Daily Archives

June 11, 2020

ବ୍ୟାଙ୍କରୁ ଠକେଇ, ପଛରେ ବାବୁ । ପୁଣି ପିଏନବିରୁ ଆସିଲା ଠକେଇ ଅଭିଯୋଗ । ୩୨ କୋଟିର ଠକେଇ ମାମଲାରେ ସିବିଆଇର ଛାନଭିନ୍…

କନକ ବ୍ୟୁରୋ : ପିଏନବିକୁ ଠକିଦେଲେ ୩୨ କୋଟି । ବ୍ୟାଙ୍କ କର୍ମଚାରୀଙ୍କୁ ଆୟୁଧ କରି ଭୁବନେଶ୍ୱର ଲୁଇସ ରୋଡର ଏକ ସଂସ୍ଥା ବ୍ୟାଙ୍କକୁ ଚୁନା ଲଗାଇଛି । ଅଭିଯୋଗ ପରେ କୋଲକତା, ବିଶାଖପାଟଣା ସମେତ ବିଭିନ୍ନ ସ୍ଥାନରେ ତନାଘନା ଆରମ୍ଭ କରିଛି ସିବିଆଇ । ସଂସ୍ଥା ମୁଖ୍ୟ ଓ ବ୍ୟାଙ୍କ ମହାପ୍ରବନ୍ଧକଙ୍କ…

୨୬ ମେ’ରୁ ୧୧ ଜୁନ୍ : ସଂକ୍ରମଣ ବଢିଛି ୨ ଗୁଣ, ସୁସ୍ଥ ହୋଇଛନ୍ତି ୩ ଗୁଣ । ସୁବ୍ରତଙ୍କ ପରାମର୍ଶ, ରଜରେ ଘରକୁ ଆନନ୍ଦ…

କନକ ବ୍ୟୁରୋ : ପୂରା ଦେଶରେ କାୟା ମେଲାଉଛି କରୋନା । ସଂକ୍ରମିତ ଦେଶ ତାଲିକାରେ ୫ ସ୍ଥାନରେ ପହଞ୍ଚିଲାଣି ଭାରତ । ଖାସକରି ଗତ ୭ ଦିନ ହେବ ଦେଶରେ ଦୈନିକ ହାରାହାରି ୧୦ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରିକି ଏଥିରେ ଭାରତ ଋଷ ଓ ବିଟ୍ରେନକୁ ମଧ୍ୟ ଟପିଗଲାଣି । ତେଣୁ ଆଗକୁ ଆହୁରି…

ସତର୍କତା ସହ ରଜ ପାଳନ ପାଇଁ ପରାମର୍ଶ ଦେଲେ ରାଜ୍ୟ କୋଭିଡ-ମୁଖପାତ୍ର : ରଜ ବଜାରରେ ସାମାଜିକ ଦୂରତା ରକ୍ଷା କରନ୍ତୁ ଉଭୟ…

କନକ ବ୍ୟୁରୋ : ଆଗକୁ ଅଛି ଓଡିଆଙ୍କ ସବୁଠାରୁ ବଡ ପର୍ବ ରଜ । ରବିବାର ଠାରୁ ଆରମ୍ଭ ହେବାକୁ ଥିବା ରଜ ପର୍ବକୁ ସତର୍କତା ସହ ପାଳନ ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ କୋଭିଡ-୧୯ ମୁଖପାତ୍ର । ସୁବ୍ରତ ବାଗଚି କହିଛନ୍ତି, ରଜ ପାଳନ କରନ୍ତୁ ହେଲେ ଖୁବ୍ ସାବଧାନତାର ସହ । ମା' ବସୁଧା ଓ ସମଗ୍ର ନାରୀ…

ରାଉରକେଲା ଶୋଭାଯାତ୍ରା, ଡେରିରେ ଭାଙ୍ଗିଲା ପୋଲିସ ନିଦ । ୫୦୦ରୁ ଅଧିକ ଲୋକଙ୍କ ନାଁରେ ରୁଜୁ ହେଲା ମାମଲା । ଟ୍ୱିଟ…

କନକ ବ୍ୟୁରୋ : ରାଉରକେଲା ଶବ ଶୋଭାଯାତ୍ରାରେ କୋଭିଡ ନିୟମ ଉଂଲଘନ ଘଟଣାରେ ୫୦୦ରୁ ଅଧିକ ଜଣଙ୍କ ନାଁରେ ମାମଲା । ନିୟମଭଙ୍ଗ କାରୀଙ୍କ ବିରୋଧରେ ଲାଗିଛି ମହାମାରୀ ଆଇନ । ଟୁଇଟ କରି ଏନେଇ ରାଉରକେଲା ଏସପି ସୂଚନା ଦେଇଛନ୍ତି । ଗତାକଲି ଏନେଇ ଖବର ପ୍ରସାରଣ ପରେ ଆଜି ଏସପି ୫୦୦ରୁ ଅଧିକ ଜଣଙ୍କ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨ କରୋନା ଆକ୍ରାନ୍ତ । ମୋଟ ସୁସ୍ଥଙ୍କ ସଂଖ୍ୟା ୨୩୫୪ ରେ ପହଞ୍ଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ…

କନକ ବ୍ୟୁରୋ : ରାଜ୍ୟରେ ଆଜି  ୭୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୨୩୫୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ସୁସ୍ଥ ହୋଇଥିବା ୭୨ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୧୭ଜଣ, ସୋନପୁରରୁ ୯ଜଣ, ବଲାଙ୍ଗୀରରୁ ୭ଜଣ, ଜଗତସିଂହପୁରରୁ…

ପୁଣି ବାତିଲ ହେଲା ଡିଏଲ ଓ ଏଲଏଲ ସ୍ଲଟ ବୁକିଂ । ସ୍ଲଟ ବୁକିଂ ତାରିଖ ବାତିଲ କଲେ ରାଜ୍ୟ ସରକାର । ବର୍ତ୍ତମାନ ଆରଟିଓ ନ…

କନକ ବ୍ୟୁରୋ : କରୋନା କଟକଣା ପରେ ପୁଣି ଆରମ୍ଭ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଲଟ ବାତିଲ ହେଲା । ଗହଳି ପାଇଁ ଡିଏଲ ଓ ଏଲଏଲ ସ୍ଲଟ ବାତିଲ କରିଛନ୍ତି ସରକାର । ଏନେଇ ସାନି ବିଜ୍ଞପ୍ତି ଜାରି କରିବେ ରାଜ୍ୟ ସରକାର । ଡିଏଲ ପାଇଁ ଟେଷ୍ଟ ସମେତ ଲାଇସେନ୍ସ ସମ୍ପର୍କିତ ଅନ୍ୟ କାମ ବି…