Daily Archives

June 10, 2020

ଆକ୍ରାନ୍ତ ତୁଳନାରେ ବଢୁଛି ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା । ଗତ ୫ ଦିନରେ ଆକ୍ରାନ୍ତ ହୋଇଛନ୍ତି ୬୪୨ ଜଣ, ହେଲେ ସୁସ୍ଥ…

କନକ ବ୍ୟୁରୋ : ଗୋଟିଏ ପଟେ ମହାମାରୀ କରୋନାର ଭୟ , ଆଉ ଗୋଟିଏ ପଟେ କରୋନା ରୋଗରୁ ସୁସ୍ଥ ହେଉଥିବାର ଏ ହେଉଛି ତାଲିକା । ଗତ ୬ ତାରିଖରୁ ୧୦ ତାରିଖର ଏକ ତୁଳନାତ୍ମକ ଚିତ୍ରକୁ ଭଲଭାବରେ ଦେଖନ୍ତୁ । କେତେ ଜଣ ଆକ୍ରାନ୍ତ ହେଉଛନ୍ତି ଆଉ କେତେଜଣ ସୁସ୍ଥ ହେଉଛନ୍ତି । ଅବଶ୍ୟ ଇଣ୍ଡିଆନ କାଉନସିଲ ଅଫ୍…

ରଥଯାତ୍ରା ପ୍ରସ୍ତୁତି ନେଇ ନିଯୋଗମାନଙ୍କ ସହ ଆଲୋଚନା କଲା ମନ୍ଦିର ପ୍ରଶାସନ । ପହଣ୍ଡି, ରଥ ଟଣା ଆଲୋଚନା ସହ ନୀତି…

କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ହାଇକୋର୍ଟ, ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତି ଛାଡିବା ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଯାତ୍ରା ନେଇ ଅଂଟା ଭିଡିଛି ଶ୍ରୀମନ୍ଦିର ପ୍ରଶାସନ । ବୁଧବାର ଦଇତାପତି ନିଯୋଗ ସହ ଆଲୋଚନା କରି ରଥଯାତ୍ରାର ନୀତି ନିର୍ଘଂଟ ପ୍ରସ୍ତୁତ କରିବାକୁ…

ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି । କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜଭବନ…

କନକ ବ୍ୟୁରୋ : ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ଆହୁରି ୩ ମାସ ବୃଦ୍ଧି କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଜୁଲାଇ ଓ ଅଗଷ୍ଟରେ ଅବଧି ଶେଷ…

କରୋନା ସଂକ୍ରମଣ ସମୟରେ ଭୁଲି ଗଲେ ସାମାଜିକ ଦୂରତା । ରାଉରକେଲାରେ ଶବ ଶୋଭାଯାତ୍ରାରେ ଦେଖିବାକୁ ମିଳିଲା ଜନସମୂଦ୍ର ,…

କନକ ବ୍ୟୁରୋ : ଷ୍ଟିଲ୍ ସିଟି ରାଉରକେଲାର ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯେତେବେଳେ କରୋନା ମହାମାରୀ ତାର କାୟା ମେଲି ଚାଲିଛି, ଏବଂ ଓଡିଶାରେ ପ୍ରତ୍ୟେକ ଦିନ ଶହେ କିମ୍ବା ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି , ସେତେବେଳେ ରାଉରକେଲାରେ ହଜାର ହଜାର ଲୋକ ଶବ ଶୋଭାଯାତ୍ରାରେ…

ଦିଲ୍ଲୀ ଉପରାଜ୍ୟପାଳଙ୍କ କଡା ନିର୍ଦ୍ଦେଶ । ଏଣିକି ଦିଲ୍ଲୀ ଡାକ୍ତରଖାନାରେ ଶଯ୍ୟା ଓ କଠୋରୀ ଚାର୍ଜ ସମ୍ପର୍କରେ ଦିଆଯିବ…

କନକ ବ୍ୟୁରୋ : ଦିଲ୍ଲୀର ସମସ୍ତ ପ୍ରମୁଖ ଡାକ୍ତରଖାନା, କ୍ଲିନିକ୍ ଏବଂ ନର୍ସିଂହୋମରେ ଶଯ୍ୟାର ଉପଲବ୍ଧତା ସହ ରୁମ୍ ଚାର୍ଜ ବିଷୟରେ ଏଲଇଡି ବୋର୍ଡରେ ସେମାନଙ୍କ ପ୍ରତିଷ୍ଠାନ ବାହାରେ ପ୍ରଦର୍ଶିତ କରିବାକୁ ପଡିବ | ଜନସାଧାରଣଙ୍କ ସୁବିଧା ପାଇଁ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ବୈଜଲ୍‌ ଏଭଳି…

ମହାରାଷ୍ଟ୍ରରେ ହୋଇନାହିଁ ଗୋଷ୍ଠୀ ସଂକ୍ରମଣ । ପ୍ରଚାରିତ ଖବରକୁ ଅସ୍ୱୀକାର କଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଏବେ ୯୦,୦୦୦ ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଥିବା ବେଳେ ଏହା ଦେଶର ସବୁଠାରୁ ବଡ ହଟସ୍ପଟ୍ ପାଲଟିଛି | ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମହାରାଷ୍ଟ୍ରରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି | ତେବେ ଏହାକୁ ମହାରାଷ୍ଟ୍ର…