Daily Archives

August 15, 2020

ପରିବାର ପୋଷିବାକୁ ହାତ ପତାଇ ଭିକ ମାଗୁଥିଲା କୁନି ପୁଅ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆଗେଇ ଆସିଲେ ଅଭିନେତା…

କନକ ବ୍ୟୁରୋ: ଚକ ଚାଲିବ, ପରିବାର ଚଳିବ । ଛୁଞ୍ଚି ସୂତାରେ ଲୁଗା ସିଲେଇ ହେବା ପରି ସଜାଡି ଯିବ ଅସଜଡା ଘର । ଆଉ ଦୂରେଇ ଯିବ ପରିବାର ସବୁ ଦୁଃଖ, ସବୁ କଷ୍ଟ । ଭାଇ ଆଉ ଘର ଘର ବୁଲି ଭିକ ମାଗିବନି କି ମାଆର ଚିକିତ୍ସା ପାଇଁ ପରପାଖରେ ହାତ ପାତିବନି । କାରଣ ଭୋକ ବିରୁଧରେ ସେ ନିଜ ଲଢିବ,…

ଯୋଦ୍ଧାଙ୍କ ପାଇଁ ଆସିଗଲା ଏସିଯୁକ୍ତ ପିପିଇ କିଟ୍ । ଘଣ୍ଟା ଘଣ୍ଟା କାମ କରି ଆଉ ବେହୋସ୍ ହେବେନି କରୋନା ଯୋଦ୍ଧା ।…

କନକ ବ୍ୟୁରୋ : ଯୋଦ୍ଧାଙ୍କ ପାଇଁ ଏସିଯୁକ୍ତ ପିପିଇ କିଟ୍ । ଝାଳରେ ଜୁଡ଼ୁବୁଡ଼ୁ ହେବେନି କି ଘଣ୍ଟା ଘଣ୍ଟା ପିପିଇ କିଟ୍ ପିନ୍ଧିବା ଦ୍ୱାରା ବେହୋସ ହେବେନି କରୋନା ଯୋଦ୍ଧା ।  ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟ ଯୋଦ୍ଧାଙ୍କୁ ସମସ୍ୟାରୁ ମୁକ୍ତି ଦେବାପାଇଁ ମଧ୍ୟପ୍ରଦେଶ ଜବଲପୁରର ଜଣେ ଯୁବକ ତିଆରି କଲେ…

ଗୋଟିଏ ନୁହେଁ ତିନି ତିନୋଟି ଭ୍ୟାକ୍ସିନର ପରୀକ୍ଷଣ ଚାଲିଛି । ବୈଜ୍ଞାନିକମାନେ ଋଷିମୁନି ପରି ଦିନ ରାତି ଏକ କରି କଠିନ…

କନକ ବ୍ୟୁରୋ : ଭାରତରେ ୩ଟି କରୋନା ଟିକାର ପରୀକ୍ଷଣ ଚାଲିଛି । ବୈଜ୍ଞାନିକମାନେ ଏଗୁଡ଼ିକର ଉତ୍ପାଦନ ପାଇଁ ଅନୁମତି ଦେଲେ ବିପୁଳ ସଂଖ୍ୟକ ଟିକାର ଉତ୍ପାଦନ କରି ସବୁ ଭାରତୀୟଙ୍କୁ ଯୋଗାଇବାକୁ ଭାରତ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ୭୪ ତମ ସ୍ୱାଧୀନତା ଦିବସ…

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୨୭୭ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୧୮୧, ଲୋକାଲରୁ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୨୭୭ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୧୮୧ଟି କୋଭିଡ୍ ମାମଲା ରହିଥିବାବେଳେ ୯୬ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ…

ମହାମାରୀ ବେଳେ ବ୍ୟବହାର ନହୋଇ ଖତ ଖାଉଛି ଔଷଧ । ବରଗଡ଼ ସହରରୁ ଆସିଛି ଅବ୍ୟବସ୍ଥାର ଅଭାବନୀୟ ଚିତ୍ର, ଫିମ୍ପି ଲାଗିଗଲା…

କନକ ବ୍ୟୁରୋ: ମହାମାରୀ ସମୟରେ ଔଷଧର ମୂଲ୍ୟ ସିଏ ବୁଝିଛି, ଯିଏ କୋଭିଡ୍ କଟକଣା ଭିତରେ ଔଷଧ ପାଇଁ ଏ ଦୋକନରୁ ସେ ଦୋକାନ, ଗୋଟିଏ ଛକରୁୁ ଆଉ ଗୋଟିଏ ଛକ ବୁଲିଛି । ସ୍ୱାସ୍ଥ୍ୟ ଏର୍ମରଜେର୍ନ୍ସି ଯୋଗୁଁ ଆମେ ସମସ୍ତେ ଏକ ସଂକଟମୟ ସ୍ଥିତିରେ ଗତି କରୁଛେ । ଆଉ ଠିକ୍ ଏମିତି ବେଳେ ବରଗଡ଼ ସହରରୁ ଆସିଛି…

ବିନା ଛାତ୍ରଛାତ୍ରୀରେ ସ୍କୁଲରେ ଉଡିଲା ତ୍ରିରଙ୍ଗା । ସରକାରଙ୍କ ନିର୍ଦ୍ଦେଶ ମାନି କ୍ୟାପିଟାଲ ହାଇସ୍କୁଲରେ କେବଳ…

କନକ ବ୍ୟୁରୋ: ମହାମାରୀର ମହାମୁକାବିଲା ସହ ଦେଶ ପାଳିଛି ୭୪ ତମ ସ୍ୱାଧୀନତା ଦିବସ । କରୋନା କଟକଣା ଭିତରେ ସାରା ଦେଶରେ ଫରଫର ହୋଇ ଉଡିଛି ତ୍ରିରଙ୍ଗା । ହେଲେ ଚଳିତବର୍ଷ ବିନା ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବିଦ୍ୟାଳୟ ମାନଙ୍କରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଭୁବନେଶ୍ୱର କ୍ୟାପିଟାଲ…