Daily Archives

June 14, 2020

ସେପାରିରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଆତ୍ମହତ୍ୟା କରି ହାରିଲେ ଜୀବନ, ମୃତ୍ୟୁର କାରଣ ଅସ୍ପଷ୍ଟ । ଟ୍ୱିଟ୍…

କନକ ବ୍ୟୁରୋ: ଅଭିନେତା ସୁସାନ୍ତ ସିଂ ରାଜପୁତଙ୍କ ଦେହାନ୍ତ । ମୁମ୍ବାଇ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଖବର ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ଆଉ ଏହାକୁ ନେଇ ଟ୍ୱିଟ କରି ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ…

ମାନସିକ ଚାପରୁ ଆତ୍ମହତ୍ୟା ! ୬ ମାସ ଧରି ମାନସିକ ଚାପରେ ଥିଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଗତ ସନ୍ଧ୍ୟାରେ…

କନକ ବ୍ୟୁରୋ: ମାନସିକ ଚାପରେ ଥିଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଗତ ୬ ମାସ ଧରି ଚାପଗ୍ରସ୍ତ ଥିଲେ । ଗତକାଲି ସନ୍ଧ୍ୟାରେ କିଛି ବନ୍ଧୁ ତାଙ୍କ ଘରକୁ ଆସିଥିଲେ । ଘରେ ସାଙ୍ଗଙ୍କ ସହ ଆଲୋଚନା ପରେ ସେମାନେ ଚାଲିଯାଇଥିଲେ ଏବଂ ପରେ ସୁଶାନ୍ତ ସିଂ ଆତ୍ମହତ୍ୟାର ବାଟ ବାଛି ନେଇଥିବା ପୋଲିସ…

ଓଡିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୧୧୪ କରୋନା ଆକ୍ରାନ୍ତ । ସୁନ୍ଦରଗଡରୁ ସର୍ବାଧିକ ୩୦ ସୁସ୍ଥ ।…

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୧୧୪ କରୋନା ଆକ୍ରାନ୍ତ । ଆଜି ରାଜ୍ୟରେ ୧୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଉ ଏହି ସଂଖ୍ୟାକୁ ମିଶାଇ ସମୁଦାୟ ୨୭୦୮ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଜି ସୁସ୍ଥ…

ରାତ୍ରୀ ଜଗୁଆଳି ବାଂଟି ପାରିବେ ନାହିଁ ଆୟୁର୍ବେଦିକ ଔଷଧ: ରାଜ୍ୟ ସରକାରଙ୍କ ନିଷ୍ପତିକୁ ବଦଳାଇଲେ କୋର୍ଟ; କହିଲେ ଯୋଗ୍ୟ…

କନକ ବ୍ୟୁରୋ: କୌଣସି ସାମୟିକ ନିଯୁକ୍ତି ପାଇଥିବା ଝାଡୁଦାର କି ରାତ୍ରି ଜଗୁଆଳିଙ୍କ ଜରିଆରେ ବଂଟାଯାଇପାରିବ ନାହିଁ ଆୟୁର୍ବେଦିକ ଔଷଧ । ସଠିକ୍ ପ୍ରେସକ୍ରିପସନ୍ ଏବଂ ନିର୍ଦ୍ଦିଷ୍ଟ ଭାବରେ ଯୋଗ୍ୟ ଡାକ୍ତରଙ୍କ ଜରିଆରେ ବଂଟନ ହେବ ଔଷଧ । ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟର ପଡି ରହିଥିବା ୮ କୋଟିର…

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା । ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ।

ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା । ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଅଭିନେତା ଆତ୍ମହତ୍ୟା କରିଥିବା ସୂଚନା । ସୁଶାନ୍ତଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ । ମହେନ୍ଦ୍ର ସିଂହ ଧୋନୀଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରି ପ୍ରଶଂସା…

କରୋନା ସଂକ୍ରମଣ ଭିତରେ ହଜିଲା ମାନବିକତା : ମୃତକଙ୍କ ପକେଟରୁ ପର୍ସ , ମୋବାଇଲ୍ ଚୋରୀ କଲେ ମେଡିକାଲ୍ କର୍ତ୍ତୃପକ୍ଷ

କନକ ବ୍ୟୁରୋ : ସାରା ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା । ରୋଗୀଙ୍କ ସଂଖ୍ୟା ଯେଉଁ ପରିମାଣରେ ବଢୁଛି ଠିକ ସେହି ପରିମାଣରେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ତେବେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ସମ୍ପର୍କରେ ଜାଣିଲେ ଆପଣ ବି ତାଜୁବ ହୋଇଯିବେ । ହଜିଯାଉଛି…