Daily Archives

May 31, 2020

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬ କରୋନା ଆକ୍ରାନ୍ତ । ୧୧୨୬ରେ ପହଞ୍ଚିଲା ମୋଟ୍ ସୁସ୍ଥଙ୍କ ସଂଖ୍ୟା, ଜାଣନ୍ତୁ ଆଜି କେଉଁ…

କନକ ବ୍ୟୁରୋ : କରୋନା ଭାଇରସ୍ ନେଇ ରାଜ୍ୟବାସୀଙ୍କ ପାଇଁ ଆଜି ପୁଣି ଏକ ବଡ଼ ଖୁସି ଖବର ଆସିଛି । ରାଜ୍ୟର ୧୫ଟି ଜିଲ୍ଲାରୁ ୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ…

ଯେତିକି ବିସ୍କୁଟ୍ ଦିଆଯାଉଛି, ସେତିକି ବାଣ୍ଟିକି ଖାଅ ! ଟ୍ରେନରେ ପ୍ରବାସୀଙ୍କୁ ବିସ୍କୁଟ୍ ଫିଙ୍ଗିବା ପଡ଼ିଲା ମହଙ୍ଗା,…

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଫିରୋଜାବାଦର ଜଣେ ବରିଷ୍ଠ ରେଳ ଅଧିକାରୀଙ୍କ ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରବାସୀମାନଙ୍କୁ ଖାଇବାକୁ ଦେବା ସମୟରେ ତାଙ୍କୁ ଗାଳି ଦେବା ସହ ଅସମ୍ମାନିତ କରିବାର ଦୃଶ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ଏହି ଭିଡ଼ିଓ…

ମହାନଦୀରେ ଗାଧୋଇବା ବେଳେ ଅଘଟଣ । ପାଣିରେ ବୁଡ଼ିଗଲେ ଦୁଇ ଭାଇ, ଚାଲିଗଲା ଜୀବନ ।

କନକ ବ୍ୟୁରୋ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି । ମହାନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ଦୁଇଭାଇଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇଭାଇଙ୍କ ମଧ୍ୟରୁ ଜଣଙ୍କ ନାମ ଆଶିଷ ପ୍ରଧାନ(୧୮) ଓ ଅନ୍ୟ ଜଣଙ୍କ ନାମ ତୋଫାନ୍‌ ପ୍ରଧାନ ବୋଲି ଜଣାପଡ଼ିଛି ।…

ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହେଲା ନବରଙ୍ଗପୁରର ନାବାଳିକା: ଖବର ପ୍ରସାରଣ ପରେ ଉଦ୍ୟମ କରି ଉଦ୍ଧାର କଲେ କଂଗ୍ରେସ…

କନକ ବ୍ୟୁରୋ: ଦାଦନ ବଜାରରୁ ମୁକ୍ତି ପାଇଲା ନବରଙ୍ଗପୁରର ନାବାଳିକା । ମାଆ ଆଣିଥିବା କରଜ ସୁଝିବା ପାଇଁ କଲେଜ ପଢୁଆ ଝିଅକୁ ଅଟକ ରଖିଥିଲା ତେଲେଙ୍ଗାନାର ଇଟା ଭାଟି ମାଲିକ । ଏମିତି କି ମାଆର ମୃତ୍ୟୁ ଖବର ପାଇ ବି ଝିଅକୁ ଛାଡି ନଥିଲା ଇଟାଭାଟି ମାଲିକ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି: କହିଲେ, କ୍ୟାବିନେଟ ନିଷ୍ପତି ପୂର୍ବରୁ ବିଭାଗ ପାଖରେ ପହଞ୍ଚି ଯାଉଛି…

କନକ ବ୍ୟୁରୋ: କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ୟାକେଜ ଘୋଷଣା ନେଇ ସରକାର ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଲେ ୧୭ ହଜାର କୋଟି ଟଙ୍କା ଘୋଷଣା କରିବା ଏ ପ୍ରହସନ । ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ପୂର୍ବରୁ ପହଂଚି ଯାଉଛି…

ଯୋଗ କରି ଭିଡ଼ିଓ ବନାନ୍ତୁ , ପ୍ରତିଯୋଗୀତାରେ ଭାଗ ନେଇ ଭିଡ଼ିଓ ପଠାନ୍ତୁ : କିଭଳି ନେବେ ପ୍ରତିଯୋଗିତାରେ ଭାଗ ଜାଣନ୍ତୁ…

ରବିବାର “ମନ୍ କି ବାତ୍” କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ମୋ ଜୀବନ,ମୋ ଯୋଗ” ପ୍ରତିଯୋଗିତାର ଘୋଷଣା କରିଛନ୍ତି । କରୋନା ସମୟରେ ଦେଶବାସୀଙ୍କୁ ଯୋଗର ମହାତ୍ମ୍ୟ ସମ୍ଭନ୍ଧରେ ବୁଝାଇଛନ୍ତି । ସେ କହିଛନ୍ତି , “ଏଭଳି ସଂକଟ ସମୟରେ ବିଶ୍ୱର ଅନେକ ନେତା ମୋତେ ଯୋଗ ଏବଂ ଆୟୁର୍ବେଦ…