Daily Archives

May 30, 2020

ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ପାଇଁ ଅଟକି ଗଲା ଓଡ଼ିଶା । ସେବା ଓ ତ୍ୟାଗକୁ ସମ୍ମାନ ଦେବାକୁ ଏକାଠି ହେଲେ ଓଡ଼ିଆ । ବନ୍ଦେ…

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କ ପାଇଁ ଓଡିଶା ଗାଇଲା ବନ୍ଦେ ଉକ୍ରଳ ଜନନୀ । ସିପାହୀ ସାହାସକୁ ସଲାମ୍ କରିବା ପାଇଁ ଏକାଠି ହେଲା ସାରା ଓଡିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ପରେ ସଂଧ୍ୟା ସାଢ଼େ ୫ଟାରେ ଓଡ଼ିଶାର କୋଣଅନୂକୋଣରେ ଗୁଞ୍ଜରିତ ହେଲା ବନ୍ଦେ ଉତ୍କଳ ଜନନୀ । ରାଜ୍ୟ…

ବିନା ଭକ୍ତରେ ହେବ ସ୍ନାନଯାତ୍ରା ଓ ରଥଯାତ୍ରା ? ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ ନିଷ୍ପତ୍ତି । ସୀମିତ…

କନକ ବ୍ୟୁରୋ: କଟକଣା ଭିତରେ ହେବ ରଥଯାତ୍ରା । ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବଡ ନିଷ୍ପତ୍ତି । ଭିଡିଓ କନଫରେନସିଂ ଜରିଆରେ ଭୁବନେଶ୍ୱର ଓ ପୁରୀରେ ଆଜି ବସିଥିବା ବୈଠକରେ ପୁରୀରେ ରଥଯାତ୍ରା କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । କଟକଣା ଭିତରେ ରଥଯାତ୍ରା…

ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ କରୋନା ଭୂତାଣୁରୁ ଆଉ ୭୩ ସୁସ୍ଥ । ୧୧ ଜିଲ୍ଲାରୁ ନୂଆ ସୁସ୍ଥଙ୍କୁ ମିଶାଇ ହଜାରେ…

କନକ ବ୍ୟୁରୋ: ରାଜ୍ୟ ବାସୀଙ୍କ ପାଇଁ ଖବର ଆସିଛି । ଆଜି ୭୩ଜଣ ସୁସ୍ଥ ହୋଇଥିବା ବେଳେ ସୁସ୍ଥ ସଂଖ୍ୟା ୧୦୦୦ ପାର ହୋଇଛି । ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦୫୦ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୭୩ଜଣଙ୍କ ମଧ୍ୟରେ ବୌଦ୍ଧରୁ ୨୮ଜଣ, ପୁରୀରୁ ୧୧ଜଣ, କେନ୍ଦ୍ରାପଡାରୁ…

ସଂଗରୋଧ କେନ୍ଦ୍ର ଛାଡିବା ବେଳେ ଭାବୁକ ହେଲେ ଅନ୍ତେବାସୀ: ସରପଂଚଙ୍କୁ ଛାଡି ଯିବା ବେଳେ କାନ୍ଦି ପକାଇଲେ ପ୍ରବାସୀ…

କନକ ବ୍ୟୁରୋ: ସଂଗରୋଧ କେନ୍ଦ୍ର ଛାଡିବା ବେଳେ ଭାବୁକ ହେଲେ ଅନ୍ତେବାସୀ । ସରପଂଚଙ୍କୁ ଛାଡି ଯିବା ବେଳେ କାନ୍ଦି ପକାଇଲେ ପ୍ରବାସୀ ଓଡିଆ । ରାଜ୍ୟ ବାହାରୁ ଆସିଥିବା ପ୍ରବାସୀଙ୍କୁ ସଂଗରୋଧ କେନ୍ଦ୍ରରେ ରଖି ଏମିତି ମୋହରେ ବାନ୍ଧି ଦେଇଥିଲେ ସଂପୃକ୍ତ ଅଂଚଳର ସରପଂଚ । ସଂଗରୋଧ ନିୟମ ମାନି…

କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ରାଜନୀତି: କଂଗ୍ରେସ ଓ ବିଜେପି କହିଲା, ତଥ୍ୟ ଲୁଚାଉଛନ୍ତି ସରକାର-ଘରକୁ ଗଲା ପରେ…

କନକ ବ୍ୟୁରୋ: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ରାଜ୍ୟରେ କରୋନା ମୃତ୍ୟୁ ନେଇ ସରକାର ତଥ୍ୟ ଲୁଚାଉଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେହିପରି କଂଗ୍ରେସ କହିଛି, ରାଜ୍ୟକୁ କେଉଁ ଅଂଚଳରୁ କେତେ ପ୍ରବାସୀ ଶ୍ରମିକ ଆସୁଛନ୍ତି, ତାର…

ବର୍ତ୍ତମାନ ପାଇଁ ପୁରୀକୁ ଗଡିବନି କୌଣସି ବି ଟ୍ରେନ୍: ପୁରୀକୁ ଯାଉଥିବା ବା ଆସୁଥିବା ଟ୍ରେନ୍ ଭୁବନେଶ୍ୱର ଯାଏ ଯିବ;…

କନକ ବ୍ୟୁରୋ: ପୁରୀକୁ ଗଡିବନି ଟ୍ରେନ । ପୁରୀକୁ ବର୍ତ୍ତମାନ ଚାଲିବନି କୌଣସି ବି ଟ୍ରେନ । ତେବେ ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ପୁରୀକୁ ଟ୍ରେନ୍ ସେବା ବନ୍ଦ ପାଇଁ ପୂର୍ବତଟ ରେଳବାଇର ନିଷ୍ପତି । ସେହିଭଳି ପୁରୀରୁ ମଧ୍ୟ କୌଣସି ଟ୍ରେନ ଚଳାଚଳ କରିବ ନାହିଁ । ଅର୍ଥାତ୍ ପୁରୀକୁ ଯାଉଥିବା…