Daily Archives

June 12, 2020

ମାସ୍କକୁ ନେଇ ମହାଡ୍ରାମା: ମାସ୍କ ଦୁର୍ନୀତି ଅଭିଯୋଗ ପରେ କୋଭିଡ୍ ସାମଗ୍ରୀ କିଣାରେ ନୂଆ ଅଭିଯୋଗ ଆଣିଲା କଂଗ୍ରେସ ।…

କନକ ବ୍ୟୁରୋ: ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ବିଜେଡି ସଫେଇ ରଖିବା ପରେ ନୂଆ ଅଭିଯୋଗ ଆଣିଛି କଂଗ୍ରେସ । ସେରୋ ମେଡିକାଲ ସଲ୍ୟୁସନ ନାମକ ଭୁବନେଶ୍ୱରର ଏକ ସଂସ୍ଥା ଠାରୁ କିପରି ଚଢ଼ା ଦରରେ ବାଇପାପ୍ ମେସିନ୍ କିଣାଯାଇଥିଲା, ସାମ୍ବାଦିକ ସମ୍ମିଳନୀରେ ଦର୍ଶାଇଛି କଂଗ୍ରେସ ।…

ଢ଼ାବା ପାଇଁ କୋହଳ ହେଲା ଲକଡାଉନ୍ କଟକଣା । ରାତ୍ରିକାଳୀନ କର୍ଫ୍ୟୁରେ ଖୋଲା ରହିବ ହାଇୱେ କଡକୁ଼ ଲାଗି ରହିଥିବା ଢ଼ାବା,…

କନକ ବ୍ୟୁରୋ: କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ରାଜ୍ୟ ସରକାର। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି ଯେ, ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ କଡ଼ରେ ଥିବା ଢାବାଗୁଡ଼ିକ ରାତ୍ରି କର୍ଫ୍ୟୁ…

ରୋଜଗାର ଦେଉଛି ବାୟୋଫ୍ଲକ୍ ମାଛ ଚାଷ । ପୋଖରୀ ନୁହେଁ ପାଣି କୁଣ୍ଡରେ ମାଛ ଚାଷ । ସଙ୍କଟ ସମୟରେ ଚାକିରି ଛାଡ଼ି ଚାଷ…

କନକ ବ୍ୟୁରୋ : ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଲା ବାୟୋଫ୍ଲକ୍ ମାଛ ଚାଷ । କରୋନା କଟକଣା ଭିତରେ ୟୁଟ୍ୟୁବର ସହାୟତା ନେଇ ଜୈବିକ ପ୍ରଣାଳୀରେ ମାଛ ଚାଷ କରୁଛନ୍ତି ଯାଜପୁର ଜିଲ୍ଲାର ଉଚ୍ଚଶିକ୍ଷିତ ଯୁବକ । ସ୍ୱଳ୍ପ ସମୟ ଓ ଅଳ୍ପ ଜାଗାରେ ମାଛଚାଷ କରି ଯୁବଗୋଷ୍ଠୀଙ୍କ ପାଇଁ ଉଦାହରଣ ସାଜିଛନ୍ତି…

ରଜ ପାଇଁ ବଜାରରେ ଲୋକଙ୍କ ପ୍ରବଳ ଗହଳି । ମାନିଲେନି କରୋନା କଟକଣା, ସ୍ଥିତି ଅସମ୍ଭାଳ ପରେ ଆକ୍ସନ ମୋଡକୁ ଆସିଲା…

କନକ ବ୍ୟୁରୋ: ଦିନକ ପରେ ଓଡିଶାର ଗଣପର୍ବ ରଜ । ତେଣୁ ବହୁ ସଂଖ୍ୟାରେ ଲୋକ ଆଜି ବଜାରକୁ ବାହାରି ଆସିଥିଲେ କିଣାକିଣି କରିବା ପାଇଁ । ଆଜି ସରକାର କର୍ଫ୍ୟୁ ବି ରାତି ୧୦ଟା ପର୍ଯ୍ୟନ୍ତ କୋହଳ କରିବା ପାଇଁ ଘୋଷଣା କରିଥିଲେ । କିନ୍ତୁ ରାଜଧାନୀ ଭୁବନେଶ୍ୱରର ମାର୍କେଟ ବିଲ୍ଡିଂର ଦୃଶ୍ୟ ଯାହାକୁ…

ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଲକଡାଉନ ସମୟରେ ପୁଲିସର ସଂଯମ ଓ ମାନବିକତାକୁ କଲେ…

କନକ ବ୍ୟୁରୋ: ପୁଲିସର ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସଂ ମାଧ୍ୟମରେ ପୁଲିିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଂଜର ଡିଆଇଜିଙ୍କ ସହିତ ଆଲୋଚନା କରିଛନ୍ତି । ଲକଡାଉନ ସମୟରେ ପୁଲିସ ସଂଯମ ଓ…

ଦିଲ୍ଲୀରେ କରୋନା ସ୍ଥିତିକୁ ନେଇ ତାଗିଦ କଲେ ସୁପ୍ରିମକୋର୍ଟ । କହିଲେ, ଦିଲ୍ଲୀ ହସ୍ପିଟାଲରେ ଆକ୍ରାନ୍ତଙ୍କ ପାଖରେ…

କନକ ବ୍ୟୁରୋ: ଦିଲ୍ଲୀରେ କୋଭିଡ ରୋଗୀଙ୍କ ମୃତ ଦେହ ପ୍ରତି ଚରମ ଅବହେଳାର ଚିତ୍ର ଆସିଛି । ଏନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ କଡାଭାଷାରେ ସମାଲୋଚନା କରିଛନ୍ତି । ଏମିତିକି ଅଳିଆ ଗଦାରୁ ବି ମୃତଦେହ ମିଳୁଥିବା ନେଇ ସୁପ୍ରିମକୋର୍ଟ ନିଜ ଟିପ୍ପଣୀରେ ଦର୍ଶାଇଛନ୍ତି । କୋଭିଡ ରୋଗୀଙ୍କ…