Daily Archives

June 8, 2020

ମଝି ଆକାଶରେ ଘଟିଲା ଦୁର୍ଘଟଣା । କାମାକ୍ଷାନଗର ଏୟାରଷ୍ଟ୍ରିପରେ ପ୍ରଶିକ୍ଷଣ ଚାଲୁଥିବା ବେଳେ ଶହେ ଫୁଟ ତଳକୁ ଖସିଲା…

କନକ ବ୍ୟୁରୋ : ଆଜି ସକାଳୁ ସକାଳୁ ଆସିଥିଲା ବିମାନ ଦୁର୍ଘଟଣାର ବଡ ଖବର । ଢେଙ୍କାନାଳ ଜିଲ୍ଲା ବିରାଶାଳ ଏୟାରଷ୍ଟ୍ରିପରେ ପ୍ରଶିକ୍ଷଣ ନେବା ବେଳେ ଏକ ଏୟାରକ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ବିମାନରେ ଥିବା ପ୍ରଶିକ୍ଷକଙ୍କ ସହ ପ୍ରଶିକ୍ଷଣ ନେଉଥିବା ମହିଳା ଟ୍ରେନି ପାଇଲଟଙ୍କ…

ହାରୁଛି କରୋନା ଜିତୁଛି ମଣିଷ । ଦ୍ରୁତ ବେଗରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ, ଜାଣନ୍ତୁ କରୋନା ଆକ୍ରାନ୍ତଙ୍କୁ…

କନକ ବ୍ୟୁରୋ : ବେଶ କିଛି ଦିନ ହେଲା କରୋନାରୁ ଦ୍ରୁତ ବେଗରେ ଆକ୍ରାନ୍ତ ସୁସ୍ଥ ହେଉଥିବା ଖବର ଗଣମାଧ୍ୟମର ଶିରୋନାମା ମଣ୍ଡନ କରୁଛି । କେବେ କେବେ ଆକ୍ରାନ୍ତଙ୍କ ଠାରୁ ସୁସ୍ଥ ହେବା ସଂଖ୍ୟା ଅଧିକ ରହୁଛି । ଏବେ ଯାଏଁ ୨ହଜାର ୯୯୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧ ହଜାର ୯୯୩…

ଠିକଣା ପଚାରିବା ବାହାନାରେ ଲୁଟ୍ । ବାଲିପାଟଣାରେ ବୃଦ୍ଧାଙ୍କଠାରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ । ସେପଟେ…

କନକ ବ୍ୟୁରୋ : କରୋନା କଟକଣା ଯୋଗୁଁ ସାରା ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଜଧାନୀର ଛକ ଛକରେ ପୁଲିସ ଜଗିଛି । ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି । ହେଲେ ରାଜଧାନୀ ନିକଟ ବାଲିପାଟଣା ଓ କଟକରେ ଲକଡାଉନ ଲୁଟେରା ମାତିଛନ୍ତି । ଦିନ ଦ୍ୱିପହରରେ ବାଲିପାଟଣା ଅଂଚଳରେ…

ମାସ୍କକୁ ନେଇ ମୁହାଁମୁହିଁ । ଅପରାଜିତାଙ୍କ ଅଭିଯୋଗ, ନିର୍ଦ୍ଦିଷ୍ଟ ରାଜ୍ୟରୁ କିଣା ଯାଇଛି ମାସ୍କ, ବିଜେଡି କହିଲା ମିଛ…

କନକ ବ୍ୟୁରୋ : ମାସ୍କ କିଣାରେ ଦୁର୍ନୀତି ପ୍ରସଙ୍ଗ ଥମିବାର ନା ନେଉନାହିଁ । କରୋନା ମୁକାବିଲା ବେଳେ ମାସ୍କ କିଣାରେ ଅନିୟମିତତାର ଅଭିଯୋଗକୁ ନେଇ ଶାସକ ଦଳକୁ ଘେରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଭୁବନେଶ୍ୱରରେ ଏକ ଫ୍ଲାଏ ଓଭରର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଅପରାଜିତା…

କରୋନା କଟକଣା ଭିତରେ ବିଜେପିର ଭର୍ଚୁଆଲ ରାଲି । ମହାମାରୀ ମୁକାବିଲାରେ ସରକାରଙ୍କ ସଫଳତା ବଖାଣିଲେ କେନ୍ଦ୍ର…

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ଭୟ ଏତେ ବଢି ଯାଇଥିଲା ଯେ ସମସ୍ତେ ରାଜନୀତି ଭୁଲି ଯାଇଥିଲେ । କିନ୍ତୁ ଆଜି ବିଜେପି ନେତା, ଭୂତାଣୁର ଏହି ଭୟ ଭିତରେ ଭର୍ଚୁଆଲ୍ ରାଲିର ଆୟୋଜନ କରି, ଦିଲ୍ଲୀରୁ ଓଡିଶାବାସୀଙ୍କୁ ସମ୍ବୋଧନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର…

ଓଡିଶା ହେବ ବିଜେପିର ଅଭେଦ୍ୟ ଦୁର୍ଗ । ଅମିତ ଶାହାଙ୍କ ଆହ୍ୱାନ, ଅଧୁରା କାମ ପୁରା କର ।

ଓଡିଶାକୁ ବିଜେପିର ଅଭେଦ୍ୟ ଗଡ କରିବାର ଆବଶ୍ୟକତା ରହିଛି । ଓଡିଶାରେ ବିଜେପିକୁ ୨୦୧୯ ନିର୍ବାଚନରେ ୮ଟି ଲୋକସଭା ସିଟ ମିଳିଛି । ହେଲେ ମୋ ସମୟରେ ଏହି କାର୍ଯ୍ୟ ଅଧୁରା ରହିଯାଇଛି । ଯାହାକୁ ଏବେକାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କ ସମୟରେ ପୁରା କରିବାକୁ ପଡିବ । କିଛି ଏଭଳି…