Daily Archives

June 15, 2020

ରଥଯାତ୍ରାକୁ ନେଇ ହାଇକୋର୍ଟରେ କଣ ପକ୍ଷ ରଖିଥିଲେ ରାଜ୍ୟ ସରକାର? କରୋନାକୁ ଦୃଷ୍ଟିରେ ରଖି କେଉଁ ନିଷ୍ପତ୍ତି ନେବେ…

କନକ ବ୍ୟୁରୋ : ରଥଯାତ୍ରାକୁ ଆଉ ମାତ୍ର ୭ ଦିନ । ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରାକୁ ଅନାଇ ବସିଛନ୍ତି କୋଟି କୋଟି ଭକ୍ତ । ଏହାରି ଭିତରେ ରଥଯାତ୍ରାକୁ ନେଇ ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ମାମଲା ପହଁଚିଗଲାଣି । ତେବେ ରଥଯାତ୍ରା ହେବ କି ନାହିଁ ସେନେଇ ସରକାର ଏଯାଏ…

ଅଲବିଦା ସୁଶାନ୍ତ । ପଞ୍ଚଭୂତରେ ଲୀନ ହେଲା ସୁଶାନ୍ତଙ୍କ ପାର୍ଥୀବ ଶରୀର । ଶ୍ମଶାନରେ ଲୁହ ଢାଳି ସମସ୍ତେ ଦେଲେ ଶେଷ…

କନକ ବ୍ୟୁରୋ: ଶେଷଯାତ୍ରାରେ ସୁଶାନ୍ତ । ପଞ୍ଚଭୂତରେ ଲୀନ ହେଲେ ବଲିଉଡର ଖ୍ୟାତନାମା କଳାକାର ସୁଶାନ୍ତ ସିଂ ରାଜପୁତ। ମୁମ୍ବାଇର ଭିଲେପା‌ର୍ଲେ ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ଅନ୍ତିମ ସଂସ୍କାର ପାଇଁ ସୁଶାନ୍ତଙ୍କ ପରିବାର ଲୋକ ପାଟନାରୁ ଆସି ମୁମ୍ବାଇରେ ପହଞ୍ଚିଥିଲେ।…

କାଲିଠୁ ରାଜ୍ୟରେ ସ୍ୱତନ୍ତ୍ର କରୋନା ଅଭିଯାନ ଆରମ୍ଭ: ୧୬ ଜୁନରୁ ୩୧ ଜୁଲାଇ ଯାଏଁ ଘରକୁ ଘର ବୁଲିବେ ଆଶା ଦିଦି ଓ ଏଏନଏମ…

କନକ ବ୍ୟୁରୋ: କାଲିଠୁ ରାଜ୍ୟରେ ଆରମ୍ଭ ହେବ ସ୍ୱତନ୍ତ୍ର କରୋନା ଅଭିଯାନ । ୧୬ ଜୁନରୁ ୩୧ଜୁଲାଇ ପର୍ଯ୍ୟନ୍ତ ସହର ଓ ଗାଁର ସବୁ ଘର ଏବଂ ବସ୍ତି ବୁଲିବେ ଆଶା ଦିଦି ଓ ଏଏନଏମ କର୍ମୀ । ଲକ୍ଷଣ ଥିବା ଲୋକଙ୍କ ପାଖରେ ପହଚିଂ ସେମାନଙ୍କ କରୋନା ପରୀକ୍ଷା କରାଯିବ । ଆଗମୀ ୪ରୁ ୬ ସପ୍ତାହ…

ବାଲେଶ୍ୱର ବସ୍ତାରେ ଚାଂଚଲ୍ୟ : ବଡ ଭାଇକୁ ମାରି ପୋତିଥିଲା ସାନଭାଇ । ତଦନ୍ତ ପାଇଁ ସାତ ଦିନ ପରେ ମାଟି ତଳୁ ପୋଲିସ…

କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ଅଂଚଳରୁ ଆସିଛି ଏକ ଚାଂଚଲ୍ୟକର ଖବର । ବଡ ଭାଇକୁ ମାରି ହତ୍ୟା କରି ପୋତି ଦେଇଥିଲା ସାନ ଭାଇ ।  ତଦନ୍ତ ପାଇଁ ସାତ ଦିନ ପରେ ମାଟି ତଳୁ  ଶବ ବାହାର କଲା ପୋଲିସ ।  ସୂଚନା ଅନୁଯାୟୀ, ସାନ ଭାଇ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିବା ପରେ ବସ୍ତା ପୋଲିସ  ଏବଂ…

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କ ଭଉଣୀଙ୍କୁ ପୋଲିସର ପଚରାଉଚରା: ଭଉଣୀ କହିଲେ, ୬ମାସ ହେଲା ଚାଲିଥିଲା ଡିପ୍ରେସନର…

କନକ ବ୍ୟୁରୋ: ବଲିଉଡର ଦିବଂଗତ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଉଭଣୀଙ୍କୁ ପଚରାଉଚରା କରିଛି ପୋଲିସ ।ସୁଶାନ୍ତ ଅବସାଦଗ୍ରସ୍ତ ଥିଲେ ଏବଂ ତାଙ୍କ ଚିକିତ୍ସା ଚାଲିଥିବା ତାଙ୍କ ଭଉଣୀ ଖୁଲାସା କରିଛନ୍ତି । ତେବେ ଗତ ୬ମାସ ହେଲା ତାଙ୍କର ଚିକିତ୍ସା ଚାଲିଥିଲା ହେଲେ ଗତ କିଛି ଦିନ ହେଲା ସେ ନିୟମିତ…

ଆସିଲେ ୧୪୬, ଗଲେ ୧୪୬: ରାଜ୍ୟରେ ଆଉ ୧୪୬ ଆକ୍ରାନ୍ତ ସୁସ୍ଥ; କଟକରୁ ସର୍ବାଧିକ ୨୬, ଖୋର୍ଦ୍ଧାରୁ ସୁସ୍ଥ ହେଲେ ୨୩ ଜଣ…

କନକ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୪୬ ଜଣ କରୋନା ଆକ୍ରାନ୍ତ । ତେବେ କଟକରେ ସର୍ବାଧିକ ୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଧା ଜିଲ୍ଲାରେ ୨୩ ଜଣ ସଂକ୍ରମିତ କରୋନା ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ସେହିଭଳି ଗଂଜାମରୁ…