Daily Archives

July 15, 2020

ରାଜ୍ୟରେ ଆରମ୍ଭ ହେଲା ପ୍ଲାଜମା ଥେରାପି । ମହମାରୀ ମୁକାବିଲା ପାଇଁ ପ୍ଲାଜମା ଥେରାପି ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଦାନ…

କନକ ବ୍ୟୁରୋ: ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି । ରାଜ୍ୟରେ ପ୍ରଥମ ଥର ପାଇଁ ପ୍ଲାଜମା ଥେରାପି ପ୍ରକ୍ରିୟା ଆରମ୍ଭ ହେଲା । କରୋନା ମୁକାବିଲା ପାଇଁ ପ୍ଲାଜମା ଥେରାପି ପ୍ରକ୍ରିୟା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସସିବିରେ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହେଲା ଏହି…

ବ୍ୟାନ୍ ପରେ ପୁଣି ଭାରତକୁ ଫିଟିବ କି ଟିକଟକ୍ ରାସ୍ତା ? ଜୁଲାଇ ୨୨ରେ ଆସିବ ବଡ଼ ଖବର ?

କନକ ବ୍ୟୁରୋ : ଗତ ଜୁନ ମାସ ୨୯ ତାରିଖରେ ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଲୋକପ୍ରିୟ ଆପ୍ ଟିକଟକ୍ ସମେତ ୫୯ଟି ଚାଇନା ଆପକୁ ବ୍ୟାନ୍ କରିଥିଲେ ଭାରତ ସରକାର । ତଥ୍ୟ ଚୋରି ହେଉଥିବା ଅଭିଯୋଗରେ ଟିକଟକକୁ ୭୯ଟ ପ୍ରଶ୍ନ କରିଥିଲେ କେନ୍ଦ୍ର ସରକାର । ଆଉ ୩ ସପ୍ତାହ ଅର୍ଥାତ ଜୁଲାଇ ୨୧ ସୁଦ୍ଧା…

ବାୟୁରେ ବ୍ୟାପୁଛି କରୋନା । ବିଶେଷଜ୍ଞ ଦେଲେ ବଡ଼ ତଥ୍ୟ । ଜାଣନ୍ତୁ ବାୟୁରେ କେତେ ଘଣ୍ଟା ଧରି ଉପସ୍ଥିତ ରହୁଛି କରୋନା…

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା କାୟା ମେଲାଇ ଚାଲିଥିବା ବେଳେ ମହାମାରୀ କୋଭିଡ-୧୯କୁ ନେଇ ବଡ ତଥ୍ୟ ଦେଇଛନ୍ତି ବିଶେଷଜ୍ଞ । ଗତ କିଛି ଦିନ ତଳେ ବିଶ୍ୱର ୩୨ଟି ଦେଶରୁ ୨୩୯ ଜଣ ବୈଜ୍ଞାନିକ ଦାବି କରିଥିଲେ ଯେ, ବାୟୁରେ ମଧ୍ୟ ବ୍ୟାପୁଛି ଏହି ଭୟଙ୍କର କରୋନା ଭାଇରସ । ବୈଜ୍ଞାନିକଙ୍କ ଏହି…

ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ୍ କରିବାକୁ ଆସିଲା ଇଲେକ୍ଟ୍ରିକ୍ ଷ୍ଟିକ୍ । ଛୁଇଁଲେ ଲାଗିବ କରେଣ୍ଟ, ମହିଳାଙ୍କ ପାଇଁ…

କନକ ବ୍ୟୁରୋ : ସେଫ୍ଟି ଷ୍ଟିକ୍ ବା ସକ୍ ଲାଠି । ଏହା ଏମିତି ଏକ ଷ୍ଟିକ୍ ଯାହା ଆପଣଙ୍କୁ ଅସାମାଜିକ ଲୋକଙ୍କଠାରୁ ସୁରକ୍ଷା ଦେବ । ଯଦି କେହି ଆପଣଙ୍କୁ ଆକ୍ରମଣ କରିବାକୁ ଆସେ, ତେବେ ଏହି ଷ୍ଟିକରେ ଥିବା ସୁଇଜ ଟିପିଲେ ଉକ୍ତ ବ୍ୟକ୍ତିକୁ କରେଂଟର ଏକ ଶକ୍ତ ଝଟକା ଲାଗିବ । ଏଥିରୁ ଏକ ସାଉଣ୍ଡ…

ଚର୍ଚ୍ଚାରେ ଭିକ୍ଷୁକଙ୍କ ଭଗବତ୍ ପ୍ରେମ । ପେଟକୁ ନିଅଂଟ ଭିକ୍ଷାବୃତି ପଇସା, ହେଲେ ମନ୍ଦିର ଗଢିବା ନିଶାରେ ବିଭୋର…

କନକ ବ୍ୟୁରୋ : ସାଧାରଣ ବ୍ୟକ୍ତିଟିଏ ଯଦି ୧୦ ଟଙ୍କା ରୋଜଗାର କରେ ପ୍ରାୟ ୯ ଟଙ୍କା ନିଜ ପାଇଁ, ନହେଲେ ନିଜ ପରିବାର ପାଇଁ ଖର୍ଚ୍ଚ କରେ । ହେଲେ ମନ୍ଦିର ପ୍ରାଙ୍ଗଣରେ ବସିଥିବା ଏହି ବୃଦ୍ଧଙ୍କ ମହତ ଉଦେଶ୍ୟ ଜାଣିଲେ ଆପଣ ବି ଆଶ୍ଚଯ୍ୟ ହୋଇଯିବେ । ଦିବ୍ୟାଙ୍ଗ ବୃଦ୍ଧା ଜଣଙ୍କ ଭିକ ମାଗି ଯେଉଁ…

ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା: ରାଜ୍ୟରେ କରୋନାରୁ ଏକାଥରେ ୬୧୨ ସୁସ୍ଥ, ରେକର୍ଡ ସଂଖ୍ୟକ ସୁସ୍ଥ ସହ ୧୦ ହଜାର…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୬୧୨ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଞ୍ଜାମରୁ ୨୭୦,ସୁନ୍ଦରଗଡ଼ରୁ ୮୪, କେନ୍ଦୁଝରରୁ ୪୮, ଜଗପତିରୁ ୩୫, ବାଲେଶ୍ୱରରୁ ୩୧, ଖୋର୍ଦ୍ଧା ୨୮, ନୟାଗଡ଼ରୁ ୨୫, ଯାଜପୁରରୁ ୨୦,…