Daily Archives

June 28, 2020

ଶୁଣିଲେନି ପ୍ରଶାସନ, ନିଜ ଗାଁ ରାସ୍ତା ନିର୍ମାଣ କରିଦେଲେ ଗ୍ରାମବାସୀ । କରୋନା କଟକଣା ସମୟର ସମ୍ପୂର୍ଣ୍ଣ  ସଦୁପଯୋଗ…

କନକ ବ୍ୟୁରୋ: ତାଲାବନ୍ଦ ସମୟରେ ସମସ୍ତେ ଏବେ ପ୍ରାୟ ଘରେ ରହୁଛନ୍ତି । ବାହାରକୁ ଯିବାରେ କଟକଣା କାରଣରୁ ଘରେ ବସିବା ଛଡା ଅନ୍ୟ ବାଟ ବି ନାହିଁ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ କିଛି ଗ୍ରାମବାସୀ ଏହି ସମୟକୁ ଉପଯୋଗ କରିଛନ୍ତି ରାସ୍ତା ତିଆରିରେ । ପ୍ରଶାସନକୁ ଗୁହାରି କରି କରି କେହି…

ନବେ ବର୍ଷର ନାଥ ମଉସା । ବୟସର ଅପରାହ୍ଣରେ ବି ବୃତ୍ତିକୁ ଜାବୁଡି ଧରିଛନ୍ତି । ଖେଳନାଠୁ ସ୍ନୋ ପାଉଡର, କାନ୍ଧରେ…

କନକ ବ୍ୟୁରୋ: ମୁଣ୍ଡରେ ଗାମୁଛା, ଦେହରେ ଧୋତି ପାଇଜାମା ଆଉ ହାତରେ ବାଉଁଶ ବାଡିରେ ଗୋଟେ ଛୋଟ ଦୋକାନ ମୁଣ୍ଡେଇ ଗାଁ ଗାଁ, ସାହି ସାହି, ସହରର ଗଳିକନ୍ଦି ବୁଲି ବୁଲି ବେପାର କରନ୍ତି ଏ ବୃଦ୍ଧ ଜଣଙ୍କ । ନାଁ ନାଥ ସାହୁ । ବୟସ ପାଖାପାଖି ୯୦ ହେବ । କିନ୍ତୁ ବୟସର ଅପରାହ୍ଣରେ ବି ହାରି…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ୧୩୭ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୪ ହଜାର ୭୪୩କୁ ବୃଦ୍ଧି ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ୯୭ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୯ ଜଣ, କଟକ ଜିଲ୍ଲାରୁ ୨୨ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୩ ଜଣ, ଯାଜପୁର ଜିଲ୍ଲାରୁ…

ଏକାଠି ଜନ୍ମ, ଏକାଠି ମୃତ୍ୟୁ । ମାଆ ଗର୍ଭରୁ ସାଙ୍ଗ ହୋଇ ଆସିଥିଲେ, ଶ୍ମଶାନକୁ ବି ସାଙ୍ଗ ହୋଇ ଚାଲିଗଲେ । ମାଆ ବିଷ ପିଇ…

କନକ ବ୍ୟୁରୋ: ଏକାଠି ଜନ୍ମ, ଏକାଠି ମୃତ୍ୟୁ । ସାଙ୍ଗ ହୋଇ ଆସିଥିଲେ, ସାଙ୍ଗ ହୋଇ ଚାଲିଗଲେ । ସ୍ନେହ ମମତାର ମୂଲ ଦେବାକୁ ବିଷ ପିଇଦେଲେ ଦୁଇ ଭାଇ । ଆତ୍ମହତ୍ୟାର ଅଫେରା ପଥରେ ମାଆ ଚାଲିଯିବା ପରେ ପିଲା ବାଛିନେଇଥିଲେ ସେହି ବାଟ । ବାସ୍ ! ତାପରେ ଗାଁ ମଶାଣୀରେ ଏକାଠି ଜଳିଛି ମାଆ ସହ ଦୁଇ…

କରୋନାକୁ ନେଇ ଏମ୍ସ ପୂର୍ବତନ ନିର୍ଦ୍ଦେଶକଙ୍କ ବଡ଼ ବୟାନ । କହିଲେ, ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଲାଗୁଛି…

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର । ଦେଶ ଓ ରାଜ୍ୟରେ ଏବେ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଏବେ ଯେଭଳି ଭାବରେ ଆକ୍ରାନ୍ତ ସଂଖ୍ୟା ବଢୁଛି ଜଣାପଡୁଛି ଗୋଷ୍ଠୀ ସଂକ୍ରମଣ ହୋଇପାରେ । ତେଣୁ…

ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୬ କରୋନା ପଜିଟିଭ୍ ଚିହ୍ନଟ । ବିଏମସି ଜାରି କଲା ଆକ୍ରାନ୍ତଙ୍କ ତଥ୍ୟ, ଜାଖନ୍ତୁ କେଉଁ…

କନକ ବ୍ୟୁରୋ: ଆଜି ଆସିଥିବା ନୂଆ ସଂକ୍ରମିତ ତାଲିକାରେ ଖୋର୍ଦ୍ଧା ଜିଲ୍ଲାରୁ ରହିଛନ୍ତି ୧୫ ଜଣ ଆକ୍ରାନ୍ତ । ତେବେ ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ଅଛନ୍ତି ୬ ଜଣ ଆକ୍ରାନ୍ତ । ୩ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ଅନ୍ୟ ୩ ଜଣ ସ୍ଥାନୀୟ ଅଂଚଳରୁ । ସଂଗରୋଧ କେନ୍ଦ୍ରରୁ ଆକ୍ରାନ୍ତ ୩ ଜଣ…