Daily Archives

July 16, 2020

ଭୁବନେଶ୍ୱରରେ ମାଡ଼ି ଚାଲିଛି କରୋନା ଭୂତାଣୁ । ଆଜି ଆଉ ୬୦ ପଜିଟିଭ୍ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୪୦, ଲୋକାଲରୁ…

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୬୦ ପଜିଟିଭ୍ । ଯେଉଁଥିରେ ଲୋକାଲ୍ କେସ୍ ୨୦ ରହିଥିବାବେଳେ ସଙ୍ଗରୋଧ କେନ୍ଦ୍ରରୁ ମଧ୍ୟ ୪୦ଟି କୋଭିଡ୍ ମାମଲା ଆସିଛି । ତେବେ ଏଥିରେ ଜଣେ କରୋନା ଯୋଦ୍ଧା ମଧ୍ୟ ରହିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରି…

ଟିକି ବାଇ ଚଢ଼େଇ ସମାଜକୁ ଦିଏ ବଡ ସଂଦେଶ । ହେଲେ ଆଜି ବିପଦରେ ଏହି ପକ୍ଷୀ, ମଣିଷ ଜଙ୍ଗଲ କାଟି ଗଢୁଛି କଂକ୍ରିଟ ସହର,…

କନକ ବ୍ୟୁରୋ: ବାଇ ଚଢେଇ । ଗୋଟିଏ ଛୋଟିଆ ପକ୍ଷୀ । ଯାହାର କାର୍ଯ୍ୟକଳାପକୁ ନେଇ ଆମ ପିଲାଦିନେ ସାହିତ୍ୟ ବହିରେ ପଢିଛେ । ପକ୍ଷୀଟି ଦେଖିବାକୁ ଯେତିକି ସୁନ୍ଦର ତାର ବସା ତିଆରି କରିବା କୌଶଳ ବି ସେତିକି ସୁନ୍ଦର । ସେ ତିଆରି କରିଥିବା ତଳମୁହାଁ ‘ବାୟା ବସା’ ଆଜିର ସମାଜକୁ ଅନେକ କିଛି ଶିଖାଏ…

ଖଟିଖିଆଙ୍କ ଉପରେ ଖାକି ବର୍ଦ୍ଦିର ଦାଦାଗିରି ।  ଅସହାୟ ଗରିବ ଦମ୍ପତିଙ୍କୁ ନିର୍ଦ୍ଧୁମ ମାଡ ମାରିଲା ପୋଲିସ, ସରକାରୀ…

କନକ ବ୍ୟୁରୋ : ଗରିବ ଖଟିଖିଆଙ୍କ ଉପରେ ଖାକି ବର୍ଦ୍ଦିର ଜୁଲମ୍ । ଅସହାୟ ଗରିବ ଦମ୍ପତିଙ୍କୁ ନିର୍ଦ୍ଧୁମ ମାଡ ମାରିଲା ପୋଲିସ୍ । ସରକାରୀ ଜମିରେ ଚାଷ କରିଥିଲେ ବୋଲି ଫସଲ ନଷ୍ଟ କରିଦେଲେ ।  ସ୍ୱାମୀକୁ କୁଣ୍ଢାଇ ପୋଲିସର ଲାଠିରୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲା ସ୍ତ୍ରୀ, ତଥାପି ତରଳିଲାନି…

ଚାଷୀଙ୍କୁ କରୋନା ଠାରୁ ଅଧିକ କଷ୍ଟ ଦେଉଛି ଅଭାବୀ ବର୍ଷା । ପାଣି ନଥିବାରୁ କେନ୍ଦ୍ରାପଡା ରାଜକନିକାରେ ଶୁଖି ଗଲାଣି ତଳି…

କନକ ବ୍ୟୁରୋ: ମହାମାରୀ କରୋନା କାଳରେ ସବୁଆଡେ କାମ ଧନ୍ଦା ଠପ୍ ହୋଇଯାଇଛି । ସବୁ ରୋଜଗାର ପନ୍ଥା ବନ୍ଦ ହୋଇଯିବା ପରେ ଚାଷ ଉପରେ ନିର୍ଭର କରିଥିଲେ ଚାଷୀ । ଖରିଫ ଚାଷ କାମ ଠିକ୍ ସମୟରେ ଆରମ୍ଭ ହେବ ଭଲ ଅମଳ ହେବ । ହେଲେ ମହାମାରୀ କରୋନାକୁ ବଳିଗଲା ଅଭାବୀ ବର୍ଷା । ଠକ୍ ପରିମାଣର ବର୍ଷା…

ଟେଷ୍ଟ ତୁଳନାରେ କମିଲା ଆକ୍ରାନ୍ତ ସଂଖ୍ୟା : ରେକର୍ଡ଼ ସଂଖ୍ୟାରେ ହେଲା ଟେଷ୍ଟ , ଗୋଟିଏ ଦିନରେ ୮ ହଜାର ୯୬ ଟେଷ୍ଟ ।…

ରାଜ୍ୟରେ ଟେଷ୍ଟ ତୁଳନାରେ କମିଲା ଆକ୍ରାନ୍ତ ସଂଖ୍ୟା । ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟାରେ ୮ ହଜାର ୯୬ ଟେଷ୍ଟ ହୋଇଥିଲା । ହେଲେ ସେଥିରୁ ୪୯୪ ଜଣଙ୍କ ନମୁନାରୁ କରୋନା ଭୂତାଣୁ ଚିହ୍ନଟ ହୋଇଛି ଏବଂ କରୋନା ସଂକ୍ରମଣରେ ୨ ଜଣଙ୍କ ଜୀବନ ଯାଇଛି । ଏହି ଦୁଇ ମୃତକ ଗଂଜାମ ଜିଲ୍ଲାରୁ ବୋଲି ସୂଚନା…

ବିଧାୟକ ହେବ ତ ଏମିତି… । ଛାତିଏ ପାଣିରେ ପଶିଲେ, କୁନି କୁନି ପିଲାଙ୍କୁ ଉଦ୍ଧାର କଲେ । ପୂରା ଦେଶରୁ ଛୁଟିଲା…

କନକ ବ୍ୟୁରୋ : କଥାରେ ଅଛି, ଛବି କଥା କୁହେ । ଯେଉଁ କଥାକୁ ବେଳେ ବେଳେ ଶବ୍ଦରେ ବୟାନ କରି ହୁଏ ନାହିଁ ତାହାକୁ ଫଟୋ ଓ ଭିଡ଼ିଓ ହିଁ ବଖାଣିଦିଏ । ଏହି କିଛି ସେକେଣ୍ଡର ଭିଡ଼ିଓ ମଧ୍ୟରେ ବି ହୃଦୟକୁ ଛୁଇଁଲା ଭଳି ଏକ ବଡ କାହାଣୀ ଲୁଚି ରହିଛି । ଯେଉଁ କାହାଣୀକୁ ବୁଝାଇବାକୁ ହେଲେ ଫର୍ଦ୍ଦ ଫର୍ଦ୍ଦ…