Monthly Archives

July 2020

କାଲିଠୁ ବଦଳିଯିବ ୫ ବଡ ନିୟମ । ନିଶ୍ଚିତ ଭାବରେ ଆପଣ ହେବେ ପ୍ରଭାବିତ, ଜାଣନ୍ତୁ ବଦଳିବ କେଉଁ ନିୟମ ?

ଏଟିଏମରୁ ୫ ଥରରୁ ଅଧିକ ଟଙ୍କା ଉଠାଣରେ ଲାଗିବ ଚାର୍ଜ କମିବ କାର ଓ ବାଇକର ଦାମ ତେବେ ଅଗଷ୍ଟ ୧ ରୁ କେଉଁ ନିୟମ ବଦଳୁଛି ଜାଣିରଖନ୍ତୁ... ସର୍ବନିମ୍ନ ବାଲାନ୍ସର ପରିବର୍ତନ ଇ ବାଣିଜ୍ୟ କମ୍ପାନୀଗୁଡିକ ପାଇଁ ନିୟମ ପରିବର୍ତ୍ତନ ହେବ ଚାଷୀଙ୍କ ପାଇଁ ବି ରହିଛି ଖୁସି ଖବର କନକ ବ୍ୟୁରୋ :…

ରାଜ୍ୟ ସରକାରଙ୍କ ବଡ ନିଷ୍ପତି: ଅଗଷ୍ଟ ୫ତାରିଖରୁ ରାଜ୍ୟରେ ଖୋଲିବ ଯୋଗ କେନ୍ଦ୍ର ଓ ଜିମ୍ ସେଂଟର; ହେଲେ ମାନିବାକୁ ହେବ…

କନକ ବ୍ୟୁରୋ: ଅଗଷ୍ଟ ୫ରୁ ଖୋଲିବ ଜିମ୍ । କରୋନା ମହାମାରୀ ଭିତରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଅନଲକ ୩.୦ରେ ରୂପରେଖ ନେଇ ଆଜି ରାଜ୍ୟ ସରକାର କରିଛନ୍ତି ବଡ ଘୋଷଣା । ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ କଟକଣାକୁ କୋହଳ କରିଛନ୍ତି ସରକାର । କେନ୍ଦ୍ର ସରକାରଙ୍କ…

ଏଣିକି ବିନା ମାସ୍କରେ ଘରୁ ବାହାରିଲେ କିମ୍ବା ସଠିକ ଭାବେ ମାସ୍କ ନପିନ୍ଧିଥିଲେ ଲାଗିବ ଅଧିକ ଫାଇନ: ପ୍ରଥମ ଦୁଇ ଥର…

କନକ ବ୍ୟୁରୋ: ବାହାରେ ଛେପ ପକାଇଲେ, ମାସ୍କ ନପିନ୍ଧିଲେ ମୋଟା ଅଙ୍କର ତଣ୍ଡ । ଏପରିକି ମାସ୍କ ସଠିକ ଭାବେ ନପିନ୍ଧିଲେ ମଧ୍ୟ ଗଣିବାକୁ ପଡିବ ଅଧିକ ଫାଇନ । ତେବେ ପ୍ରଥମ ଦୁଇ ଥର ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧ ହଜାର ଟଙ୍କା ଜରିମାନା । ସେହିପରି ଦ୍ୱିତୀୟ ଥର ନିମୟ ଉଲ୍ଲଂଘନ କଲେ ସଂପୃକ୍ତ…

ରାଜଧାନୀରେ ମାଡି ଚାଲିଛି ମହାମାରୀ: ଭୁବନେଶ୍ୱରରେ ଆଜି ଆଉ ୧୨୮ କରୋନା ଆକ୍ରାନ୍ତ ଚିହ୍ନଟ; କ୍ୱାରେଂଟିନ‌ ସେଣ୍ଟରରୁ ୮୫…

କନକ ବ୍ୟୁରୋ: ମହାମାରୀ କରୋନା ଭାଇରସ ରାଜଧାନୀ ଭୁବନେଶ୍ୱରରେ ନିୟନ୍ତ୍ରଣକୁ ଆସିପାରୁ ନାହିଁ । ଆଜି ଭୁବନେଶ୍ୱରରୁ ୧୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୮୫ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ…

ରାଉରକେଲା ଆଇଜିଏଚରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ: ଭିଡିଓ କନଫରେସିଂ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; କହିଲେ,…

କନକ ବ୍ୟୁରୋ: ପ୍ଲାଜମା ଥେରାପି ଗୁରୁତର କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସଫଳ ହୋଇଛି । ପ୍ଲାଜମା ଥେରାପିର ପ୍ରୟ‌ୋଗ ପରେ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ଲୋକାର୍ପଣ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ…

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ! ଆଜିଠୁ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଳାରେ ବର୍ଷା ସମ୍ଭାବନା । ସମ୍ଭାବ୍ୟ…

କନକ ବ୍ୟୁରୋ: ଅଗଷ୍ଟ ୪ରେ ଉତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ଆଜିଠୁ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଳାରେ ବର୍ଷା ସମ୍ଭାବନା । ସମ୍ଭାବ୍ୟ ବର୍ଷାକୁ ନେଇ ଅଧିକାଂଶ ଜିଲ୍ଳାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧ ତାରିଖରେ ସୁନ୍ଦରଗଡ, କେନ୍ଦୁଝରଳ ମୟୁରଭଂଜ,ଢେଙ୍କାନାଳ,…