Daily Archives

May 29, 2020

ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ । ଆଜି ସକାଳେ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ,…

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ଜଗତସିଂହପୁରରୁ ୨୩ ଜଣ, ଯାଜପୁରରୁ ୨୨ ଜଣ,ଭଦ୍ରକର ୨୧ ଜଣ ଅଛନ୍ତି ସୁସ୍ଥ ହୋଇଛନ୍ତି । ସେହିପରି ଗଂଜାମରୁ ୧୫ ଜଣ, କଟକରୁ ୩ ଜଣ, ଖୋର୍ଦ୍ଧା ଓ ସମ୍ବଲପୁରରୁ ୨ ଜଣ ଲେଖାଁଏ ସୁସ୍ଥ…

ଅଜିତ ଯୋଗୀଙ୍କ ପରଲୋକ । ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ଆରପାରିରେ ଅଜିତ ଯୋଗୀ । ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ପରଲୋକ । ପରଲୋକ ନେଇ ଟ୍ୱିଟରେ ସୂଚନା ଦେଇଛନ୍ତି ପୁଅ ଅମିତ ଯୋଗୀ ।  ମୃତ୍ୟୁ ବେଳକୁ ଅଜିତ୍‌ ଯୋଗୀଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଅଜିତ୍‌ ଯୋଗୀ ଗତ ମେ ୯ ତାରିଖରେ ହୃଦାଘାତର ଶିକାର…

ଫେସବୁକ୍ ୟୁଜର୍ସଙ୍କ ପାଇଁ ବଡ଼ ଖବର । ଭଏସ୍ କଲ ପାଇଁ ସବୁଠୁ ଭଲ ଆପ୍ ଆଣିଲା କମ୍ପାନୀ, ଭଏସ କଲିଂଠୁ ଗ୍ରୁପ ଭିଡ଼ିଓ କଲ…

କନକ ବ୍ୟୁରୋ: ବିଶ୍ୱର ସବୁଠାରୁ ଅଧିକ ବ୍ୟବହାର ହେଉଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମଧ୍ୟରୁ ଫେସବୁକ୍ ହେଉଛି ଅନ୍ୟତମ । ନିଜର କୋଟି କୋଟି ୟୁଜର୍ସମାନଙ୍କୁ ସବୁବେଳେ ଉତ୍ତମ ସୁବିଧା ଯୋଗାଇବା ପାଇଁ ଫେସବୁକ୍ ପ୍ରୟାସ କରିଥାଏ । ସେଥିପାଇଁ ତ ମେସସେଞ୍ଜର ଆପ୍ ପରେ କମ୍ପାନୀ ଏବେ ନିଜ…

ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ରାଜ୍ୟ ସରକାର: ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଖର୍ଚ୍ଚ ହେବ ୧୭ ହଜାର କୋଟି:…

କନକ ବ୍ୟୁରୋ: ନବୀନ ସରକାରଙ୍କ ପଂଚମ ପାଳିର ପ୍ରଥମ ବର୍ଷ ପୂର୍ତିରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା । ୨୨ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଅଣ୍ଡର ଗ୍ରାଜୁଏଟ କୋର୍ସକୁ ପରଫେକ୍ଟ ପ୍ରଫେସନାଲର…

୨୨ଟି ପ୍ରସ୍ତାବ ଉପରେ ଲାଗିଲା କ୍ୟାବିନେଟ୍ ମୋହର: ପର୍ଯ୍ୟଟନ ପ୍ରକଳ୍ପ ଲାଗି ଜମି ଯୋଗାଇ ଦେବ ଇଡକୋ; ଅଣ୍ଡର ଗ୍ରାଜୁଏଟ୍…

କନକ ବ୍ୟୁରୋ: ୨୨ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ମୋହର । ନବୀନ ସରକାରଙ୍କ ପଂଚମ ପାଳିର ପ୍ରଥମ ବର୍ଷ ପୂର୍ତିରେ ଆଜି ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କରୋନାଗସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ବିଭନ୍ନ ଆଲୋଚନା ହେବା ସହ ଏହି…

ଆସନ୍ତା ସପ୍ତାହରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ: ସତର୍କ କରାଇଲା ଫୁଡ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ; ବାତ୍ୟା…

କନକ ବ୍ୟୁରୋ: ଆସନ୍ତା ସପ୍ତାହରେ ବିହାର ଓ ଓଡିଶାକୁ ଆସିପାରେ ପଙ୍ଗପାଳ । ଫୁଡ ଆଣ୍ଡ ଏଗ୍ରିକଲଚର ଓର୍ଗାନାଇଜେସନ ଏନେଇ ସତର୍କ କରାଇ ଦେଇଛି । ସାମୁଦ୍ରିକ ଝଡ ଅମ୍ଫାନ ପରେ ପଶ୍ଚିମ ବାୟୁ ପ୍ରବାହ ଯୋଗୁଁ ଏହା ଆଗକୁ ଓଡିଶା, ବିହାର ଆଡକୁ ମାଡି ଆସିପାରେ । ତେବେ ପଙ୍ଗପାଳକୁ ନିୟନ୍ତ୍ରଣ…