Daily Archives

June 23, 2020

ବିଶ୍ୱ ଦେଖିଲା ‘ଶ୍ରୀକ୍ଷେତ୍ର’ ଶୃଙ୍ଖଳା । ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଆରମ୍ଭ ହୋଇଥିଲା ମିଶନ ରଥଯାତ୍ରା, ସଟଡାଉନ୍…

କନକ ବ୍ୟୁରୋ : ମାତ୍ର ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ଏହି ବିଶ୍ୱପ୍ରସିଦ୍ଧ ଯାତ୍ରା ପାଇଁ ଆରମ୍ଭ ହୋଇଯାଇଥିଲା ମିଶନ । ପୁରା ପ୍ରଶାସନ ଓ ସରକାର ଲାଗି ପଡିଥିଲେ ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ପାଇଁ । ସାରା ସହରକୁ ସଟଡାଉନ୍ କରିଦିଆଯାଇଥିଲା । ଏବଂ…

ଇତିହାସ ଯୋଡ଼ିଲା ଐତିହାସିକ ରଥଯାତ୍ରା । ବଡ଼ଦାଣ୍ଡରେ ଲେଖା ହେଲା ବିଜ୍ଞାନ ଓ ବିଶ୍ୱାସର ନୂଆ କାହାଣୀ । କରୋନା କଟକଣା…

କନକ ବ୍ୟୁରୋ: ଆଜିର ପୁରୀ ରଥଯାତ୍ରା, ବିଜ୍ଞାନ ଓ ବିଶ୍ୱାସ ଭିତରେ ଏକ ସମନ୍ୱୟର କାହାଣୀ କୁହେ । କଟକଣା ଭିତରେ କିଭଳି ଭଗବାନ ବି ସାମାଜିକ ଦୂରତା ମାନିଲେ ତାହାର ଏକ ଉଦାହରଣ ଏବଂ ବାର୍ତ୍ତା ବଡ଼ ଦାଣ୍ଡରେ ଦେଖିବାକୁ ମିଳିଲା । ଆଜି ଶ୍ରୀମନ୍ଦିର ସେବାୟତମାନେ ମୁହଁରେ ମାସ୍କ ପିନ୍ଧିଥିଲେ,…

ଶରଧାବାଲିରେ ତିନି ରଥ । ଲୀଳାଖେଳା କରି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୁଢ଼ ତିନି ଠାକୁର ।

କନକ ବ୍ୟୁରୋ: ଶରଧାବାଲି ଲାଗିଲା ତିନି ରଥ । ପ୍ରଥମେ ତାଳଧ୍ୱଜ ଓ ଦେବଦଳନ ରଥ ପହଁଚିବାପର ପଛରେ ପହଁଚିଲେ ନନ୍ଦିଘୋଷେ ବିରାଜିତ କାଳିଆ ସାଆନ୍ତେ । ଲୀଳାମୟଙ୍କ କଳାଠାକୁର ଲୀଳାଖେଳା କରି ବିନାଭକ୍ତରେ ଗୁଣ୍ଡିଚା ମନ୍ଦିରରେ ପହଁଚିଲେ ରଥାରୁଢ଼ ତିନି ଠାକୁର । ତେବେ କରୋନା କଟକଣା ଭିତରେ ବି…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ସୁସ୍ଥ ହେଲେ ୧୨୫ ଆକ୍ରାନ୍ତ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩ ହଜାର…

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନାରୁ ଏକାଥରେ ସୁସ୍ଥ ହେଲେ ୧୨୫ ଆକ୍ରାନ୍ତ । ତେବେ ନୂଆ ସୁସ୍ଥଙ୍କ ମଧ୍ୟରେ... ଖୋର୍ଦ୍ଧାରୁ ୩୩, ପୁରୀରୁ ୧୭, କଟକରୁ ୧୪, ମୟୂରଭଞ୍ଜରୁ ୧୩, ଗଞ୍ଜାମରୁ ୧୦, କେନ୍ଦୁଝରରୁ ୯, ଯାଜପୁରରୁ ୮, ନୂଆପଡ଼ାରୁ ୬, କେନ୍ଦ୍ରାପଡ଼ା ଏବଂ…

ଶରଧାବାଲିରେ ପହଁଚିଲେ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା । ପଛେ ଝୁଲି ଝୁଲି ଆସୁଛନ୍ତି କାଳିଆ ଗୋସେଇଁ…

କନକ ବ୍ୟୁରୋ: ଶରଧାବାଲି ଲାଗିଲା ତାଳଧ୍ୱଜ ଓ ଦେବଦଳନ ରଥ । ପ୍ରଥମେ ସୁରୁଖୁରୁରେ ଶରଧାବାଲିରେ ବଡ଼ ଭାଇ ବଳଭଦ୍ର ପହଁଚିବା ପରେ ପଛେ ପଛେ ଗେହ୍ଲୀ ଭଉଣୀ ଦର୍ପଦଳନରେ ବିରାଜିତ ହୋଇ ଶରଧାବାଲିରେ ପହଁଚିଛନ୍ତି । ତେବେ କରୋନା କଟକଣା ଭିତରେ ବି ଚାଲିଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା…

ଲାଜକୁ ଗିଳିଲା ଲକଡାଉନ୍ : ତାଲାବନ୍ଦରେ ଶିକ୍ଷକଙ୍କ ଚାକିରୀ ଚାଲିଯିବା ପରେ ପତ୍ନୀଙ୍କ ସହ ଫାଷ୍ଟଫୁଡ୍ ଦୋକାନ କରି…

କରୋନାର ଘଡ଼ିସନ୍ଧି ମୁହୂର୍ତ୍ତରେ ତାଲାବନ୍ଦ ଲୋକଙ୍କ ଜୀବନକୁ ବ୍ୟତିବ୍ୟସ୍ତ କରିପକାଇଛି । ଏହି ସମୟରେ କାହା ହାତରୁ ଚାକିରୀ ଚାଲିଯାଉଛି ତ ଆଉ କିଏ ଡ଼ବଲ୍ ଏମଏ କରି କଦଳୀ ବିକ୍ରି କରୁଛି । ଏହି ତାଲାବନ୍ଦ ଏକ ପୁରୁଣା ଲୋକକଥା “ସବୁ ପେଟ ପାଇଁ ନାଟ”ର ଅର୍ଥକୁ ଭଲଭାବରେ ବୁଝାଇ ଦେଉଛି । ଖାଲି…