୁକୋନ, ନାର୍କୋଟିକସ୍ କଣ୍ଟ୍ରୋଲ ବ୍ୟୁରୋର ପଚରାଉଚରା ବେଳେ କାନ୍ଦି ପକାଇଥିଲେ । ପ୍ରାୟ ସାଢେ ୫ ଘଂଟାର ଜେରା ଭିତରେ ତିନି ଥର ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ଦୀପିକାଙ୍କ କନ୍ଦାକଟା ଦେଖି ଜଣେ ଏନସିବି ଅଧିକାରୀ…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୩,୩୭୮ ସୁସ୍ଥ । ରାଜ୍ୟରେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୭୩…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୩ ହଜାର ୩୭୮ କରୋନା ଆକ୍ରାନ୍ତ ।ତେବେ କଟକରୁ ୫୪୦ ସର୍ବାଧିକ ସୁସ୍ଥ ହୋଇଥିବାବେଳେ, ଖୋର୍ଦ୍ଧାରୁ ୨୮୯, ପୁରୀରୁ ୨୦୦, ଯାଜପୁରରୁ ୧୭୬, ରାୟଗଡ଼ାରୁ ୧୪୧, କନ୍ଧମାଳରୁ ୧୩୭, ସୁନ୍ଦରଗଡ଼ରୁ ୧୩୭, ମୟୂରଭଞ୍ଜରୁ ୧୩୦, ସମ୍ବଲପୁରରୁ ୧୨୭…

ବିଧାନସଭା ଅଧିବେଶନ ପୂର୍ବରୁ ବଢ଼ିଲା କରୋନା ଭୟ । ପ୍ରଥମ ଦିନ ୭୫୭ ନମୁନାରୁ ୧୩୬ଟି ପଜିଟିଭ୍ । ଶାସକ ଦଳ ମୁଖ୍ୟ ସଚେତକ…

କନକ ବ୍ୟୁରୋ : ଦିନକ ପରେ ବିଧାନସଭା ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ କରୋନା ଭୟ ବଢି ଯାଇଛି । ଗତକାଲି ବାଚସ୍ପତି, ବିଧାୟକ, କର୍ମଚାରୀ ଓ ବିଧାନସଭା ଅଧିବେଶନ ରିପୋର୍ଟିଂ କରିବାକୁ ଥିବା ସାମ୍ବାଦିକଙ୍କ କରୋନା ପରୀକ୍ଷା କରାଯାଇଥିଲା । ୭୫୭ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିବା ବେଳେ…