Daily Archives

June 19, 2020

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଘନ ଘନ ବୈଠକ ଜାରି । ପରିଚାଳନା କମିଟି ପରେ ଏବେ ଚାଲିଛି ଛତିଶା ନିଯୋଗ ବୈଠକ ।…

କନକ ବ୍ୟୁରୋ: ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିଥିଲା । କେମିତି ହେବ ମହାପ୍ରଭୁଙ୍କ ରୀତିନୀତି, କଣ କରାଯିବ, ଠାକୁର କେମିତି ଅଣସର ପିଣ୍ଡିରୁ ରତ୍ନବେଦୀକୁ ଯିବେ, ଏସବୁ ଜଟିଳ ପ୍ରସଙ୍ଗରେ ଆଲୋଚନା ଚାଲିଲା । କାରଣ,…

ବଢ଼ିଲା ଅମ୍ବାନିଙ୍କ ସମ୍ପତ୍ତି । ଏବେ ମୁକେଶ ଅମ୍ବାନି ବିଶ୍ୱର ୧୧ ତମ ଏବଂ ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି ।…

କନକ ବ୍ୟୁରୋ: ମୁକେଶ ଅମ୍ବାନୀ ବିଶ୍ୱରେ ୧୧ ତମ, ଏସିଆର ଏକ ନମ୍ବର ଧନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୁଖ୍ୟ ମୁକେଶ ଅମ୍ବାନି ବିଶ୍ୱର ୧୧ତମ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ତାଙ୍କର ମୋଟ ସଂପତ୍ତିର ପରିମାଣ ପ୍ରଥମ ଥର ପାଇଁ ୬୦ ବିଲିୟନ ଡଲାର ଟପିଯାଇଛି । ବ୍ଲୁମ୍ବର୍ଗ ବିଲିୟନେର…

କ’ଣ ଚାହୁଁଛି ଚାଇନା? ଭାରତକୁ ତ୍ରୁଟିପୂର୍ଣ୍ଣ ଟେଷ୍ଟିଂ କିଟ୍ ଦେଉଥିବା ଅଭିଯୋଗ ଆଣିଲେ, ଚାଇନାକୁ ଚାଇନା ମାଲ୍…

କନକ ବ୍ୟୁରୋ: ପୁଣି ଚାଲୁ ପଡ଼ିଲା କି ଚାଇନା ମାଲ୍? ଭିତରେ ଭିତରେ ଚାଲ୍ ଖେଳୁଛି ଚୀନ୍? କରୋନା ମହାମାରୀ ବେଳେ ଚାଇନା ନାଁରେ ଆସିଲା ସାଂଘାତିକ ଅଭିଯୋଗ । କରୋନା ଭାଇରସ୍‌ ଟେଷ୍ଟିଂ ପାଇଁ ଚୀନରୁ ଆସୁଥିବା ଟେ‌ଷ୍ଟିଂ କିଟ୍‌ରେ ତ୍ରୁଟି ରହୁଛି ବୋଲି ଅଭି‌ଯୋଗ ହୋଇଛି । ତାମିଲନାଡୁର ସରକାର…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । କରୋନାରୁ ଏକାଥରେ ୧୫୩ ସୁସ୍ଥ, ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩ ହଜାର ୨୦୦କୁ ବୃଦ୍ଧି । 

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । କରୋନାରୁ ଏକାଥରେ ୧୫୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କ ମଧ୍ୟରେ...କଟକରୁ ୪୩, ଜଗତସିଂହପୁରରୁ ୨୧, କନ୍ଧମାଳରୁ ୧୮, ଖୋର୍ଦ୍ଧାରୁ ୧୨, ଭଦ୍ରକରୁ ୧୧, ଗଜପତିରୁ ୯ ଏବଂ କଳାହାଣ୍ଡିରୁ ୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।…

କାଲି ସୁଦ୍ଧା ସତର୍କ ରୁହ ୧୩ ଜିଲ୍ଲା । କାଳବୈଶାଖୀ ସହ ବଜ୍ରପାତ ବିପଦ ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।…

କନକ ବ୍ୟୁରୋ: ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ ନେଇ ୟେଲୋ ୱାର୍ଣ୍ଣି ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟର ୧୩ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ କୁଆ ବର୍ଷା ହେବାର ପୂର୍ବାନୁମାନ କରିଛି…

ହେବ କି ମହାପ୍ରଭୁଙ୍କ ରଥଯାତ୍ରା ? ଘୋଷଯାତ୍ରା ପ୍ରସଙ୍ଗରେ ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ । କେବଳ ପୁରୀରେ…

କନକ ବ୍ୟୁରୋ: ହେବ କି ପୁରୀ ରଥଯାତ୍ରା ? ମହାପ୍ରଭୁଙ୍କ ରଥଯାତ୍ରା ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟଳୟ ଦେଇଥିବା ରାୟର ପୁନଃବିଚାର ପାଇଁ ଆବେଦନ ହୋଇଛି । ରାୟର ପୁନଃବିଚାର ପାଇଁ ଆବେଦନ କରିଛନ୍ତି ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର । କେବଳ ପୁରୀରେ ଯାତ୍ରା କରାଇବାକୁ ମାମଲାରେ ସେ ଆବେଦନ…