Daily Archives

September 18, 2020

ସାମ୍ନାକୁ ଆସିଲା ସୁଶାନ୍ତ ଓ ରିୟାଙ୍କ ନୂଆ ଭିଡିଓ । ଜାଣନ୍ତୁ ଭିଡିଓରେ ଥିବା ହ୍ୱାଇଟ ବୋର୍ଡରେ ସୁଶାନ୍ତ ଲେଖିଥିଲେ କଣ…

କନକ ବ୍ୟୁରୋ : ସୁଶାନ୍ତ ଓ ରିଆଙ୍କ ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି । ଏକ ଧଳା ବୋର୍ଡରେ ମାର୍କର ପେନରେ ସୁଶାନ୍ତ ଏହି ଭିଡିଓରେ ଏକ ଚାର୍ଟ ବନାଉଥିବା ଦେଖିବାକୁ ମିଳୁଛି । ଭିଡିଓରେ ଅନ୍ୟଜଣେ ଅଜଣା ବ୍ୟକ୍ତି ମଧ୍ୟ ଅଛନ୍ତି । ସେହିପରି ଭିଡିଓକୁ କେହିଜଣେ ସୁଟ ମଧ୍ୟ କରୁଛନ୍ତି ।…

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ପଶିଲା ସିବିଆଇ । ସି-ସୋର ମାମଲାରେ ଖୋଳତାଡ଼, ଦେବୀ କହିଲେ, କାଗଜ ମାଗିଲେ…

କନକ ବ୍ୟୁରୋ : ସିସୋର ସମେତ ୪୪ଟି ଚିଟଫଣ୍ଡ କଂପାନୀ କୋଟି କୋଟି ଠକିନେବା ଅଭିଯୋଗରେ ୨୦୧୪ରୁ ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲା ସିବିଆଇ । ଏହାରି ଭିତରେ ଅନେକ ବର୍ଷ ବିତି ଯାଇଥିଲେ ବି ତଦନ୍ତ କେଉଁଠି ପହଁଚିଛି, ତା’ର ହିସାବ କାହା ପାଖରେ ନାହିଁ । ବଡ଼ ସ୍କାମ, ହେଲେ ସିବିଆଇ ତଦନ୍ତ ମନ୍ଥର…

ଆଇସିୟୁ ପାଇଁ କସରତ କରୁଛନ୍ତି ଟ୍ୱିନସିଟି ବାସିନ୍ଦା । କଟକ-ଭୁବନେଶ୍ୱରର ବଡ଼ ବଡ଼ ହସ୍ପିଟାଲରେ ଆଇସିୟୁ ବେଡ୍ ଫୁଲ୍ :…

କନକ ବ୍ୟୁରୋ : ଭୁବନେଶ୍ୱର-କଟକ ଟ୍ୱିନ୍ସିଟି ଅଂଚଳରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢୁଥିବା ବେଳେ ଗୁରୁତର ରୋଗୀ, ଯେଉଁମାନେ ଆଇସିୟୁ ଆବଶ୍ୟକ କରୁଛନ୍ତି, ସେମାନେ ବେଶ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏମିତି କି ଆଇସିୟୁ ବେଡ୍ ନ ମିିଳିବା କାରଣରୁ ରୋଗୀଙ୍କ ଅବସ୍ଥା…

ମା’କୁ ଶାବଳରେ ପିଟି ହତ୍ୟା କଲା ପରେ ଖୋଜି ଖୋଜି ହସ୍ପିଟାଲରେ ପହଂଚିଲା ବଡ଼ ପୁଅ । ଆତୁର ହୋଇ ହସ୍ପିଟାଲରେ ପଚାରିଥିଲା,…

କନକ ବ୍ୟୁରୋ : ସିସିଟିଭିର ଏହି ଦୃଶ୍ୟକୁ ଭଲଭାବରେ ଲକ୍ଷ୍ୟ କରନ୍ତୁ । ନାଲି ଟୋପି ପିନ୍ଧି ଜଣେ କିଶୋର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ସାଇକେଲ ଷ୍ଟାଣ୍ଡ ନିକଟରେ ବୁଲୁଛି । ଏହି ନାବାଳକ ଜଣକ ଆଉ କେହି ନୁହେଁ, ସୁନ୍ଦରପଦାରେ ମାଆକୁ ଶାବଳରେ ପିଟି ହତ୍ୟା କରିଥିବା ବଡ ପୁଅ । ଶାବଳରେ…

କେମିତି ଚାଲିବ ଶ୍ରୀମନ୍ଦିରର ନୀତିକାନ୍ତି । ୨୫୦ରୁ ଅଧିକ ସେବାୟତଙ୍କୁ କରୋନା : ପାଳିଆ ସେବାୟତଙ୍କୁ ଦିଆଯାଇପାରେ…

କନକ ବ୍ୟୁରୋ : ଶ୍ରୀମନ୍ଦିରର ନୀତିକାନ୍ତି ଏବଂ ସେବାପୂଜା ନେଇ ଏଇଥିପାଇଁ ପ୍ରଶ୍ନ ଉଠୁଛି, କାରଣ ସେବାପୂଜାରେ ନିଯୁକ୍ତ ଥିବା ସେବାୟତଙ୍କ ମଧ୍ୟରେ ଧିରେ ଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗ୍ରାଫିକ୍ସ ପୁରୀ ଶ୍ରୀମନ୍ଦିରରେ ଦୈନିକ ୧୨୦ ଜଣ ସେବାୟତ ନୀତିକାନ୍ତି ଏବଂ ସେବାପୂଜା…

ଅକ୍ଟୋବର ୧୨ରୁ ୫୩ଟି କେନ୍ଦ୍ରରେ ହେବ ଓଜେଇଇ : ରାଜ୍ୟ ବାହା‌ରେ ୩ଟି ପରୀକ୍ଷା କେନ୍ଦ୍ର

କନକ ବ୍ୟୁରୋ : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ )ଅକ୍ଟୋବର ୧୨ରୁ ୧୯ ପର୍ୟ୍ୟନ୍ତ ହେବ ବୋଲି ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି। ତେବେ ଏହି ପରୀକ୍ଷା ଚଳିତ ବର୍ଷ ମଇ ମାସର ପ୍ରଥମ ସପ୍ତାହରେ ହେବାର ଥିଲା। କିନ୍ତୁ କୋଭିଡ – ୧୯ ମହାମାରୀ ପାଇଁ ଯେଭଳି ପରିସ୍ଥିତି…