Daily Archives

August 7, 2020

ଭୁବନେଶ୍ୱର ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୧୦୬ କରୋନା ଆକ୍ରାନ୍ତ । ଆଜି ଆକ୍ରାନ୍ତ ହୋଇଛନ୍ତି ୧୦୧ । ଆକ୍ରାନ୍ତଙ୍କ…

କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ଭଲ ଖବର । ସୁସ୍ଥ ହେଲେ ଆଉ ୧୦୬ କରୋନା ଆକ୍ରାନ୍ତ । ମହାମାରୀକୁ ମାତ୍ ଦେଇ କରୋନା କବଳରୁ ବର୍ତ୍ତିଲେ ୧୦୬ ଆକ୍ରାନ୍ତ । ତେବେ ଆଜି ଭୁବନେଶ୍ୱରରେ ୧୦୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦୬ ଜଣ । ଭୁବନେଶ୍ୱରରେ ପୁଣି ଚିହ୍ନଟ…

ଭୁବନେଶ୍ୱରରେ ଭୟଙ୍କର ଭାବେ ମାଡ଼ି ଚାଲିଛି ଭୂତାଣୁ । ଆଜି ଆଉ ୧୦୧ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୫୨,…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୧୦୧ ପଜିଟିଭ୍ । ଯେଉଁଥିରେ ଲୋକାଲ୍ କେସ୍ ୪୯ ରହିଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ୫୨ଟି କୋଭିଡ୍ ମାମଲା ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ…

ବୋମା! ଜୀବନ ନେବନି ଜୀବନ ଦେବ । ଖୁଣ୍ଟୁଣୀ ଅଞ୍ଚଳରେ ବାଉଁଶ ଜଙ୍ଗଲ ସୃଷ୍ଟି କରିବା ପାଇଁ ଆଠଗଡ ଡିଏଫଓଙ୍କ ଅଭିନବ ଉପାୟ…

କନକ ବ୍ୟୁରୋ : ବୋମା ଫୁଟୁଛି, ହେଲେ ଶବ୍ଦ ହେଉନି, କି ଅଘଟଣ ଘଟୁନି । ବରଂ ନୂଆ ଜୀବନ ସୃଷ୍ଟି ହେଉଛି । ମାଟି ବୋମାର , ଯାହାକୁ ତିଆରି କରୁଛନ୍ତି କଟକ ଜିଲ୍ଲା ଖୁଂଟୁଣୀ ବନାଂଚଳର କର୍ମଚାରୀ । ମାଟିରେ ଶହଶହ ବୋମା ତିଆରି କରି ଜଙ୍ଗଲ ଭିତରେ ଫିଙ୍ଗି ଦେଉଛନ୍ତି ବନ କର୍ମଚାରୀ । ଆଉ ଏହି ବୋମା…

ଅବସର ସମୟର ଶିଳ୍ପୀ ଶ୍ରୀପତି ପଣ୍ଡା । କାଠପଟାରେ ତିଆରି କରୁଛନ୍ତି ନୂଆନୂଆ ଘର କରଣା ସାମଗ୍ରୀ । କରୋନା କାଳରେ ଘରେ…

କନକ ବ୍ୟୁରୋ : କରୋନା କାଳରେ ଘରେ ରହି ଅବସର ସମୟର ସଦୁପଯୋଗ କରୁଛନ୍ତି ଅବସରପ୍ରାପ୍ତ ଇଂଜିନିୟର ।  ବିନା ପ୍ରଶିକ୍ଷଣରେ ନିଜ ବୁଦ୍ଧି ଲଗାଇ ତିଆରି କରୁଛନ୍ତି ସୁ୍ନ୍ଦର ସୁନ୍ଦର ଘର କରଣା ସାମଗ୍ରୀ । ଘରକୁ ସଜେଇବା ପାଇଁ କାଠରେ ଭଳିକି ଭଳି ସାମଗ୍ରୀ ତିଆରି କରି ଏବେ ଚର୍ଚାରେ ସମ୍ବଲପୁରର…

କାଲି ଠାରୁ ୧୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ପ୍ରବଳ ବର୍ଷା । ଆସନ୍ତାକାଲି ୪ ଜିଲ୍ଲା ପାଇଁ ୟେଲୋ…

କନକ ବ୍ୟୁରୋ: କାଲି ଠାରୁ ପୁଣି ବର୍ଷା । ଆସନ୍ତା ୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଆସନ୍ତକାଲି ଠାରୁ ୧୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।  ଆସନ୍ତାକାଲି ୪ଟି ଜିଲ୍ଲା ପାଇଁ ଏଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।…

ଗଂଜାମର କରୋନା ସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ : କହିଲେ,…

କନକ ବ୍ୟୁରୋ : ଗଞ୍ଜାମରେ କରୋନୋ ସ୍ଥିତି ସାଂଘାତିକ ହେଲାଣି । ପରିସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ଜିଲ୍ଲାପାଳ, ଏମକେସିଜି ଅଧ୍ୟକ୍ଷ, ପ୍ରଫେସର ଓ ବରିଷ୍ଠ ଅଧିକାରୀ ଉପସ୍ଥିତରେ ଏହି ସମୀକ୍ଷା ହୋଇଛି । ସମୀକ୍ଷା…