Monthly Archives

June 2020

ବିଏମସି ଅଫିସକୁ ସାଧାରଣ ଲୋକଙ୍କ ପ୍ରବେଶ ମନା: ରାଜଧାନୀରେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବଢିବାରୁ ବିଏମସି ନେଲା…

କନକ ବ୍ୟୁରୋ: ବିଏମସି ଅଫିସକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲାଗିଲା କଟକଣା । ରାଜଧାନୀରେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବଢିବାରୁ ବିଏମସି ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଜିଠାରୁ ଆହୁରୀ କଡାକଡି ଭାବେ କଟକଣା ଜାରି କରାଯିବ । ସାମାଜିକ ଦୂରତା ଓ…

ବ୍ୟାନ୍ ପରେ ସଫେଇ ରଖିଲେ ଟିକଟକ୍ ଇଣ୍ଡିଆ ମୁଖ୍ୟ ନିଖିଲ୍ ଗାନ୍ଧୀ : କହିଲେ , ଚୀନକୁ ଦିଆଯାଇନାହିଁ ଭାରତୀୟ ୟୁଜର୍ସଙ୍କ…

ଭାରତରେ ଚୀନ୍ ଆପ୍ ଟିକଟକ୍ ଉପରେ ପ୍ରତିବନ୍ଧ ଲାଗିବା ପରେ ଟିକଟକ୍ ପକ୍ଷରୁ ଏବେ ପ୍ରତିକ୍ରିୟା ଆସିଛି । ବିଦେଶ ସରକାର କିମ୍ବା ଚୀନ୍ ସରକାରକୁ ଭାରତୀୟ ଟିକଟକ୍ ୟୁଜରଙ୍କ କୌଣସି ଡ଼ାଟାର ବିବରଣୀ ଦେଇନଥିବା କଥା କହିଛି ଟିକଟକ୍ ଇଣ୍ଡିଆ । ଆପଣଙ୍କୁ କହିରଖୁଛୁ ଯେ , ଟିକଟକ୍ ଭଳି ୟୁସି…

ପ୍ଲେ-ଷ୍ଟୋରରୁ ହଟିଲା ଟିକଟକ୍ । ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ହଟାଇଲା ଗୁଗୁଲ । ୪୮ ଘଂଟା ମଧ୍ୟରେ ସ୍ପଷ୍ଟୀକରଣ…

କନକ ବ୍ୟୁରୋ: ଭାରତ-ଚୀନ୍ ସୀମା ବିିବାଦ ଭିତରେ ବଡ ନିଷ୍ପତି ନେଇଛି ଭାରତ । ଚାଇନା ଆପ୍ ଟିକଟକକୁ ବ୍ୟାନ୍ କରିଛି ଭାରତ । ତଥ୍ୟ ଚୋରି ଅଭିଯୋଗ କାରଣରୁ ଟିକ୍ଟକ୍ ସମେତ ୫୯ ଟି ଆପ୍ଲିକେସନ୍କୁ ବ୍ୟାନ୍ କରାଯାଇଛି । ଏହାସହ ୪୮ଘଂଟା ମଧ୍ୟରେ ଜବାବ ରଖିବାକୁ କୁହଯାଇଛି । ଟିକ୍ଟକ୍ର ଭାରତ ମୁଖ୍ୟ…

ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି । ଯାତ୍ରାରେ ସାମିଲ ହେବେ କୋଭିଡ-ଟେଷ୍ଟରେ ନେଗେଟିଭ…

କନକ ବ୍ୟୁରୋ: ଫେରିବେ ଜଗାବଳିଆ । ଆସନ୍ତାକାଲି ବାହୁଡାଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଡପମଣ୍ଡପରେ ସନ୍ଧ୍ୟା ଦର୍ଶନ ନୀତି ଚାଲିଛି । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଏଥର ରଥଯାତ୍ରା ହେଉଛି । ସବୁ ସେବାୟତ ଓ ସୁରକ୍ଷା ଅଧିକାରୀଙ୍କ କରୋନା ଟେଷ୍ଟ କରାଯାଇଛି ।…

ଚାଇନା ଆପ୍ ଟିକଟକ୍ ବ୍ୟାନ ପରେ ଓଡିଆ ଯୁବକଙ୍କ ବିକଳ୍ପ ଆପ୍ ହେଲା ଲୋକପ୍ରିୟ । ଅନ୍ୟ ୨ ଯୁବକଙ୍କ ସହ ମିଶି ଚିଙ୍ଗାରି…

କନକ ବ୍ୟୁରୋ : ଚୀନ ବିରୋଧରେ ଭାରତର ଡିଜିଟାଲ ଏୟାରଷ୍ଟ୍ରାଇକ । ଟିକଟକ୍ ସହ ମୋଟ ୫୯ଟି ଚୀନ ଆପ୍ଲିକେସନ୍ ବ୍ୟାନ କରିଛନ୍ତି ଭାରତ ସରକାର । ଅନେକ ଦିନ ଧରି ଭାରତ ଚୀନ ସୀମା ବିବାଦ ଜାରି ରହିଥିିବା ବେଳେ ଚୀନି ସାମଗ୍ରୀ ଏବଂ ଆପ୍ଲିକେସନ ବନ୍ଦ କରିବା ନେଇ କ୍ୟାମ୍ପେନ ଆରମ୍ଭ ହୋଇଥିଲା । ଏବେ…

ଭାରତୀୟ ସେନାକୁ ଧନ୍ୟବାଦ ଦେଲା ତିବ୍ୱତ୍ : ଚୀନ୍ ବାଣିଜ୍ୟ ଦୂତାବାସ ଆଗରେ ତିବ୍ୱତ୍ ଯୁବ କଂଗ୍ରେସର ପ୍ରଦର୍ଶନ , ଭାରତ…

ଭାରତ-ଚୀନ୍ ଭିତରେ ଚାଲିଥିବା ସଂଘର୍ଷ ଭିତରେ କାନାଡ଼ାର ଏକ ତିବ୍ୱତ୍ ସମୁହ ଚୀନ୍ ବିରୁଦ୍ଧରେ ପ୍ରଦର୍ଶନ କରିଛି । ଚୀନ୍ ବିରୁଦ୍ଧରେ ପ୍ରଦର୍ଶନ କରି ଭାରତୀୟ ସେନାକୁ ସମର୍ଥନ କରିଛି ଏହି ସମୁହ । ଟରୋଣ୍ଟୋରେ ଆୟୋଜିତ ଏହି ପ୍ରଦର୍ଶନରେ ତିବ୍ୱତ୍ ଯୁବ କଂଗ୍ରେସ ଭାରତୀୟ ସେନାକୁ ଧନ୍ୟବାଦ…