Daily Archives

June 9, 2020

ମାସ୍କ କିଣା ଦୁର୍ନୀତି ଅଭିଯୋଗ ଉପରେ ସରକାରଙ୍କୁ ଘେରିଲେ ପିସିସି ସଭାପତି । କହିଲେ, ମହାମାରୀରେ ହୋଇଛି ମହାଦୁର୍ନୀତି,…

କନକ ବ୍ୟୁରୋ : ମହାମାରୀ କରୋନା ସମୟରେ ରାଜ୍ୟରେ ମହାଦୁର୍ନୀତି ହୋଇଛି । କୋଭିଡ୍ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ଆଜି ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତି କହିଛନ୍ତି, ସରକାର ଜାଣିଶୁଣି ବେସରକାରୀ ସଂସ୍ଥାଠାରୁ ଅଧିକ ଦରରେ ସାମଗ୍ରୀ…

କରୋନା ବଢୁଛି ଦ୍ରୁତ ଗତିରେ । ପ୍ରଥମ ୧ହଜାର ଆକ୍ରାନ୍ତଙ୍କ ପାଇଁ ଲାଗିଥିଲା ୬୪ଦିନ, ହେଲେ ୮ଦିନରେ ବଢିଲା ତୃତୀୟ ୧…

କନକ ବ୍ୟୁରୋ : ଓଡିଶାରେ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । କିନ୍ତୁ ଏହାର ସେଭଳି ପ୍ରଭାବ ନାହିଁ । ଆଜି ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଯାଇଛି । ପ୍ରଥମ ୧ ହଜାର ସଂକ୍ରମଣ ପାଇଁ ୬୪ ଦିନ ଲାଗିଲା, ଦ୍ୱିତୀୟ ୧ ହଜାର ସଂକ୍ରମଣ ପାଇଁ ୧୨ ଦିନ ଲାଗିଲା ଏବଂ ତୃତୀୟ ୧ ହଜାର…

ରଥଯାତ୍ରା ବନ୍ଦ କରିବାକୁ ଆବେଦନ ଉପରେ ଶୁଣାଣି କଲେ ହାଇକୋର୍ଟ । କହିଲେ, ସ୍ଥିତି ଦେଖି ନିଷ୍ପତି ନିଅନ୍ତୁ ରାଜ୍ୟ…

କନକ ବ୍ୟୁରୋ: ବିନା ଭକ୍ତରେ ସ୍ନାନଯାତ୍ରା ସରିବା ପରେ ରଥଯାତ୍ରାକୁ ନେଇ ସମ୍ଭାବନା ବଢୁଛି । ତେବେ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି ହାଇକୋର୍ଟ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ମାନି ସେତେବେଳର ସ୍ଥିତିକୁ ଦେଖି ସରକାର ରଥଯାତ୍ରା ନେଇ…

ଭାଙ୍ଗିଯିବ କି ଟ୍ରମ୍ପଙ୍କ ଆଶା? ବିକ୍ଷୋଭ ବଢୁଛି, ଲୋକପ୍ରିୟତା କମୁଛି । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଭୋଟ ଦେବାକୁ…

ପୂରା ବିଶ୍ୱ କରୋନା ଲଢେଇ ଲଢୁଥିବା ବେଳେ ଚଳିତବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ତେବେ ଏହି ନିର୍ବାଚନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତା ବଢାଇଦେଇଛି । କାରଣ ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବାକୁ ଟ୍ରମ୍ପ ଯେଉଁ ସ୍ୱପ୍ନ…

ଓଡ଼ିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେଙ୍କୁ କରୋନା । ରିପୋର୍ଟ ପଜେଟିଭ୍ ଆସିବା ପରେ ସଙ୍ଗରୋଧରେ ରହିଥିବା ସୂଚନା ।

କନକ ବ୍ୟୁରୋ: ଓଡ଼ିଶା କ୍ୟାଡରର ଆଇଏଏସଙ୍କୁ କରୋନା । କେନ୍ଦ୍ରୀୟ ଡେପୁଟେସନରେ କେନ୍ଦ୍ର ପୁଞ୍ଜି ପ୍ରତ୍ୟାହାର ବିଭାଗର ସଚିବ ଥିବା ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ତୁହିନ୍ କାନ୍ତ ପାଣ୍ଡେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସେ ନିଜ ଘରେ…

ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କୋଭିଡ ପଜିଟିଭ । ସିନ୍ଧିଆଙ୍କ ସହ ତାଙ୍କ ମା’ଦେହରେ ମିଳିଲା କରୋନା ଭୂତାଣୁ,…

କନକ ବ୍ୟୁରୋ: କରୋନା ଆକ୍ରାନ୍ତ ହେଲେ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । ବିଜେପି ନେତା ତଥା ପୂର୍ବ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମା’ଙ୍କର କରୋନା ପଜିଟିଭ ଆସିଛି । ଦୁଇ ଜଣଙ୍କୁ ଦିଲ୍ଲୀ ମ୍ୟାକ୍ସ ହସ୍ପିଟାଲରେ ଭର୍ତି କରାଯାଇଛି । ତାଙ୍କ ଗଳାରେ ସଂକ୍ରମଣ…