Daily Archives

June 20, 2020

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପୁନର୍ବିଚାର ମାମଲା ଲଢ଼ିବେ ସାବରିମାଳା ଓକିଲ । ସେପଟେ ଦ୍ୱନ୍ଦ୍ୱ ଓ ଅନିଶ୍ଚିତତା…

କନକ ବ୍ୟୁରୋ : ଚଳିତବର୍ଷ ରଥଯାତ୍ରା ବନ୍ଦ ରଖିବାକୁ ସୁପ୍ରିମକୋର୍ଟ ରାୟ ଦେବା ପରେ ରାୟର ପୁନର୍ବିଚାର ପାଇଁ ପୁରୀ ଛତିଶାନିଯୋଗ ପକ୍ଷରୁ ପିଟିସନ୍ ଦାଖଲ ହୋଇଛି । ବଡ କଥା ହେଉଛି, ଛତିଶା ନିଯୋଗ ପକ୍ଷରୁ ଲଢିବେ କେରଳ ସାବରିମାଳା ମାମଲା ଲଢିଥିବା ବରିଷ୍ଠ ଆଇନଜୀବୀ ଶୁଭଦତ୍ତ ସୁନ୍ଦରମ ।…

ଲକଡାଉନ୍ କରିଦେଲା ଲୁଟେରା ! ଚାକିରି ହରାଇବା ପରେ କରୁଥିଲେ ଚୋରି, ୩ ବନ୍ଧୁଙ୍କୁ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ : ନୋଭେଲ କରୋନା ଭାଇରସ ବା ଭୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ କାରଣରୁ ନିଜର ଚାକିରି ହରାଇ ଲୁଟେରା ସାଜିଥିବା ୩ ବନ୍ଧୁ ପଞ୍ଜାବ ପୁଲିସ୍‌ ହାତରେ ଗିରଫ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୃଥକ୍‌ ପୃଥକ୍‌ ୬ଟି ଛିନ୍‌ତାଇ ଘଟଣାରେ…

ଆପଣ ଭିନ୍ନକ୍ଷମ ହୁଅନ୍ତୁ ଅବା ନହୁଅନ୍ତୁ…ଡାକ୍ତରୀ ଚେକିଂର ଆବଶ୍ୟକତା ନାହିଁ କି କାହା ପାଖକୁ ଯିବା ଦରକାର…

କନକ ବ୍ୟୁରୋ: ଆପଣ ଭିନ୍ନକ୍ଷମ ହୁଅନ୍ତୁ ଅବା ନହୁଅନ୍ତୁ । ଡାକ୍ତରୀ ଚେକିଂର ଆବଶ୍ୟକତା ନାହିଁ କି କାହା ପାଖକୁ ଯିବା ଦରକାର ନାହିଁ । ପଇସା ଦେଲେ ଘରେ ବସି ପାଇଯିବେ ସାର୍ଟିଫିକେଟ । ଏଭଳି ସଂଗିନ ଅଭିଯୋଗ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲାରେ । ଦଲାଲଙ୍କୁ ଟଙ୍କା ଦେଇ ସାର୍ଟିଫିକେଟ ହାସଲ…

ରାଜ୍ୟରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ: ଆଜି ଏକାଥରେ ଆରୋଗ୍ୟ ହେଲେ ୨୩୭ କରୋନା ରୋଗୀ; କଟକରୁ ସୁସ୍ଥ…

କନକ ବ୍ୟୁରୋ: ଓଡିଶାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୨୩୭ କରୋନା ଆକ୍ରାନ୍ତ । ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କଠାରୁ ଟପିଛି ସୁସ୍ଥ ସଂଖ୍ୟା । ରାଜ୍ୟରେ ଆଜି ସକାଳେ ୧୭୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ଣରେ ଏକାବେଳେ ୨୩୭ ଜଣ ଆକ୍ରାନ୍ତ…

ରଥଯାତ୍ରା ହେବ କି ନାହିଁ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଅପେକ୍ଷା ଭିତରେ ଆଗେଇ ଚାଲିଛି ରଥକାମ । ଏପଟେ ଶ୍ରୀମନ୍ଦିର…

କନକ ବ୍ୟୁରୋ: ଚଳିତ ବର୍ଷ ରଥ ଯାତ୍ରା ହେବ କି ନାହିଁ ସେ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତିକୁ ଅପେକ୍ଷା କରାଯାଇଛି । ରଥ ଯାତ୍ରା ଉପରେ ସୁପ୍ରିମକୋର୍ଟଙ୍କ କଟକଣା ପରେ ରାୟର ପୁନଃବିଚାର ପାଇଁ ଏକାଧିକ ଆବେଦନ ହୋଇଛି । ଏହି ସମସ୍ତ ଆବେଦନର ଶୁଣାଣି ଆସନ୍ତା ସୋମବାର କରିବେ ସୁପ୍ରିମକୋର୍ଟ ।…

କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର କର୍ମଚାରୀଙ୍କୁ କରୋନା: ସଂକ୍ରମଣ ରୋକିବାକୁ ହେଲା ସୀଲ୍, ସଂସ୍ପର୍ଶରେ ଆସିଥିବା…

କନକ ବ୍ୟୁରୋ: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ବ୍ଲଡ୍ ବ୍ୟାଙ୍କକୁ ସିଲ୍ କରାଯାଇଥିବା ବେଳେ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ସଂପୃକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ…