Daily Archives

September 4, 2020

ଆଦିତ୍ୟ ଦାସ ମୃତ୍ୟୁ ମାମଲା: କନକ ନ୍ୟୁଜରେ ଆଦିତ୍ୟଙ୍କ ବନ୍ଧୁ ବିସ୍ମିତ ଓ ପୂର୍ବତନ ପ୍ରେମିକା ଚିନ୍ମୟୀଙ୍କ ମଧ୍ୟରେ…

କନକ ବ୍ୟୁରୋ: ନୂଆମୋଡ ନେଉଛି ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା । ଏହି ଘଟଣାରେ  ଗତକାଲି ରହସ୍ୟମୟୀ ମହିଳା ଚିନ୍ମୟୀ ମହାପାତ୍ର  ସାମ୍ନାକୁ ଆସିବା ପରେ  ଆଜି କନକ ନ୍ୟୁଜରେ କଥା କଟାକଟି ହୋଇଛନ୍ତି ଆଦିତ୍ୟଙ୍କ ବନ୍ଧୁ ବିସ୍ମିତ ଓ ପୂର୍ବ ପ୍ରେମିକା ଚିନ୍ମୟୀ ।   ଚିନ୍ମୟୀ କହୁଛନ୍ତି, …

ଅଧସ୍ଥନ କର୍ମଚାରୀଙ୍କ ଉପରେ ଅଫିସର ଲୋଲୁପ ଦୃଷ୍ଟି: ବଡବାବୁଙ୍କ ନାଁରେ ଯୌନ କେଳେଙ୍ଗାରୀ ଅଭିଯୋଗ ଆଣିଲେ ମହିଳା…

କନକ ବ୍ୟୁରୋ: ପୁଣି ବିବାଦରେ  ଓଏଏସ ଅଧିକାରୀ ।  ବାଲିଆପାଳ ବିଡିଓଙ୍କ ପରେ  ଏବେ ଚର୍ଚ୍ଚାରେ  ବାହନଗା ବିଡିଓ ରଘୁନାଥ ପାଣିଗ୍ରାହୀ ।  ସଂପୃକ୍ତ ବିଡିଓ ଜଣେ ଲୋକଙ୍କୁ ଦୁର୍ବ୍ୟବହାର ସହ ଧମକ ଦେଉଥିବାର ଏକ ଭିଡିଓ ଭାଇରାଲ ହେବାରେ  ଲାଗିଛି ।  ବାହନଗା ବ୍ଲକ ପରିସରରେ ଜନଶୁଣାଣୀ  ସମୟରେ …

ବଲିଉଡ ସିନେମାଟୋଗ୍ରାଫର ମନୋଜ ଖଟୋଇଙ୍କ ନାଁରେ ନିର୍ଯାତନା ଅଭିଯୋଗ । ମାରପିଟ, ମାନସିକ ନିର୍ଯାତନା ସହ ଦେଢ କୋଟି…

କନକ ବ୍ୟୁରୋ: ବଲିଉଡର ସିନେମାଟୋଗ୍ରାଫର ମନୋଜ ଖଟୋଇଙ୍କ ନାମରେ ନିର୍ଯାତନା ଅଭିଯୋଗ । ଏ ଅଭିଯୋଗ ଆଣିଛନ୍ତି ମନୋଜଙ୍କ ପତ୍ନୀ । ତାଙ୍କୁ ମାରପିଟ, ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏହାଛଡା ନେଟ ବ୍ୟାଙ୍କିଙ୍ଗ ଜରିଆରେ ସ୍ୱାମୀ ମନୋଜ ଖଟୋଇ ଦେଢ କୋଟି…

ଖୁଚୁରା ବଦଳରେ ଦୋକାନୀ ଦେଉଛନ୍ତି କି ଚକଲେଟ୍ ? କଏନ ନେବାକୁ ଅରାଜି ହେଉଛନ୍ତି କି ଗାଡିବାଲା ? ସରକାର ଜାରି କଲେ ଟୋଲ…

କନକ ବ୍ୟୁରୋ: ବେଳେ ବେଳେ ଏଭଳି ହୋଇଥାଏ କି ଆପଣ ଜିନିଷ କିଣିବାକୁ କୌଣସି ଦୋକାନ ଯାଇଛନ୍ତି ଏବଂ ଦୋକାନ ମାଲିକ ଖୁଚୁରା ନାହିଁ କହି ହାତରେ ଆପଣଙ୍କ ହାତରେ ଚକଲେଟ୍ କିମ୍ବା ଅନ୍ୟ କିଛି ଜିନିଷ ଧରାଇ ଦେଉଛନ୍ତି ଆଉ ଅନିଚ୍ଛା ସତ୍ୱେ ବି ଆପଣଙ୍କୁ ତାକୁ ନେବାକୁ ପଡିଥାଏ । କେବଳ ଦୋକାନ ନୁହେଁ…

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ସ୍ୱେଚ୍ଛାସେବୀ ବିସ୍ମିତ ଓ ପୂର୍ବତନ ପ୍ରେମିକା ଚିନ୍ମୟୀଙ୍କ ମଧ୍ୟରେ କଥାବାର୍ତ୍ତାର ଅଡିଓ…

କନକ ବ୍ୟୁରୋ: ନୂଆମୋଡ ନେଉଛି ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା । ଏହି ଘଟଣାରେ ଗତକାଲି ରହସ୍ୟମୟୀ ମହିଳା ଚିନ୍ମୟୀ ମହାପାତ୍ର ସାମ୍ନାକୁ ଆସିବା ପରେ ଏବେ ଚିନ୍ମୟୀ ଓ ସ୍ୱେଚ୍ଛାସେବୀ ବିସ୍ମିତଙ୍କ ଅଡିଓ ଭାଇରାଲ ହୋଇଛି । ଏଥିରେ ବିସ୍ମିତଙ୍କୁ ଚିନ୍ମୟୀ କହୁଛନ୍ତି, ଆଦିତ୍ୟ କେବେ ବି…

ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କୁ କରୋନା । ସୋସିଆଲ ମିଡିଆରେ ସୂଚନା ଦେବେ ରମେଶ, ସଂସ୍ପର୍ଶରେ ଆସିଥିଲେ…

କନକ ବ୍ୟୁରୋ : ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କୁ କରୋନା । କରୋନା ଆକ୍ରାନ୍ତ ନେଇ ସୋସିଆଲ ମିଡିଆରେ ରମେଶ ମାଝୀ ଜଣାଇଛନ୍ତି । ଏପରିକି ତାଙ୍କ ସଂଶ୍ପର୍ସରେ ଆସିଥିବା ବ୍ୟକ୍ତିଙ୍କୁ ଘରୋଇ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି । ଗତକାଲି ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ଆକ୍ରାନ୍ତ ଭାବେ…