Daily Archives

September 3, 2020

ସସପେନ୍ସ ବଢାଇଲା ସାଇକୋ ଲେଡି । ମାନବପ୍ରେମୀଙ୍କ ମୃତ୍ୟୁ ପଛରେ ରହିଛି କି ରହସ୍ୟମୟୀ ନାରୀର ହାତ ? ଆଦିତ୍ୟଙ୍କ ମାଆ…

କନକ ବ୍ୟୁରୋ: କିଏ ସେ ସାଇକୋ ଲେଡି ? କଣ ତାଙ୍କ ପରିଚୟ? ଆଦିତ୍ୟଙ୍କ ମୃତ୍ୟୁ ପଛରେ ସାଇକୋ ଲେଡିଙ୍କ ରହିଛି କି ଲମ୍ବା ହାତ? ମାନବପ୍ରେମୀଙ୍କ ମୃତ୍ୟୁ ମିଷ୍ଟ୍ରିର ଓଚ୍ଛ ଏଯାଏଁ ପଦାକୁ ଆସିନଥିବା ବେଳେ ଏବେ ସସପେନ୍ସ ବଢାଇଛନ୍ତି ସାଇକୋ ଲେଡି । ଆଉ ଗତ କିଛି ଦିନ ହେବ ମାନବପ୍ରେମୀ ଆଦିତ୍ୟ…

କରୋନା ଟୀକା: ଆମେରିକାରୁ ଆସିଲା ଆଶ୍ୱସ୍ତିକର ଖବର । ଅକ୍ଟୋବର ଶେଷ ଭାଗରେ ଆସିପାରେ ଆମେରିକାର ୨ଟି ଭାକସିନ । ସେଣ୍ଟର…

କନକ ବ୍ୟୁରୋ: କେବେ ଆସିବ କରୋନା ଟୀକା ? ଦିନକୁ ଦିନ ସାରା ବିଶ୍ୱରେ କରୋନ ସଂକ୍ରମଣ ବଢିଚାଲିଥିବା ବେଳେ କରୋନ ଟୀକା କେବେ ଆସିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ଆମେରିକାରୁ ଆସିଛି ଆଶ୍ୱସ୍ତିକର ଖବର । ଆମେରିକାରେ ପ୍ରସ୍ତୁତ ହେଉଥିବା ଦୁଇଟି ଟୀକା ଅକ୍ଟୋବର ଶେଷ…

ପାଣି କମୁଛି, ଦୁର୍ଦ୍ଦଶା ବଢୁଛି । ଧନୁଆ ନଦୀ ଜଳରେ ଏବେ ବି ନିମାପଡାର ଅନେକ ଗାଁ ଜଳମଗ୍ନ । ଭୂତପଦା ଗାଁ ବାହ୍ୟଜଗତରୁ…

କନକ ବ୍ୟୁରୋ: ବର୍ଷା ଛାଡିଛି, ଦୁର୍ଦ୍ଦଶା ବଢିଛି । ଚଳିତ ବର୍ଷ ନିମାପଡା ଅଂଚଳ ପାଇଁ ଦୁଃଖର କାରଣ ବନିଛି ଧନୁଆ ନଦୀ । ଏବେ ବର୍ଷା ଛାଡି ଯାଇଛି ସିନା, ହେଲେ ଗାଁ ଦାଣ୍ଡରୁ ପାଣି ଖସିନି । ଏବେ ବି ରାସ୍ତା ଉପରେ ଜମି ରହିଛି ୪ ଫୁଟର ପାଣି । ଘରୁ ବାହାରିଲେ ଡଙ୍ଗା ଭରସା । ବନ୍ୟା ପାଣିରେ…

ସାବଧାନ୍ ! ଏଟିଏମ୍ ଲୁଟେରା । ଏସବିଆଇ ଆରମ୍ଭ କଲା ନୂଆ ଏଟିଏମ୍ ସେବା, ଏଣିକି ଏଟିଏମ୍ ଫ୍ରଡରୁ ମିଳିବ ମୁକ୍ତି, ଲୁଟ୍…

କନକ ବ୍ୟୁରୋ : ଗ୍ରାହକଙ୍କ ପାଇଁ ନୂଆ ସେବା ଆଣିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ । ଦିନକୁ ଦିନ ଏଟିଏମ୍ ଫ୍ରଡ୍ ଭଳି ମାମଲା ସାମ୍ନାକୁ ଆସୁଥିବା ବେଳେ ବିଶେଷ କରି କରୋନା କାଳରେ ଏମିତି ଠକେଇ ଅନେକ ଦେଖିବାକୁ ମିଳୁଛି । ଆରବିଆଇର କଡା ନିୟମ ସତ୍ୱେ ମଧ୍ୟ କୌଣସି ନା କୌଣସି ଉପାୟରେ ଲୋକଙ୍କୁ…

ଯୁବକ ଡେଇଁଲେ ଦୟାନଦୀକୁ… ପୋଲ ଉପରେ ବାଇକ୍ ରଖି ନଦୀକୁ ଡେଇଁପଡିଥିବା ସୂଚନା । ସର୍ଚ୍ଚ ଅପରେସନ ଜାରି ।…

କନକ ବ୍ୟୁରୋ: ଦୟାନଦୀକୁ ଡେଇଁପଡିଲେ ଯୁବକ । ପୋଲ ଉପରେ ବାଇକ୍ ରଖି ଡେଇଁପଡିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା । ଡେଇଁପଡିଥିବା ଯୁବକ ପୁରୁଣା ଭୁବନେଶ୍ୱର କପିଳେଶ୍ୱର ମନ୍ଦିର ନିକଟ ଖୁଂଟିଆ ସାହିର ମଧୁସୂଦନ ଖୁଂଟିଆ ବୋଲି ଜଣାପଡିଛି । ତାଙ୍କ ବୟସ ୨୯ ବର୍ଷ । ତେବେ ଯୁବକ ଜଣଙ୍କ କାହିଁକି…

୨୦୧୯ରେ ଦେଶରେ ଦୁର୍ଘଟଣା ନେଇଛି ୪ ଲକ୍ଷ ୨୧ ହଜାର ଜୀବନ । ଏନସିଆରବି ବାର୍ଷିକ ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ । 

କନକ ବ୍ୟୁରୋ : ୨୦୧୯ରେ ଭାରତରେ ୪ ଲକ୍ଷ ୨୧ ହଜାର ୧୦୪ ଜଣ ଲୋକ ବିଭିନ୍ନ ପ୍ରକାରର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୋଲି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି)ର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ୪ ଲକ୍ଷ ୨୧ ହଜାର ୧୦୪ ମୃତକଙ୍କ ମଧ୍ୟରୁ ୧ଲକ୍ଷ…